16 Interesting Gk Questions- ପବନ ଖାଇଲେ କିଏ ମରିଯାଏ ? କାହାର ଦାନ୍ତ ଅଛି କିନ୍ତୁ କାମୁଡି ପାରେନା ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ ଯେଉଁଥିରେ ଆପଣ ନିଜର ବୁଦ୍ଧି କୁ ପ୍ରଖର କରିବା ସହ କିଛି ନୂଆ ଜିନିଷ ମଧ୍ୟ ଜାଣି ପାରିବେ। ତେବେ ଏହା ଆପଣ ଙ୍କୁ ଭବିଷ୍ୟତ ରେ କୌଣସି ନା କୌଣସି ପରୀକ୍ଷା ଯେପରି ଆଇଏଏସ ଆଦି ପରୀକ୍ଷା ରେ ମଧ୍ୟ କିଛି ସାହାର୍ୟ୍ଯ କରିଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସବୁ ପ୍ରଶ୍ନ ଉତ୍ତର ବିଷୟରେ।

୧- କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ କିନ୍ତୁ ସାଇତି ରଖିଲେ କ୍ଷୟ ହୁଏ?
ଉତ୍ତର- ଜ୍ଞାନ କିମ୍ବା ବିଦ୍ୟା।

୨- ଖାଇଲେ କିଏ ମରେ?
ଉତ୍ତର- ଭୋକ।

୩- ପବନ ଖାଇଲେ କିଏ ମରି ଯାଇଥାଏ।
ଉତ୍ତର- ଝାଳ।

୪- କାହାକୁ ଟାଣିଲେ ଛୋଟ ହୁଏ?
ଉତ୍ତର- ସିଗାରେଟ।

୫- ମୁଁ ସବୁଠାରେ କିନ୍ତୁ କେହି ଧରି ପାରନ୍ତି ନାହିଁ?
ଉତ୍ତର- ପବନ।

୬- ପଥର ହେଲେ ବି ସେ ପାଣି ତାହା କଣ?
ଉତ୍ତର- ବରଫ।

୭-କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନା?
ଉତ୍ତର- ପାନିଆ।

୮- କାହାର ଆଖି ଅଛି କିନ୍ତୁ ସେ ଦେଖି ପାରେ ନାହିଁ?
ଉତ୍ତର- ନଡ଼ିଆ।

୯- କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡି କୁଆଡେ ଯାଏ ନାହିଁ।
ଉତ୍ତର- ପତାକା।

୧୦- ଚଳାଇଲେ ଚାଲେ କିନ୍ତୁ ଆଗକୁ ବଢେ ନାହିଁ।
ଉତ୍ତର- ଫ୍ୟାନ।

୧୧- ମୃତ୍ୟୁ ପରେ ବି କିଏ ଠିଆ ହୋଇପାରେ।
ଉତ୍ତର- ଗଛ।

୧୨- ଭଙ୍ଗା ହେଲେ ବି ସେ ଗୋଟିଏ।
ଉତ୍ତର- ଖିଲିପାନ।

୧୩- ମନା କଲେବି ସାଙ୍ଗ ଛାଡେନା ସେ କିଏ?
ଉତ୍ତର- ଆମ ଛାଇ।

୧୪- ଉତ୍ତାପ ନ ପାଇ ବି ତାହା ଗରମ ହୁଏ।
ଉତ୍ତର- ମୁଣ୍ଡ।

୧୫- ଆଖି ଥାଇ ବି ସେ ଅନ୍ଧ।
ଉତ୍ତର- ମୂର୍ଖ ଲୋକ।

୧୬- ପୋଡେ କିନ୍ତୁ ନିଆ ନୁହେଁ।ତାହା କଣ ଅଟେ।
ଉତ୍ତର- ଲଙ୍କା।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *