ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବ ଲୋକେ ଫୋପାଡି ଦିଅନ୍ତି କିନ୍ତୁ ଧନୀ ଲୋକ ନିଜ ପକେଟରେ ରଖିଥାନ୍ତି ?

ନମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।

୧. ଏମିତି କେଉଁ ଜୀବ ଅଛି ଯିଏକି ଗୋଟିଏ ଦିନରେ ମାତ୍ର ୧୬ ମିନିଟ ହିଁ ଆରାମ କରିଥାଏ ?

ଉତ୍ତର- ପିମ୍ପୁଡ଼ି

୨. ଉଡାଜାହାଜରେ ଆମେ କେଉଁଠିକୁ ଯାଇ ପାରିବୁ ନାହିଁ ?

ଉତ୍ତର- ଅନ୍ତରିକ୍ଷକୁ

୩. ଟିକି ଟିକି ସାନ ଝରକା ଦୁଇଟି ଖୋଲିଲେ ଦୁନିଆ ଦିଶେ ବନ୍ଦ କରିଦେଲେ ଟିକିଏ ତାହାକୁ ଅନ୍ଧାର ମାଡି ଆସେ?

ଉତ୍ତର:- ଆମର ଦୁଇଟି ଆଖି

୪. ଭାରତର ପ୍ରଥମ ଆଇପିଏସ ମହିଳାଙ୍କ ନାଁ କଣ ?

ଉତ୍ତର- କିରଣ ବେଦି

୫. ଦଉଡ଼ି ଗଲି ଦଉଡ଼ି ଗଲି ନାନା ଭାଇ ଘର ବିଲକୁ ଗାମୁଛା କାନିରେ ବାନ୍ଧି ଆଣିଲି ଧୋବା ଫରଫର ଫୁଲକୁ?

ଉତ୍ତର:- ଛତୁ

୬. ରାଷ୍ଟ୍ରୀୟ ଗୀତ ଗାନ କରିବା ପାଇଁ କେତେ ସମୟ ଲାଗିଥାଏ ?

ଉତ୍ତର- ୫୨ ସେକେଣ୍ଡ

୭. ଭଗବାନ ଶ୍ରୀ ରାମଙ୍କୁ କେତେ ବର୍ଷ ବନବାସ କରିଥିଲେ ?

ଉତ୍ତର- ୧୪ ବର୍ଷ

୮. ଭାରତରେ ସବୁଠୁ ଅଧିକ ସେବନ କରୁଥିବା ଖାଦ୍ୟସାମଗ୍ରୀର ନାମ କଣ ?

ଉତ୍ତର – ଚାଉଳ

୯. ଦୁନିୟାରେ ସବୁଠୁ ବୁଦ୍ଧିମାନ ପକ୍ଷୀ କିଏ ଅଟେ ?

ଉତ୍ତର – ଆଫ୍ରିକନ ଗ୍ରେ ତୋତା

୧୦. ବିଶ୍ୱର କେଉଁ ନଦୀର ପାଣି ଗରମ ଅଟେ ?

ଉତ୍ତର – ନୀଳ ନଦୀ

୧୧. ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବ ଲୋକେ ଫୋପାଡି ଦିଅନ୍ତି କିନ୍ତୁ ଧନୀ ଲୋକ ନିଜ ପକେଟରେ ରଖିଥାନ୍ତି ?

ଉତ୍ତର : ଶିଙ୍ଘାଣି

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *