ଏମାନେ ହେଉଛନ୍ତି ଭରତର ସବୁଠୁ ସୁନ୍ଦର IAS ଓ IPS ଅଫିସର, ନମ୍ବର ୧ ଆଗରେ ତ ବଲିଉଡ ହିରୋଇନ ବି ଫେଲ

ଆଇଏଏସ ଏବଂ ଆଇପିଏସ ପରୀକ୍ଷା ହେଉଛି ସବୁଠାରୁ କଠିନ ପରୀକ୍ଷା । ଏହି ପରୀକ୍ଷା ସମଗ୍ର ଭାରତ ବର୍ଷରେ ହୋଇଥାଏ, ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ଚେଷ୍ଟା କରିଥାନ୍ତି ହେଲେ ବହୁତ କମ ଲୋକ ଏଠି ପରୀକ୍ଷାରେ ସଫଳ ହୋଇପାରନ୍ତି । ଆଜି ଆମେ ଆପଣଙ୍କୁ କିଛି ଆଇଏଏସ ଏବଂ ଆଇପିଏସ ଅଫିସରଙ୍କ ବିଷୟରେ କହିବୁ, ଯେଉଁମାନେ ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଫିସର ମାନଙ୍କ ବିଷୟରେ ।


୧. ସ୍ମିତା ସଭରୱାଲ- ଆଇଏଏସ ସ୍ମିତା ସଭରୱାଲ ମାତ୍ର ୨୩ ବର୍ଷ ବୟସରେ ଆଇଏଏସ ପରୀକ୍ଷାରେ ସଫଳତା ପାଇଥିଲେ । କମର୍ଶ ସବଜେକ୍ଟରେ ସ୍ମିତା ଗ୍ରାଜୁଏସନ କରିଛନ୍ତି । ତାଙ୍କୁ ପ୍ରଥମେ ଚିତୋଡ ଜିଲ୍ଲାରେ ନିଯୁକ୍ତି ମିଳିଥିଲା । ସ୍ମିତା ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ସବୁଆଡେ
ତାଙ୍କ ସୁନ୍ଦରତାର ଚର୍ଚ୍ଚା ହୋଇଥାଏ । କୌଣସି ବଲିଉଡ ହିରୋଇନ ଠାରୁ ସେ କମ ନୁହନ୍ତି ।


୨. ମେରିନ ଜୋସେଫ- ମେରିନ ୨୦୧୨ରେ ଆଇପିଏସ ପରୀକ୍ଷା ଦେଇଥିଲେ ଓ ପ୍ରଥମ ପ୍ରୟାସରେ ସଫଳତା ପାଇଥିଲେ । ସେ ଦିଲ୍ଲୀର ଜଣା ଶୁଣା କଲେଜ ସେଣ୍ଟିଷ୍ଟିଫେନ କଲେଜରେ ଗ୍ରାଜୁଏସନ ପାସ କରିଥିଲେ । ସିଭିଲ ସେବା ପରୀକ୍ଷାରେ ପାସ କରିବା ପରେ ସେ ପୋଲିସରେ ଭର୍ତ୍ତି ହୋଇଥିଲେ । ମେରିନ ବହୁତ ସୁନ୍ଦର ଓ ସ୍ମାର୍ଟ ଦେଖାଯାନ୍ତି ।


୩. ଟିନା ଡାବି- ୨୨ ବର୍ଷ ବୟସରେ ଟିନା ୟୁପିଏସସି ପରକ୍ଷା ପ୍ରଥମ ଥର ପାଇଁ ଦେଇଥିଲେ ଓ ଏହି ପରୀକ୍ଷାରେ ସେ ଟପ ମଧ୍ୟ କରିଥିଲେ । ଟିନା ଭୋପାଳର ଅଧିବାସୀ ଅଟନ୍ତି । ୨୦୧୧ରେ ଟିନା ଲେଡି ଶ୍ରୀରାମ କଲେଜରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ଟିନା ମଧ୍ୟ ବହୁତ ଷ୍ଟାଇଲିସ ଦେଖାଯାନ୍ତି ।


୪. ବି ଚନ୍ଦ୍ରକଳା- ୨୭ ସେପ୍ଟେମ୍ବର ୧୯୭୯ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ହୋଇଥିଲେ ବି ଚନ୍ଦ୍ରକଳା । ୨୦୦୮ ବ୍ୟାଚରେ ଥିବା ଆଇପିଏସ ଅଫିସର ଚନ୍ଦ୍ରକଳା ହାଇଦ୍ରାବାଦର କୋଠି ମହିଳା କଲେଜରେ ଗ୍ରାଜୁଏସନ କରିଥିଲେ । ଚନ୍ଦ୍ରକଳା ବହୁତ ସୁନ୍ଦର ଓ ସ୍ମାର୍ଟ ଦେଖାଯାନ୍ତି ।


୫. ସଂଯୁକ୍ତା ପରାସର- ଆସାମର ପ୍ରଥମ ଆଇପିଏସ ଅଫିସର ସଞ୍ଜୁକ୍ତା ୨୦୦୬ ବ୍ୟାଚର ଆଇପିଏସ ଅଫିସର ଅଟନ୍ତି । ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ତ କଲେଜରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ସଞ୍ଜୁକ୍ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ୨୦୦୮ରେ ହୋଇଥିଲା ।


୬. ରିଜୁ ବାଫନା- ୨୦୧୩ ରେ ରିଜୁ ଆଇଏଏସ ଅଫିସର ହୋଇଥିଲେ । ତାଙ୍କ ପତି ମଧ୍ୟ ଜଣେ ଆଇଏଏସ ଅଫିସର ଅଟନ୍ତି । ପ୍ରଥମ ପ୍ରୟାସରେ ସେ ଆଇଏଏସ ପରିକ୍ଷାରେ ସଫଳତା ହାସଲ କରିଥିଲେ ।


୭. ସ୍ତୁତି ଚରଣ- ସ୍ତୁତିଙ୍କୁ ୨୦୧୨ରେ ସିଭିଲ ପରୀକ୍ଷାରେ ତୃତୀୟ ରାଙ୍କ ମିଳିଥିଲା । ତାଙ୍କ ସଫଳତା ପଛରେ ତାଙ୍କ ପରିବାର ଲୋକଙ୍କର ବହୁତ ବଡ ସପୋର୍ଟ ରହିଛି । ସିଭିଲ ପରୀକ୍ଷାରେ ପାସ କରିବା ପୂର୍ବରୁ ସେ ବ୍ଯାଙ୍କ ପିଓ ପରୀକ୍ଷାରେ ମଧ୍ୟ ପାସ କରିଥିଲେ ।

୮. ରୋସନ ଜ୍ୟାକପ- କେରଳରେ ରହୁଥିବା ରୋସନଙ୍କ ଜନ୍ମ ୧୯୭୮ ମସିହାରେ ହୋଇଥିଲା । ସେ ୨୦୦୪ ରେ ୟୁପିଏସସି ପରୀକ୍ଷାରେ ସଫଳତା ପାଇଥିଲେ । ବର୍ତ୍ତମାନ ସେ ଉତ୍ତର ପ୍ରଦେଶର ଗୁଣ୍ଡା ଜିଲ୍ଲାର ଡିଏମ ରୂପରେ ନିଯୁକ୍ତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *