ଆଜି ନୁହେଁ ବରଂ 30 ରେ ହେବ ହ୍ୟୁମାନ ଓ ଶ୍ରୀୟାଙ୍କ ମିଳନ, ଦେଖନ୍ତୁ କଣ ନେଲେ ନିଷ୍ପତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜାନୁଆରୀ ୩୦ ତାରିଖରେ ଏବେ ଶ୍ରୀୟା ଓ ହ୍ୟୁମାନ ସାଗରଙ୍କର ମିଳନ । ହଁ ବନ୍ଧୁଗଣ ଏପରି କିଛି ଖବର ଆସି ପହଞ୍ଚିଛି । ଯେଉଁଥିରେ ୨୩ ତାରିଖରେ ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ଉପୁଜିଥିବା ବିବାଦର ବୁଝାମଣା କରାଯାଇ ସମାଧାନ କରାଯିବାର ତାରିଖ ରହିଥିଲା । ସେହି ତାରିଖକୁ ପରିବର୍ତ୍ତନ କରି ୩୦ ତାରିଖକୁ ଘୁଞ୍ଚାଇଦିଆଗଲା ।

ତେବେ ହ୍ୟୁମାନ ସାଗରଙ୍କର ଧର୍ମପତ୍ନୀ ଶ୍ରୀୟାଙ୍କର କିଛି ଜରୁରୀକାଳୀନ କାର୍ଯ୍ୟ ପାଇଁ ଜାନୁଆରୀ ୨୩ ତାରିଖରେ ଥାନାରେ ଆସି ହାଜର ହୋଇପାରିଲେ ନାହିଁ । ତେବେ ହ୍ୟୁମାନ ମଧ୍ୟ ଶ୍ରୀୟାଙ୍କର କଥାକୁ ସମ୍ମାନ ଦେଇ ଶ୍ରୀୟାଙ୍କର କହିବା ଅନୁଯାଇ ୩୦ ତାରିଖରେ ସମାଧାନ କରାଯିବ ବୋଲି କହିଥିଲେ । ତେବେ ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ ପାରିବାରିକ ଯେଉଁ ଝଡ ଉଠିଛି ।

ସେହି ଝଡକୁ ମୁକାବିଲା କରିବା ପାଇଁ ଶ୍ରୀୟା ଥାନାର ଦ୍ଵାରସ୍ଥ ହୋଇଥିଲେ । ଏହା ସହିତ ନିଜ ସ୍ଵାମୀଙ୍କ ହ୍ୟୁମାନଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ତେବେ ଶ୍ରୀୟାଙ୍କର ଅଭିଯୋଗ ଆଧାରରେ ହ୍ୟୁମାନଙ୍କୁ ମଧ୍ୟ ଥାନା ଆସିବା ପାଇଁ ପଡିଥିଲା । ତେବେ ଶ୍ରୀୟାଙ୍କ ଉପରେ ହ୍ୟୁମାନ ମ-ଆଡ ମାରିବା ସହ ତାଙ୍କ ଉପରେ ମାନସିକ ଚାପ ପକାଉଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ । ତେବେ ହ୍ୟୁମାନ ଓ ହ୍ୟୁମାନଙ୍କର ମା’ ଏହି କଥାର ସଂପୂର୍ଣ୍ଣ ଖଣ୍ଡନ କରିଥିଲେ ।

ଯେ ହ୍ୟୁମାନଙ୍କର ମା’ ଚାକିରି କରୁଛନ୍ତି । ହ୍ୟୁମାନ ନିଜର କାମର ବ୍ୟସ୍ତତା ପାଇଁ ବହୁ ସମୟରେ ବାହାରେ ରହୁଛନ୍ତି । ଯେଉଁ କାରଣରୁ ଶ୍ରୀୟାଙ୍କ ଉପରେ ଏପରି କିଛି ମଧ୍ୟ ଅନ୍ୟାୟ ଓ ଅତ-ୟଆଚାର କରାଯାଉନାହିଁ । ତେବେ ଉଭୟ ପରିବାର ମଧ୍ୟ ଏହି କଥା ପାଇଁ ବହୁ ଯୁକି ତର୍କର ସାମ୍ନା ହୋଇଥିଲେ । ତେବେ ଏହି କଥାର ଆପୋଷବୁଝାବଣା ପାଇଁ ଉଭୟଙ୍କୁ ୨୩ ତାରିଖ ଥାନାରେ ଆସି ପହଞ୍ଚିବା ପାଇଁ କୁହାଯାଇଥିଲା ।

ତେବେ ଶ୍ରୀୟା ନିଜର କିଛି ଜରୁରୀ କାମ ପାଇଁ ୨୩ ତାରିଖରେ ନଆସି ୩୦ ତାରିଖରେ ଆସି ହାଜର ହେବେ ବୋଲି କହିଥିଲେ । ତେବେ ସେହି ଜାନୁଆରୀ ୩୦ ତାରିଖରେ ହ୍ୟୁମାନ ଓ ସାଗର ଉଭୟଙ୍କ ମଧ୍ୟରେ ସବୁ ସମସ୍ଯାର ସମାଧାନ କରାଯାଇ ପୁଣି ଥରେ ଦାଂପତ୍ଯ ଜୀବନ ହସ ଖୁସିରେ ଭରିଯାଉ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ଆପଣଙ୍କର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *