Humane Sagar ଙ୍କ ଝିଅ ଗାଉଥିବା ଗୀତ ହେଲା ଭାଇରାଲ୍, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିଙ୍ଗର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ସିଙ୍ଗର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହ୍ୟୁମାନ ସାଗର । ଆପଣ ମାନେ ସମସ୍ତେ ଓଡିଆ ଗାୟକ ହୁମାନ ସାଗରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ହ୍ୟୁମାନ ସାଗର ହେଉଛନ୍ତି ଜଣେ ପ୍ରସିଦ୍ଧ ସିଙ୍ଗର । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଆସିବା ଦିନରୁ ହ୍ୟୁମାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଓ ଫଟୋ ଅପଲୋଡ କରନ୍ତି ଏବଂ ଦେଖୁ ଦେଖୁ ତାଙ୍କର ଫଟୋ ଭିଡିଓ ଭାଇରାଲ ହୋଇଯାଏ । ବନ୍ଧୁଗଣ ଗତ କିଛି ସମୟ ହେବ ହ୍ୟୁମାନ ସାଗରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ହ୍ୟୁମାନ ନିଜ ଝିଅକୁ ଧରି ଗୀତ ଗାଉଥିବାର ନଜର ଆସୁଛନ୍ତି ଓ ହ୍ୟୁମାନଙ୍କ ଝିଅ ମଧ୍ୟ ଗୀତ ଗାଉଥିବାର ନଜର ଆସୁଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ହ୍ୟୁମାନ ସାଗରଙ୍କ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ହ୍ୟୁମାନ ନିଜ ଝିଅ ସହ ଗୀତ ଗାଉଥିବାର ନଜର ଆସୁଛନ୍ତି । କୁନି ଝିଅ ନିଜ ବାପା ଗୀତକୁ ତାଳ ଦେଇ ଗାଉଥିବାର ନଜର ଆସୁଛି ।

ବହୁତ ହ୍ୟୁମାନଙ୍କ ଝିଅ ଗୀତ ଗାଇବା ସମୟରେ ବହୁତ କ୍ୟୁଟ ନଜର ଆସୁଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଚର୍ଚା ଯୋର ସୋର ଧରିଛି ଓ ଲୋକମାନେ ଏହି ଭିଡିଓକୁ ଦେଖି ବେସ ଖୁସି ମଧ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *