ହଷ୍ଟେଲ ଭିତରେ ‘Gua Ghia’ ଗୀତରେ ନାଚିଲେ କଲେଜ ଛାତ୍ରୀ, ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଗୀତ ଗୁଆ ଘିଅ ଗୀତ ବର୍ତ୍ତମାନ୍ ମାର୍କେଟ ଘାଣ୍ଟିବାରେ ଲାଗିଛି । ଗୁଆ ଘିଅ ଗୀତ ଅନୁଗୁଲିଆ ବଣ୍ଟି ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି । ଏହି ଗୀତ ବର୍ତ୍ତମାନ୍ ସାରା ଓଡ଼ିଶାରେ ଧୁମ୍ ମଚେଇ ଥିବା ବେଳେ ଯାହାକୁ ଦେଖ ସମସ୍ତେ ଏହି ଗୀତରେ ରିଲ କରୁଛନ୍ତି । ତେବେ ଏହାକୁ ଖୁବ୍ ପସନ୍ଦ କରିବା ସହ ପ୍ରମୋଟ ମଧ୍ୟ କରାଯାଉଛି । ଅନେକ ଅଲିଉଡ ଅଭିନେତା ଅଭିନେତ୍ରୀ ମଧ୍ୟ ଏହି ଗୀତରେ ରୀଲ କରୁଛନ୍ତି ।

ସୋସିଆଲ ନେଟୱର୍କ ଯାହା ବି ଖୋଲିଲେ ଗୁଆ ଝିଅ ଗୀତ ଦେଖିବାକୁ ମିଳୁଛି ତେବେ ଗୁଆ ଘିଅ ଗୀତରେ ଅନେକ ଭିଡିଓ ଭାଇରାଲ ହେବା ସହ ବର୍ତ୍ତମାନ୍ ପାଖରେ ଆସି ପହଞ୍ଚିଛି ହଷ୍ଟେଲ ଝିଅ ମାନଙ୍କ ଗୀତ । ଗୀତରେ ଝିଅମାନେ ନିଜ ରୁମ୍ ରେ ଗୁଆ ଘିଅ ଗୀତ ଲଗାଇ ଧୁମ୍ ନାଚି ବାର ଦେଖା ଯାଇଛି । ତେବେ ଆଜିର ଯୁଗ ଆଧୁନିକ ଯୁଗ । ବର୍ତ୍ତମାନ ର ସମୟରେ ସମାଜ ବହୁତ ପ୍ରଗତି ମଧ୍ୟ କରିଛି ।

ପ୍ରତି କ୍ଷେତ୍ର ରେ ବିଭିନ୍ନ ଜିନିଷ ମଧ୍ୟ ବାହାରିଛି । ଆପଣ ମାନେ ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଜାଣୁଥିବେ ଯାହା ଏହି ସମାଜ ରେ ଘଟୁଛି । କିଛି ଖରାପ ଘଟଣା ଥିଲା ବେଳେ କିଛି ଭଲ ମଧ୍ୟ ରହିଛି । ତେବେ ଯୁଗପିଢି ମାନେ ବିଭିନ୍ନ ରିଲସ ଭିଡ଼ିଓ କରିବାରେ ବହୁତ ଆଗ୍ରହୀ ହେଉଛନ୍ତି ।

ଆପଣ ମାନେ ବିଭିନ୍ନ ହଷ୍ଟେଲ ଛାତ୍ରୀ ଙ୍କ ସମ୍ପର୍କ ରେ ଜାଣିଥିବେ ତେବେ ଯୁବପିଢ଼ି ମାନେ ନିଜକୁ ସ୍ମାର୍ଟ କରିବାକୁ ପସନ୍ଦ କରୁଛନ୍ତି । ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ସମସ୍ତେ ବହୁତ ସକ୍ରିୟ ରହୁଛନ୍ତି । ତେବେ ସୋସିଆଲ ମିଡ଼ିଆ ରେ କିଛି ହଷ୍ଟେଲ ଛାତ୍ରୀ ଙ୍କ  ଗୁଆ ଘିଅରେ ଡ଼୍ୟାନ୍ସ କରିବା ଭିଡ଼ିଓ ଭାଇରାଲ ହେଉଛି । ଯାହାକୁ ନେଇ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।


ଏହି ଭିଡିଓ ରେ 3 ଜଣ ଝିଅ ନଜର ଆସୁଛନ୍ତି ଓ ସେମାନେ ହସ୍ଟେଲ ରେ ନିଜର ବଳକା ସମୟକୁ ଏମିତି ନାଚ ଗୀତରେ ଏଞ୍ଜୟ କରୁଥିବାର ନଜର ଆସୁଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆଜିର ସମୟରେ ଏହି ପରି ବିଭିନ୍ନ ଘଟଣା ଦେଖିବାକୁ ମିଳୁଛି । ତେବେ ଏହି ଘଟଣା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *