“ହୋଟେଲରେ ସମ୍ବନ୍ଧ ରଖିଲା ବେଳେ ହଠାତ ସେ ବେହୋସ୍ ହୋଇଗଲେ, ତା’ପରେ…” ପ୍ରେମିକାର ମୃତ୍ୟୁକୁ ନେଇ କଣ କହୁଛନ୍ତି ପ୍ରେମିକ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ସାଧାରଣତ ଯୁବପିଢି ମାନେ ଏବେ ପ୍ରେମ ସମ୍ପର୍କରେ ରହୁଛନ୍ତି ।

ଆଗ କାଳରେ ପ୍ରେମ କଣ ଲୋକ ଜାଣି ନଥିଲେ ହେଲେ ଏବେ ଏହା ସମାଜରେ ସାଧାରଣ ହୋଇଯାଇଛି । ବନ୍ଧୁଗଣ ଅନେକ ପ୍ରେମୀ ଯୁଗଳ ପ୍ରେମ ସମ୍ବନ୍ଧ ରଖିବା ପରେ ଶାରୀରିକ ସମ୍ପର୍କ ରଖିଥାନ୍ତି । ହେଲେ ଗତ କିଛି ସମୟ ହେବ ଗୋଟେ ଏଭଳି ଖବର ଆସିଛି ଯାହା ଆପଣଙ୍କ ହୋସ ଉଡେଇଦେବ । ଶାରୀରିକ ସମ୍ପର୍କ ରଖିବା ବେଳେ ଜଣେ ପ୍ରେମିକା ନିଜ ପ୍ରାଣ ହରାଇଛନ୍ତି ।

ପ୍ରେମିକଙ୍କ କହିବା ମୁତାବକ, ଉଭୟ ପ୍ରେମିଯୁଗଳ ହୋଟେଲ ରୁମରେ ଆରାମ କରୁଥିଲେ । ଶାରୀରିକ ସମ୍ପର୍କ ରଖିବା ସମୟରେ ଯୁବତୀ ଜଣକ ବେହୋସ ହୋଇଯାଇଥିଲେ । ଏହା ପରେ ଯୁବତୀ ଜଣକ ନିଜ ପ୍ରାଣ ହରାଇଲେ । ପ୍ରେମିଯୁଗଳଙ୍କ ମଧ୍ୟରେ ଦୀର୍ଘ 6 ବର୍ଷର ପ୍ରେମ ସମ୍ବନ୍ଧ ଥିଲା ବୋଲି ପ୍ରେମିକ କହିଛନ୍ତି ।ଏହାପରେ ଯୁବକ ଜଣକ ନିଜ ପ୍ରେମିକାକୁ ହସ୍ପିଟାଲ ଆଣିଥିଲେ ।

ହେଲେ ହସ୍ପିଟାଲରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ଭାଇରାଲ ହେଉଥିବା ଭିଡିଓରେ ଯୁବକ ଜଣକ ନିଜ ପ୍ରେମିକା ପାଖରେ ରହି କାନ୍ଦୁ ଥିବାର ନଜର ଆସୁଛନ୍ତି ଆଉ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଦେଉଛନ୍ତି । ତେବେ ଏହି ଘଟଣାଟି କେଉଁ ସ୍ଥାନରେ ଘଟିଛି ତାହା ଜଣା ପଡି ନାହିଁ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *