ଏମାନେ ହେଲେ 7 ଇଣ୍ଡିଆନ କ୍ରିକେଟର ଙ୍କ ଡୁପ୍ଲିକେଟ, Sehwag ଓ Bumrah ଙ୍କ ଡୁପ୍ଲିକେଟ ଙ୍କୁ ଦେଖିଲେ ଆପଣ ବି ଖାଇଯିବେ ଧୋକା

ନମସ୍କାର ବନ୍ଧୁଗଣ ଆପଣ ମାନେ କ୍ରିକେଟ ତ ନିଶ୍ଚିତ ଦେଖୁଥିବେ ଏବଂ କୌଣସି ନା କୌଣସି ନିଜର ପ୍ରିୟ ର ଖେଳାଳି କୁ ଭଲ ପାଉ ଥିବେ ଏବଂ ତାଙ୍କୁ ପ୍ରୋତ୍ସାହନ କରୁଥିବେ । କିଛି ଫ୍ୟାନ ମାନେ ନିଜ ମନ ପସନ୍ଦ ଖେଳାଳୀ ଙ୍କ ଭଳି ଦେଖିବା ପାଇଁ ବହୁତ ପ୍ରୟାସ ମଧ୍ୟ କରିଥାନ୍ତି ଏବଂ କିଛି ଲୋକ ସେଥିରେ ସଫଳ ମଧ୍ୟ ହୋଇ ଥାଆନ୍ତି ଏବଂ ପ୍ଲାଷ୍ଟିକ ସର୍ଜରି ଜରିଆରେ ମଧ୍ୟ ନିଜ ପ୍ରିୟ ର ଖେଳାଳି ଭଳି ଦେଖିବା ପାଇଁ ଚେଷ୍ଟା କରିଥାନ୍ତି ।

କିନ୍ତୁ ଦୁନିଆ ରେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯିଏ ବିନା କୌଣସି ପ୍ଲାଷ୍ଟିକ ସର୍ଜରି ରେ ମଧ୍ୟ କ୍ରିକେଟ ଖେଳାଳି ଙ୍କ ଭଳି ଦେଖା ଯାଇଥାନ୍ତି । ଯେଉଁ ମାନଂକୁ ପ୍ରଥମ ଦେଖା ରେ ହିଁ ଆପଣ ଧୋକା ଖାଇ ଯିବେ । ତେବେ ଆସନ୍ତୁ ଜାଣିନେବା ସେହି ଭଳି କିଛି ପ୍ରସିଦ୍ଧ ଖେଳାଳି ଙ୍କ ଡୁପ୍ଲିକେଟ ଙ୍କ ବିଷୟରେ ।

୧- ପ୍ରଥମ ଖେଳାଳି ହେଉଛନ୍ତି ମଲିଙ୍ଗା । ତାଙ୍କ ବୋଲିଂ କୁ ସମସ୍ତେ ପସନ୍ଦ କରିଥାନ୍ତି । ଏବଂ ନିଜର ଖେଳ ରେ ଲୋକ ମାନଙ୍କ ହୃଦୟ ଜିନିବାରେ ମଧ୍ୟ ସଫଳ ହୋଇ ଥିଲେ । ତାଙ୍କ ଡୁପ୍ଲିକେଟ ଙ୍କ ନାମ ହେଉଛି ଓଁ କାର ଦାସ ଯିଏ କି ପୁରା ମାଲିଙ୍ଗା ଙ୍କ ଭଳି ଦେଖା ଯାଆନ୍ତି ଏବଂ ସେ ଜଣେ ବଲିଉଡ ର ଅଭିନେତା ।

୨- ଦ୍ଵିତୀୟ ଖେଳାଳୀ ହେଉଛନ୍ତି ପାକିସ୍ତାନ ର ଅଲରାଉଣ୍ଡର ସାହିଦ ଆଫ୍ରିଦି । ସେ ମଧ୍ୟ ନିଜ ପ୍ରତିଭ ରେ ଲୋକ ମାନଙ୍କ ହୃଦୟ ରେ ବାସ କରି ପାରିଛନ୍ତି । ତାଙ୍କ ଡୁପ୍ଲିକେଟ ଙ୍କ ନାମ ହେଉଛି ଓମେର ଖାନ । ସେ ବିଲକୁଲ ତାଙ୍କ ଭଳି ଦେଖା ଯାଆନ୍ତି ।

୩- ତୃତୀୟ ଖେଳାଳୀ ହେଉଛନ୍ତି ସଚିନ ତେନ୍ଦୁଲକର । ସଚିନ ଙ୍କୁ ପୁରା ଦୁନିଆ ଜାଣିଛି ତାଙ୍କୁ କ୍ରିକେଟ ର ଦେଵତା ମଧ୍ୟ କୁହାଯାଏ । ତାଙ୍କ ର ଡୁପ୍ଲିକେଟ ଙ୍କ ନାମ ହେଉଛି ବଲବୀର ଚନ୍ଦ୍ର । ସେ ସଚିନ ଙ୍କ ଯାଆଁଳା ଭାଇ ଭଳି ମଧ୍ୟ ଦେଖାଯାଆନ୍ତି ଏବଂ ସେ ଅନେକ ବିଜ୍ଞାପନ ଏବଂ ଧାରାବାହିକ ରେ କାମ ମଧ୍ୟ କରିଛନ୍ତି ।

୪- ଚତୁର୍ଥ ଖେଳାଳି ହେଉଛନ୍ତି ଯଶପ୍ରୀତ ବୁମ୍ରା । ସେ ଜଣେ ସଫଳ ବୋଲର ଭାବେ ପରିଚିତ ତାଙ୍କ ଡୁପ୍ଲିକେଟ ପାକିସ୍ତାନ ରେ ରୁହନ୍ତି ଏବଂ ଏକ ମ୍ୟାଚ ରେ ହିଁ ସେ ସମସ୍ତ ଙ୍କ ନଜର ରେ ଆସିଥିଲେ ।

୫- ପଞ୍ଚମ ଖେଳାଳି ହେଉଛନ୍ତି ବିରେନ୍ଦ୍ର ସେହଵାଗ । ସେ ମଧ୍ୟ ଜଣେ ସଫଳ ଖେଳାଳୀ ଭାବେ ପରିଚିତ ତାଙ୍କ ଡୁପ୍ଲିକେଟ ମଧ୍ୟ ଅଛନ୍ତି ଯିଏ କି ବହୁତ ସମୟ ତାଙ୍କ ସହ ଭେଟିବା ପାଇଁ ଆସିଥାନ୍ତି ।

୬- ଷଷ୍ଠ ଖେଳାଳୀ ହେଉଛନ୍ତି ଶିଖର ଧାବନ । ତାଙ୍କୁ ଗବର ବୋଲି ମଧ୍ୟ କୁହାଯାଏ । ତାଙ୍କ ଡୁପ୍ଲିକେଟ ହେଉଛନ୍ତି ଜଣେ ସିନେମା ର ଟେକସିୟନ ଯିଏ କି ତାଙ୍କର ବହୁତ ବଡ଼ ଫ୍ୟାନ ।

୭- ସପ୍ତମ ଖେଳାଳି ହେଉଛନ୍ତି ବିରାଟ କୋହଲି । ଯିଏ କି ଆମ ଭାରତ ଦଳ ର ଅଧିନାୟକ । ସେ ଜଣେ ସଫଳ କ୍ରିକେଟର ଭାବେ ପରିଚିତ ତାଙ୍କର ଅନେକ ଫ୍ୟାନ ମଧ୍ୟ ଅଛନ୍ତି ତାଙ୍କ ଡୁପ୍ଲିକେଟ ଙ୍କ ନାମ ହେଉଛି ଗୌରବ ଆରୋଡା । ଯାହାକୁ ଏକ ମ୍ୟାଚ ରେ ସେ ସମସ୍ତଙ୍କ ନଜର ରେ ଆସିଥିଲେ ଏବଂ ଲୋକମାନେ ତାଙ୍କ ସହିତ ଫୋଟୋ ମଧ୍ୟ ଉଠାଇ ଥିଲେ । ସେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ଅଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *