Indian Post ର 4 ଟି ଡବଲ ଧମାକା ଯୋଜନା, ଟଙ୍କା ରଖିଲେ ଗ୍ୟାରେଣ୍ଟି ସହ ହେବ ଦୁଇ ଗୁଣା, ଜାଣନ୍ତୁ କିପରି…

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ଟଙ୍କା ବଢାଇବା ପାଇଁ ଇଛା କରିଥାନ୍ତି । ଅନେକ ଲୋକ ରିକ୍ସ ନେଇ ସେୟାର ବଜାରରେ ଟଙ୍କା ବଢାଉ ଥିବା ବେଳେ ଆଉ କେତେଜଣ ନିଜ ଘରେ ଟଙ୍କାକୁ ସାଇତି ରଖିଥାନ୍ତି । ହେଲେ ଅନେକ ଲୋକ ଜାଣନ୍ତି ନାହିଁ ଆମ ଦେଶରେ ଏମିତି ଅନେକ ସରକାରୀ ଯୋଜନା ରହିଛି ଯେଉଁଠି ମିଳିଥାଏ ଡବଲ ଲାଭ । ଏଠି ଆପଣ ଟଙ୍କା ରଖିଲେ ଗ୍ୟାରେଣ୍ଟି ସହ ଡବଲ ହୋଇଥାଏ ।

ସାଧାରଣତଃ ଲୋକ ଏହି ସବୁ ସରକାରୀ ଯୋଜନାର ଲାଭ ଉଠାଇବା ଦରକାର ସେଥିପାଇଁ ବିଭିନ୍ନ ସମୟରେ ସରକାର ଯୋଜନା କରୁଛନ୍ତି । ଭାରତ ସରକାରଙ୍କ ଅଧୀନରେ ଥିବା ପୋଷ୍ଟ ଅଫିସରେ ରହିଛି ଏମିତି ୪ ଲାଭଦାୟକ ଯୋଜନା । ଏହି ସବୁ ଯୋଜନା ଗୁଡିକ ଆପଣଙ୍କ ଟଙ୍କାକୁ କିଛି ବର୍ଷରେ ଦୁଇଗୁଣା କରିଦେଇଥାଏ । ପ୍ରଥମେ ଜାଣିବା ନାସନାଲ ସେଭିଙ୍ଗ ସାର୍ଟିଫିକେଟ ଟିମ ।

ଏହା ଏମିତି ଏକ ଯୋଜନା ଯେଉଁଥିରେ ଆପଣ ୧୦୦ ଟଙ୍କା ନିବେଶ କରିପାରିବେ । ସାରା ଭାରତରେ ଏହି ଯୋଜନାର ସୁବିଧା ରହିଛି । ଏଥିରେ ଆପଣ ମାନେ ନିବେଶ କରି ଅତି କମ ସମୟରେ ଦୁଇଗୁଣା ଲାଭ ପାଇପାରିବେ । ଦ୍ଵିତୀୟଟି ହେଉଛି ଡାଏନ ଡିପୋଜିଟ ସ୍କିମ । ସବୁ ପୋଷ୍ଟ ଅଫିସରେ ଲୋକେ ଏହି ସ୍କିମରେ ନିବେଶ କରିପାରିବେ ।

ଏହି ଯୋଜନାରେ ଏକ ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିବେଶ କରିହେବ । ଏହାର ସୁଧ ସିଧା ସଳଖ ଆକାଉଣ୍ଟକୁ ଯାଇଥାଏ । ଆପଣ ନଗତ ଟଙ୍କା କିମ୍ବା ଚେକ ଦ୍ଵାରା ଏଥିରେ ଆକାଉଣ୍ଟ ଖୋଲି ପାରିବେ । ତୃତୀୟ ଯୋଜନାଟି ହେଉଛି ସ୍ମଲ ସେଭିଙ୍ଗ ସ୍କିମ ଆରଡି । ଯଦି ଆପଣଙ୍କ ରୋଜଗାର କମ ଅଛି ତେବେ ଆପଣ ମାନଙ୍କ ପାଇଁ ଏହି ଯୋଜନାଟି ବହୁତ ଲାଭଦାୟକ ।

ସମସ୍ତ ବ୍ଯାଙ୍କରେ ଏହି ଯୋଜନାଟି ଥିଲେ ମଧ୍ୟ ଡାକ ଘରେ ଏହି ଯୋଜନାଟି ଅଧିକ ଲାଭଦାୟକ । ଏହି ଯୋଜନାରେ ମାସିକ ନିଶ୍ଚିତ ରାସୀ ଜମା କରି ଅବଧି ସମୟରେ ଆପଣ ମୋଟା ଅଙ୍କରେ ଋଟର୍ନ ପାଇପାରିବେ । ଆମ ଲିଷ୍ଟରେ ଶେଷରେ ଅଛି ସବୁଠାରୁ ଲାଭଦାୟକ ସ୍କିମ କିଶାନ ବିକାଶ କେନ୍ଦ୍ର । ଏହା ମାଧ୍ୟମରେ ଆପଣ ନିଜ ଟଙ୍କାକୁ ଦୁଇ ଗୁଣା କରିପାରିବେ ।

ଏହି ଯୋଜନାରେ ଜଣେ ବ୍ୟକ୍ତି ଅତି କମରେ ଏକ ହଜାର ଟଙ୍କା ନିବେଶ କରି ଖାତା ଖୋଲିପାରିବ । ଏହି ଯୋଜନାରେ ୧୨୪ ମାସ ନିବେଶ କରିବା ପରେ ଆପଣ ପ୍ରାୟତଃ ଦୁଇଗୁଣା ଅର୍ଥ ଫେରି ପାଇବେ । ତେବେ ବନ୍ଧୁଗଣ ଆଉ ଡେରି ନକରି ପୋଷ୍ଟ ଅଫିସର ଏହି ସବୁ ସ୍କିମ ଗୁଡିକର ଲାଭ ଉଠାନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *