ଶିକ୍ଷୟତ୍ରୀ Mamita Meher ମୃତ୍ୟୁ ମାମଲା: ଇଏ ସେହି ଗୁପ୍ତ କୋଠରୀ, ଯେଉଁଠି ହେଉଥିଲା ଏମିତି ସବୁ କାରନାମା, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ମମିତା ମୃ-ତ୍ୟୁ ମାମଲାରେ ପୋଲିସ ତ-ନା-ଘ-ନା ତ-ଦ-ନ୍ତ କରୁଛି ଓ ବର୍ତ୍ତମାନ ଏକ ଗୁ-ପ୍ତ କୋଠରୀ ସାମ୍ନା ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଗୁପ୍ତ କୋଠରୀ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଅ-ଣ୍ଡ-ର ଗ୍ରାଉଣ୍ଡ କୋଠରୀ ଭିତରେ ଅନେକ ରହସ୍ୟ ଲୁ-ଚି ରହିଛି । ଏହି ଅ-ଣ୍ଡ-ର ଗ୍ରାଉଣ୍ଡ କୋଠରୀଟି ଅନ୍ଧାର ହୋଇ ରହିଛି ।

ବନ୍ଧୁଗଣ ସ୍କୁଲର ଉଚ୍ଚତା ଅନୁସାରେ ଏହି ଅ-ଣ୍ଡ-ର ଗ୍ରାଉଣ୍ଡ କୋଠରୀକୁ ଦେଖିଲେ ଭୟ ଲାଗୁଛି । ଏହି କୋଠରୀ ଭିତରେ କିଛି ପ୍ଲାଏ ଉଡ ପଡିଛି ଓ ଏହି ପ୍ଲାଏ ଉଡ ମମିତାଙ୍କ ମୃ-ତ ଶ-ବ ଉଧାର ବେଳେ ମିଳିଥିଲା । ତା ହେଲେ ବନ୍ଧୁଗଣ ଯାହା ଜଣା ପଡୁଛି ମମିତାଙ୍କ ହ-ତ୍ୟା-କା-ଣ୍ଡ-ରେ ଏହି ଗୁ-ପ୍ତ କୋଠରୀରୁ ପ୍ଲାଏ ଉଡର ବ୍ୟବହାର କର ଯାଇଥିଲା ।ବନ୍ଧୁଗଣ ସ୍କୁଲଟି ବହୁତ ବଡ ଅଛି ଓ ସ୍କୁଲ ପାଚେରି ବହୁତ ଉଚ୍ଚତାରେ ରହିଛି ।

ଏହା ସହିତ ସ୍କୁଲ ପରିସର ଏତେ ବଡ ଅଛି ଯେ, ଏହି ସ୍କୁଲରେ କାହାକୁ ମା-ରି-ଦେ-ଲେ ବି କେହି ଜାଣି ପାରିବେ ନାହିଁ । ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ଏହି ଗୁ-ପ୍ତ କୋଠରୀରେ ଅନେକ ପ୍ରକାରର ଅ-ନୈ-ତି-କ କାମ ହୋଇଥାଏ । ସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କୁ ଏହି ଗୁ-ପ୍ତ କୋଠରୀକୁ ଅଣା ଯାଇଥାଏ ଓ ତାଙ୍କୁ ଶୋ-ଷ-ଣ କରା ଯାଇଥାଏ ।

ଏହି ଗୁ-ପ୍ତ କୋଠରୀରେ ହେଉଥିବା ସମସ୍ତ ଅ-ନୈ-ତି-କ କାମର ପରିଚାଳନା ଗୋବିନ୍ଦ ସାହୁ କରୁଥିଲେ । ତା ହେଲେ ବନ୍ଧୁଗଣ ଏହି ଗୁପ୍ତ କୋଠରୀରେ ଲୁ-ଚି ରହିଥିବା ସମସ୍ତ ରହସ୍ୟର ପା-ର-ଦ-ଫା-ସ ଧୀରେ ଧୀରେ ହେବାକୁ ଯାଉଛି । ତେବେ ଏହି ଗୁପ୍ତ କୋଠରୀ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *