ସୁପରମ୍ୟାନ ସାଜିଲେ Ishan Kishan ? ଧାଇଁ ଧାଇଁ ଜମ୍ପ ମାରି ଧରିଲେ କ୍ୟାଚ, Hardik ଦେଲେ ଏମିତି Reaction

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁପର ମ୍ୟାନ ସାଜିଲେ ଇଶାନ କିଶାନ । ଧାଇଁ ଧାଇଁ ଦୌଡିକି ଧରିଲେ କ୍ୟାଚ । ହଁ ବନ୍ଧୁଗଣ ଟି-20 ମ୍ଯାଚ ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା ବେଳେ ଶେଷ ଓଭରରେ ବିଜୟ ଲାଭ କରିଛି । ଭାରତ ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଆସିଥିଲା । ତେବେ ପ୍ରଥମେ ବ୍ୟାଟ୍ସ ମାନଙ୍କର ଏତେ ମାତ୍ରାରେ ଭଲ ପଦର୍ଶନ ରହିନଥିଲା । ଶେଷ ଭାଗକୁ କ୍ରିକେଟର ଦୀପକ ଓ ଅକ୍ଷର ପଟେଲଙ୍କର ଦମଦାର ପଦର୍ଶନରେ ଭାରତୀୟ ଦଳ ୧୬୨ ରନ ଶ୍ରୀଲଙ୍କା ଦଳ ଆଗରେ ଛିଡା କରିପାରିଥିଲା ।

ଏହି ଲକ୍ଷକୁ ଚେସ କରିବାକୁ ଯାଇ ଉମ୍ରାନ ମଲିକ ଙ୍କର ଏକ ସଟକୁ କ୍ୟାଚ ଉଠାଇଥିଲେ ସଲିତା । ଯାହାକୁ ଧାଇଁ ଧାଇଁ ଇଶାନ କିଷାନ ଧରିଥିଲେ । ପୁରା ଏକ ସୁପର ମ୍ୟାନ ପରି ଯାଇ କ୍ୟାଚ ଧରିଥିଲେ । ଏହାକୁ ଦେଖି କ୍ରିକେଟର ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖାସ୍ କରି ଇଶାନ କିଷାନଙ୍କର ଏପରି ଭାବରେ ସୁପର ମ୍ୟାନ ପରି କ୍ଯାପଟେନ ହାର୍ଦ୍ଧିକ ପାଣ୍ଡେ ହସିଥିଲେ ।

କ୍ରିକେଟର ଏହି ଦୃଶ୍ୟ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଦୃଶରେ ୨ ଟି ପ୍ରମୁଖ ଘଟଣା ରହିଛି । କ୍ରିକେଟର ଈଶାନ କିଷାନଙ୍କର ସୁପର ମ୍ୟାନ ପରି ଧାଇଁ ଧାଇଁ ଜମ୍ପ କରି କ୍ୟାଚ ଧରିବା । ଅନ୍ୟ ପକ୍ଷରେ ଏହି ଘଟଣାକୁ ଦେଖି କ୍ଯାପଟେନ ହାର୍ଦ୍ଧିକ ପାଣ୍ଡେ ହସି ପକାଇବା । ତେବେ ଭାରତୀୟ ଦଳର ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା କ୍ରିକେଟ ମ୍ଯାଚଟି ବହୁତ ଜୋରଦାର ଚାଲିଥିଲା । ଏହା ସହିତ କ୍ରିକେଟ ଖେଳିବା ସମୟରେ କିଛି ଘଟଣା ବହୁତ ମଜାଦାର ମଧ୍ୟ ହୋଇଥିଲା ।

ବିଶେଷ କରି ନିଜର କ୍ରିକେଟ ଖେଳର ଜଲ୍ବା ଦେଖାଇବାକୁ ସବୁ କ୍ରିକେଟର ଚାହିଁଥାନ୍ତି । ସମସ୍ତେ ନିଜର ଖେଳ ପଦର୍ଶନକୁ ଉତ୍ତମ ରୂପରେ ପଦର୍ଶିତ କରିବା ପାଇଁ ଆଶା ରଖିଥାନ୍ତି । ଏହା ସହିତ ନିଜ ଟିମକୁ କଳେ ବଳେ ଓ କୌଶଳ କରି ଜିତାଇବାକୁ ଚାହିଁଥାନ୍ତି । କାରଣ ଯେଉଁ ଦଳର ଜିତ ସେହି ଦଳର ନାମ ବହୁତ ମାତ୍ରାରେ ପ୍ରଚାର ପ୍ରସାର ହୋଇଥାଏ ।

ତେବେ ଇଶାନ କିଶାନଙ୍କର ଏପରି ସୁପର ମ୍ୟାନ ଷ୍ଟାଇଲରେ ଦୌଡି ଦୌଡି ଯାଇ କ୍ୟାଚ ଧରିବାର ଷ୍ଟାଇଲ ଆପଣ ମାନଙ୍କୁ କେମିତି ଲାଗିଲା ନିହାତି ଭାବରେ କମେଣ୍ଟ କରି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ନିହାତି ଭାବରେ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *