ଯବାନଙ୍କ ସାଂଘାତିକ ଅଭିଯୋଗ ! ମୋ ସ୍ତ୍ରୀର ବଡ଼ ଭଉଣୀ ମୋତେ ଦୁଷ୍କର୍ମ କରିଛି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯବାନ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ର ବଡ ଭଉଣୀ ତାଙ୍କୁ ଦ-ଉଷ୍କ-ଅର୍ମ କରିଛନ୍ତି । ଯେ ଜଣେ ଯବାନ ହୋଇ ମଧ୍ୟ ତାଙ୍କୁ ନିଶା ଦେଇ ଦ-ଉଷ୍କ-ଅର୍ମ କରିଛନ୍ତି ତାଙ୍କ ସ୍ତ୍ରୀ ର ବଡ ଭଉଣୀ । ଏହାପରେ ଅଶ-ଳିଳ ଫଟୋ ଦେଖାଇ ବିବାହ କରିବା ନିମନ୍ତେ ବାଧ୍ୟ କରିଥିଲେ । ଏହାପରେ ବାରମ୍ବାର ଦ-ଉଷ୍କ-ଅର୍ମ କରି ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମାଗିଥିଲେ । ତେବେ ଏହିଭଳି ଏକ ଆଶ୍ଚର୍ଯ୍ୟ କରିଲାଭଳି ଅଭିଯୋଗ ଆଣିଥିଲେ ଜଣେ ଯବାନ ।

ଏହି ଯବାନ ଜଣଙ୍କ ହେଉଛନ୍ତି ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ବିରି ଧୂଆଁ ଗ୍ରାମର ହରିଚନ୍ଦନ ତ୍ରିପାଠୀ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦେଢ ଶାଶୁ ତାଙ୍କୁ ନି-ଶଆ ଦେଇ ଦ-ଉଷ୍କ-ଅର୍ମ କରିଛନ୍ତି ଏବଂ ଅଶ-ଳିଳ ଫଟୋ ଦେଖାଇ ବ୍ଲ-ଆକ-ମେଲ ମଧ୍ୟ କରୁଛନ୍ତି । ଅଭିଯୋଗ ମୁତାବକ ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତର ବିରିଧୂଆଁ ଗ୍ରାମର ଅଭୟ ତ୍ରିପାଠୀ ଙ୍କ ପୁଅ ହରିଚନ୍ଦନ ତ୍ରିପାଠୀ ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରନ୍ତି ।

ତାଙ୍କର ବାହାଘର ନୟାଗଡ ଜିଲ୍ଲାର ଶିବାଜୀ ନଗର ଏକ ପରିବାରରେ ବୈଦିକ ରୀତିନୀତି ଅନୁସାରେ ଗତ ୨୦୨୦ ମସିହା ଫେବୃୟାରୀ ୧୬ ତାରିଖରେ ଅନୁଷ୍ଠିତ ହୋଇଥିଲା । ବିବାହ ପୂର୍ବରୁ ହରିଚନ୍ଦନ ତ୍ରିପାଠୀ ଙ୍କ ପତ୍ନୀ ଭୁବନେଶ୍ଵରର ଏକ ଘରୋଇ ନର୍ସିଙ୍ଗ ହୋମରେ ଚାକିରୀ କରୁଥିଲେ । ସେହିଠାରେ ଏକ ଯୁବକଙ୍କ ସହିତ ତାଙ୍କର ଅନେଇତିକ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ହରିଚନ୍ଦନ ଆଉ ଏହା ପରେ ସେ ବିବାହ କରିବା ପାଇଁ ମନା କରିଦେଇଥିଲେ ।

ଭଉଣୀର ବାହାଘର ଭାଙ୍ଗିବା ଜାଣିପାରି ଦେଢଶାଶୁ ଏହିଭଳି ଚାଲ ଚଳାଇଥିଲେ । ସେ ହରିଚନ୍ଦନ ଙ୍କୁ ବୁଝାସୁଝା କରିବା ପାଇଁ ନିଜ ପାଖକୁ ଡ଼ାକିଥିଲେ । ଏହା ସହିତ ଚତୁରତାର ସହିତ ତାଙ୍କୁ ଖାଦ୍ୟରେ କିଛି ନି-ଶ-ଆଦ୍ରବ୍ୟ ଦେଇ ତାଙ୍କ ସହିତ ଅନେଇତିକ ସମ୍ପର୍କ ରଖି ଅଶ-ଳିଳ ଭି-ଡି-ଓ ମଧ୍ୟ କରିଥିଲେ ।

ଆଉ ଏହାପରେ ବ୍ଲ-ଆକ-ମେଲିଂ କରିବା ଆରମ୍ଭ କରିଥିଲେ । ଯଦି ତାଙ୍କ ଭଉଣୀ ଙ୍କୁ ବିବାହ ନ କରିବେ ତେବେ ଏହିସବୁ ଭି-ଡି-ଓ କୁ ସେ ସୋ-ସି-ଆ-ଲ ମି-ଡି-ଆ ରେ ଛାଡିଦେବେ ବୋଲି ଧମକ ଦେଇଥିଲେ । ସବୁଆଡୁ ଭୟଭୀତ ହୋଇ ହରିଚନ୍ଦନ ନୟାଗଡର ସେହି ଯୁବତୀ ଙ୍କୁ ବିବାହ କରିବା ପାଇଁ ରାଜି ହୋଇ ଯାଇଥିଲେ । ଏହି ଘଟଣାର କେତେ ସତ୍ୟସତ ରହିଛି ତାହାକୁ ନେଇ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିବ ବୋଲି କହିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *