‘ଇଏ ଆମର ଦୈନନ୍ଦିନ କାମ ଆଜ୍ଞା, ଆମେ ଯଦି ଏ କାମ ନକରିବୁ ତାହେଲେ ବଂଚିବୁ କେମିତି ?’ ରାତି ବଢିଲେ କିନ୍ନର ମାନଙ୍କୁ ଦେଖିବାକୁ ମିଳେ Bhubaneswar ରାଜ ରାସ୍ତାରେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଖବର ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆପଣ ମାନେ ସମସ୍ତେ କି-ନ୍ନ-ର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ରାତି ବଢିଲେ ରାସ୍ତା ଘାଟରେ କି-ନ୍ନ-ର ମାନଙ୍କୁ ଦେଖିବାକୁ ମିଳେ । କି-ନ୍ନ-ର ମାନଙ୍କ ଇସାରା, ଭେଶଭୂଷା ଓ ସୌନ୍ଦର୍ଜ୍ୟ ଆକ୍ରୁଷ୍ଟ କରିଥାଏ ଲୋକ ମାନଙ୍କୁ । ବିଳମ୍ବିତ ରାତିରେ କି-ନ୍ନ-ର ମାନଙ୍କୁ ଦେଖି କିଛି ସାମ୍ବାଦିକ ସେମାନଙ୍କ ପାଖକୁ ଯାଇଥିଲେ ।

 

ସେମାନଙ୍କ ଉପସ୍ଥିତି ପରଖିବା ପାଇଁ ସାମ୍ବାଦିକ ମାନେ ଯାଇଥିଲେ । କ୍ୟାମେରା ଠାରୁ ଦୂରେଇବା ପାଇଁ ଚେଷ୍ଟା କରିଥିଲେ ଅନେକ କି-ନ୍ନ-ର । ହେଲେ ଭୟବିତ କଣ୍ଠରେ ଗୋଟେ କଥା କି-ନ୍ନ-ର ମାନେ କହିଥିଲେ । କି-ନ୍ନ-ର ମାନଙ୍କ ମତରେ-‘ଇଏ ଆମର ଦୈନଦିନ କାମ ଆଜ୍ଞା, ଆମେ ବଞ୍ଚିବୁ କେମିତି ଆମେ ଖାଇବୁ କଣ । ସରକାର ଆମ ମାନଙ୍କ ପାଇଁ ସବୁବେଳେ ନୀରବ’ ।

ବନ୍ଧୁଗଣ ଏହି କି-ନ୍ନ-ର ମାନଙ୍କ ଏହି କଥା ଶୁଣି ଆପଣ ମାନେ ବି ଭାବ ବହୁଳ ହୋଇଯାଇଥିବେ । ଆମେ କେବଳ ଏତିକି ଜଣାଉଛୁ ଯଦି ସରକାର ଏହି କି-ନ୍ନ-ର ମାନଙ୍କ ପାଇଁ କିଛି ଉନ୍ନତ ମୂଳକ ପଦକ୍ଷେପ ଗ୍ରହଣ କରନ୍ତି ତା ହେଲେ କୌଣସି ବି କି-ନ୍ନ-ର ରାଜ ରାସ୍ତାରେ ଏଭଳି କାମ କରିବାକୁ ଯିବ ନାହିଁ । ଆମେ ଆଶା କରିବା ରାଜ୍ୟ ସରକାର ଏହି କି-ନ୍ନ-ର ମାନଙ୍କ ପାଇଁ କିଛି ପଦକ୍ଷେପ ନେବେ ଓ ଏମାନଙ୍କୁ ରୋଜଗାରର କିଛି ବାଟ ଦେଖାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *