ଦୁର୍ନୀତି ବିରୁଦ୍ଧରେ IPS ଅଫିସର Sara Sharma ଙ୍କ “ମାନିକେ ମାଗେ ହିତେ” ଷ୍ଟାଇଲର ସଚେତନତା ଗୀତ, ଥରେ ଦେଖନ୍ତୁ ଏହି Video, ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମି-ଡି-ଆ ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଛି । ସୋ-ସି-ଆ-ଲ ମି-ଡି-ଆ ଓ ଏଣ୍ଟର୍ନେଟ ଦ୍ଵାରା ଆମେ ଦେଶ ବିଦେଶର ସମସ୍ତ ଖବର ଓ ଘଟଣା ବିଷୟରେ ଅତି ସହଜରେ ଜାଣି ପାରୁଛୁ ଏହା ସହ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଆମେ ନିଜ ମନୋରଞ୍ଜନ ମଧ୍ୟ କରି ପରୁଛୁ । ଗତ କିଛି ଦିନ ତଳେ ସୋ-ସି-ଆ-ଲ ମି-ଡି-ଆରେ ଏକ ଗୀତ ବହୁତ ଭା-ଇ-ରା-ଲ ହୋଇଥିଲା ଓ ଏହି ଗୀତର ଚର୍ଚା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହେଉଛି ।

ଏହି ଗୀତଟି ହେଉଛି ‘ମାନିକେ ମାଗେ ହିତେ’ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଗୀତଟି ନିଶ୍ଚୟ ଶୁଣିଥିବେ ଓ ପସନ୍ଦ ମଧ୍ୟ କରିଥିବେ । ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ସବୁ ଆଡେ ଏହି ଗୀତ । ଏହି ଗୀତଟିକୁ ଶ୍ରୀଲଙ୍କା ଗାୟିକା ୟୋହାନି ଗାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତଟିକୁ ସମସ୍ତ ଭାଷାରେ ଲଞ୍ଚ କରାଯାଇଛି । କିନ୍ତୁ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ଗୀତର ଏକ ଭିନ୍ନ ଲିରିକ୍ସ ସାମ୍ନାକୁ ଆସିଛି ଯାହାକୁ ଗାଇଛନ୍ତି ଜଣେ ଆଇପିଏସ ଅଫିସର ।

ବନ୍ଧୁଗଣ ବର୍ତ୍ତମାନ ଆଇପିଏସଙ୍କ ‘ମାନିକେ ମାଗେ ହିତେ’ର ଏହି ନୂଆ ଲିରିକ୍ସ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଦୁ-ର୍ନୀ-ତି ବି-ରୁ-ଦ୍ଧ-ରେ ଆଇପିଏସ ଅଫିସର ସାରା ଶର୍ମାଙ୍କ “ମାନିକେ ମାଗେ ହିତେ” ଷ୍ଟାଇଲର ସଚେତନତା ଗୀତ ବର୍ତ୍ତମାନ ସାମ୍ନାକୁ ଆସିଛି ।

ଏହି ଗୀତ ସ୍ଵରକୁ ସାରା ବ୍ୟବହାର କରି ଲୋକମାନଙ୍କୁ ଦୁର୍ନୀତି ବି-ରୋ-ଧ-ରେ ସଚେତନ କରାଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ବନ୍ଧୁଗଣ ଏହି ଭିଡିଓଟିକୁ ଦେଖି ସମସ୍ତ ଲୋକ ଆଇପିଏସ ଅଫିସର ସାରା ଶର୍ମାଙ୍କ ପ୍ରଶଂସା କରୁଛନ୍ତି ଓ ତାଙ୍କର ଲିରିକ୍ସ ପାଇଁ ସେ ବର୍ତ୍ତମାନ ଚର୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ‘ମାନିକେ ମାଗେ ହିତେ’ ଗୀତ ଷ୍ଟାଇଲରେ ସାରାଙ୍କ ସଚେତନତା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *