ଓଲିଉଡର ଫେମସ ସିଙ୍ଗର Human Sagar ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ବି ଦେଖି ନଥିବେ

ଆପଣମାନେ ହ୍ୟୁମାନ ସାଗର ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । କଣ ଆପଣ ହ୍ୟୁମାନ ସାଗର ଙ୍କ ଜୀବନୀ ବା ପରିବାର ବିଷୟରେ କିଛି ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଫ୍ରେଣ୍ଡ୍ସ ଆପଣମାନେ ହ୍ୟୁମାନ ସାଗରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଗୀତ ଗୁଡିକ ମଧ୍ୟ ଶୁଣିଥିବେ । ତାଙ୍କ ଗୀତ ଗୁଡିକ ପାଇଁ ସେ ଅଳ୍ପ ଦିନ ମଧ୍ୟରେ ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କ ଗୀତ ଗୁଡିକ ମଧ୍ୟ ଲୋକମାନଙ୍କୁ ଖୁବ ପସନ୍ଦ ଆସୁଥିଲା ।

ହ୍ୟୁମାନ ସାଗରଙ୍କ ଘର ହେଉଛି ବଲାଙ୍ଗୀର ର ଟିଟଲାଗଡ ସହରରେ । ସେ ବର୍ତ୍ତମାନ ତାଙ୍କ ପରିବାର ସହ ବଲାଙ୍ଗୀର ରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ବାପା, ମା, ତାଙ୍କ ସ୍ତ୍ରୀ ଓ ତାଙ୍କର ଏକ ମାତ୍ର ଝିଅ ଅଛନ୍ତି । ବର୍ତ୍ତମାନ ହ୍ୟୁମାନ ସାଗରଙ୍କ ବୟସ ହେଉଛି 30 ବର୍ଷ ।

ହ୍ୟୁମାନ ସାଗରଙ୍କ ବାପା ଅଲ ଇଣ୍ଡିଆ ରେଡିଓ ରେ ନିର୍ଦ୍ଦେଶନା ଦେଉଥିଲେ । ହ୍ୟୁମାନ ସାଗରଙ୍କ ମା ଜଣେ ଭଲ ଗାୟିକା ଥିଲେ । ହ୍ୟୁମାନ ସାଗର ଡାକ୍ତରୀ ପାଠ ପଢିଥିଲେ । ହେଲେ ସେ ତାଙ୍କ ଗୀତ ପାଇଁ ଡାକ୍ତରୀ ପାଠକୁ ଅଧାରୁ ଛାଡି ଦେଇଛନ୍ତି । ହ୍ୟୁମାନ ସାଗର ପିଲା ଦିନରୁ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ । ସେଥିପାଇଁ ସେ ତୃତୀୟ ଶ୍ରେଣୀରୁ ସବୁ ଫଙ୍କସନ ରେ ଗୀତ ଗାଇବା ପ୍ରତିଯୋଗୀତା ରେ ଭାଗ ନେଉଥିଲେ ଓ ସେଥିରେ ମଧ୍ୟ ସେ ୱିନର ହେଉଥିଲେ ।

ଏହା ପରେ ତରଙ୍ଗ ର ଏକ ରିଆଲିଟି ସୋ ଭଏସ ଅଫ ଓଡିଶାର ସିଜନ 2 ରେ ସେ ୱିନର ହୋଇ ସେ ବହୁତ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କ ଗୀତ ଗୁଡିକ ମଧ୍ୟ ଓଡିଶାରେ ବେଶ ସୁପର ହିଟ ହୋଇ ପାରିଛି । ସେ ଓଡିଶାର ନମ୍ବର 1 ସିଙ୍ଗର ଭାବେ ପରିଗଣିତ ହେଉଛନ୍ତି । ହ୍ୟୁମାନ ସାଗର 300 ରୁ ଅଧିକ ଓଡିଆ ଫିଲ୍ମ ବା ଆଲବମ ଗୀତ ଗାଈ ସାରିଛନ୍ତି ।

ତାଙ୍କ ଗୀତ ଗୁଡିକ ମଧ୍ୟ ସୁପର ହିଟ ହୋଇ ପାରିଛି । ତାଙ୍କ ଗୀତ ଗୁଡିକ ମାଧ୍ୟମରେ ସେ ଖୁବ କମ ଦିନରେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଛନ୍ତି । ସେ ଖୁବ କମ ଦିନ ମଧ୍ୟରେ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କ ଗୀତର ଜାଦୁରେ ସେ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଛନ୍ତି । ସେ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ ।

ସେଥିପାଇଁ ସେ ତାଙ୍କର ଡାକ୍ତରୀ ପାଠକୁ ଅଧାରୁ ହିଁ ଛାଡି ଦେଇଥିଲେ । ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ହ୍ୟୁମାନ ସାଗର କେମିତି ଲାଗନ୍ତି ଓ ତାଙ୍କର ଗୀତ ଗୁଡିକ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଅବଶ୍ୟ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *