ଇଏ ଭାରତ ରେ ଭାଇ ! ଏଠି କିଛି ବି ହେଇପାରେ, ଦେଖନ୍ତୁ ଏହି 5 ଟି ନମୁନା ଆପଣ ନିଜ ହସ ରୋକି ପାରିବେନି

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ମାନଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଏକ ଫଟୋ । ସାଧାରଣତଃ ଫଟୋ ଗ୍ରାଫର ମାନେ ଭଲ ଆଙ୍ଗେଲ ଦେଖି ଫଟୋ ଉଠାଇ ଥାନ୍ତି । ହେଲେ ଆପଣ ମାନେ ଏହି ଭାଇରାଲ ଫଟୋରେ ଥିବା ମହାନ ଫଟୋ ଗ୍ରାଫର ମାନଙ୍କୁ ଦେଖନ୍ତୁ ଆଉ ଏମାନଙ୍କ ଆଙ୍ଗେଲ ବି ଦେଖନ୍ତୁ । ଏହି ଫଟୋ ଗ୍ରାଫରଙ୍କୁ ଦେଖି ଲାଗୁଛି ଏମାନେ ଫଟୋ ଉଠାଉ ନାହାନ୍ତି ଯୁଦ୍ଧରେ ବନ୍ଧୁକ ଚଲାଉ ଛନ୍ତି ।

୨. ବନ୍ଧୁଗଣ ସାଧାରଣତଃ କୌଣସି ସମାରୋହ ଓ କୀର୍ତ୍ତନରେ ମାଇକ ଧରି ଲୋକମାନେ ଗୀତ ଗାଇଥାନ୍ତି । ଲୋକମାନେ ଗୀତ ଗାଇବା ସମୟରେ ମାଇକ ହାତରେ ଧରି ଥାନ୍ତି । ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଆମ ଦ୍ଵିତୀୟ ଭିଡିଓରେ ଗୋଟେ ଲୋକ ମାଇକ ଧରି ଧରି ତାର ହାତ ବିନ୍ଧିବାରୁ ସେ ମାଇକ ନିଜ ମୁଣ୍ଡରେ ଏକ ଗାମୁଛା ଦ୍ଵାରା ବାନ୍ଧି ଦେଇଛି । ଏଭଳି ମହାନ ଲୋକଙ୍କ ବିଷୟରେ ଆପଣ କଣ କହିବେ ।

୩. ବନ୍ଧୁଗଣ ଅନେକ ଥର ବର୍ଷା ଦିନରେ ଚପଲର ଉପର ଫିତାଟି ଚିଡି ଯାଇଥାଏ । ଉପର ଫିତା ଚିଡିବା ଦ୍ଵାରା ଆମେ ବାରମ୍ବାର ମୋଚି ପାଖକୁ ଯାଇ ନୂଆ ଫିତା ଲଗାଇ ଥାଉ । ହେଲେ ବନ୍ଧୁଗଣ ଟିକେ ଭଲ ଭାବରେ ଆପଣ ଏହି ଚପଲକୁ ଦେଖନ୍ତୁ । ଫିତା ଜାଗାରେ ଏହି ଚପଲରେ ନଟ ବୋଲ୍ଟ ଲଗା ହେଇଛି । ଚପଲର ଫିତା ଚିଡିବା ସମସ୍ୟା ସବୁଦିନ ପାଇଁ ଦୂର ।

୪. ବନ୍ଧୁଗଣ ଗୋଟେ ପରିବାର ଭଲ ଭାବରେ ଶୋଇବା ପାଇଁ ଅନେକ ବଡ ବଡ ବେଡ ରହିଛି । ହେଲେ ଭାଇରାଲ ହେଉଥିବା ଏହି ବେଡକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ବେଡରେ ବହୁତ ଆରାମରେ ୧୦ ରୁ ୧୫ ଜଣ ଲୋକ ସୋଇ ପାରିବେ । ଏହି ବେଡକୁ ଯିଏ ବନେଇଛି ତାକୁ ତୋପ ସଲାମୀ ଦେବା ଉଚିତ ।

୫. ବନ୍ଧୁଗଣ କରୋନା ସମୟରେ ମସ୍କ ପିନ୍ଧିବା ବାଧ୍ୟତା ମୂଳକ ଥିଲା । ଏଥିପାଇଁ ସମସ୍ତ ସ୍ଥାନରେ ପୋଲିସ ମାସ୍କର ଚେକିଙ୍ଗ ମଧ୍ୟ କରୁଥିଲା । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଫଟୋଟିକୁ ଦେଖନ୍ତୁ ଏ ଭାଇଙ୍କ ପାଖରେ ମାସ୍କ ନଥିଲା ତେଣୁ ସେ ରାସ୍ତା ପଡିଥିବା ଏକ ଅଖାକୁ ମାସ୍କ ଭଳି ପିନ୍ଧି ଦେଇଛନ୍ତି । ଏଭଳି ବୁଦ୍ଧିମାନ ମଣିଷଙ୍କ ଚିନ୍ତାଧାରା ଉପରେ ଆପଣ ମାନଙ୍କର ମତ କଣ ।

Leave a Reply

Your email address will not be published. Required fields are marked *