ହସ୍ପିଟାଲ ମାଲିକଙ୍କ ଦାଦାଗିରି.. ଦରମା ନ ଦେଇ ଷ୍ଟାଫ ନର୍ସଙ୍କୁ ବାହାର କଲେ ଓ ପଚାରିବାରୁ ଗଣମାଧ୍ୟମଙ୍କୁ ଧମକ ଦେଲେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଅର୍ଥାତ ଏହି କରୋନା ର ଭୟଙ୍କର ସମୟରେ ଆମର ସାହାରା ହେଉଛନ୍ତି ଡାକ୍ତର ଏବଂ ନର୍ସ । ତେବେ ଲୋକମାନେ ତାଙ୍କୁ ଦେବତା ଈଶ୍ୱର ବୋଲି ମଧ୍ୟ ଭାବୁଛନ୍ତି । କାରଣ ଯଦି ସେମାନେ ନିଜର ଜୀଵନ ଚିନ୍ତା କୁ ପଛରେ ପାଇଁ ଲୋକ ମାନଙ୍କ ର ସାହାର୍ଯ୍ୟ କରି ନଥାନ୍ତେ ତେବେ ହୁଏତ ଆଜି ପରିସ୍ଥିତି ସୁଧାରି ହୋଇ ନଥାନ୍ତା ।

ଏହି ଡାକ୍ତର ଏବଂ ନର୍ସ ଙ୍କ ଭୂମିକା ଆମ ଜୀଵନ ରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ । ତେବେ ଯେତେବେଳେ ସେହି ଡ଼ାକ୍ତର ଏବଂ ନର୍ସ ମାନଂକ ସହ ଖରାପ ବ୍ୟବହାର ଏବଂ ସେମାନଙ୍କୁ ହଇରାଣ କରାଯାଏ ତେବେ ସେତେବେଳେ ମାନବିକତା ହାରି ଯାଇଥାଏ । ତେବେ ସେହିଭଳି ଏକ ହସ୍ପିଟାଲରେ କୋଡିଏ ଜଣ ନର୍ସ ଙ୍କ ର ଦରମା ଚାରି ମାସ ହେଲା ଦିଆ ହୋଇ ନାହିଁ ।

ଯେତେବେଳେ ସେମାନେ ଏହା ଉପରେ ପ୍ରତିବାଦ କରି ଆନ୍ଦୋଳନ ଆରମ୍ଭ କଲେ ସେତେବେଳେ ତାଙ୍କ ହଷ୍ଟେଲ ରେ ମଧ୍ୟ ତାଲା ଲଗେଇ ଦେଇଥିଲେ ଏବଂ ବାହାର କରି ଦେଇଥିଲେ । ତେବେ ଏହି ସମ୍ପର୍କରେ ଯେତେବେଳେ ମି-ଡ଼ି-ଆ ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କୁ ପ୍ରଶ୍ନ କଲା ସେତେବେଳେ ସେ ପ୍ରଥମେ ଶାନ୍ତ ଭାବରେ ପ୍ରଶ୍ନ ର ଉତ୍ତର ଦେଉଥିଲେ ଏବଂ ଏ ସବୁ ମିଥ୍ୟା ଅ-ଭି-ଯୋ-ଗ ବୋଲି ମଧ୍ୟ କହୁଥିଲେ ।

ଏହା ସହ ସେ କହିଛନ୍ତି କି କେବଳ ସେପ୍ଟେମ୍ବର ମାସ ର ଦରମା ଦିଆ ହୋଇ ନାହିଁ ଏବଂ ଯାହା ବହୁତ ଜଲ୍ଦି ଦିଆ ହୋଇଯିବ । ତେବେ ମି-ଡ଼ି-ଆ ଯେତେବେଳେ ହଷ୍ଟେଲ ବନ୍ଦ କରିବା ଏବଂ ସେ ଝିଅ ମାନଙ୍କ ଭବିଷ୍ୟତ ବିଷୟ ରେ ପ୍ରଶ୍ନ କରା ଯିବାରୁ ସେ ରା-ଗି ଯାଇଥିଲେ ଏବଂ କ୍ୟାମେରା ବନ୍ଦ କରିବାକୁ ମଧ୍ୟ କହିଥିଲେ । ତେବେ ଏ କିଭଳି ଦାଦା ଗିରି ଏବଂ ନର୍ସ ମାନଙ୍କ ସହ ଏହା କେଉଁ ପ୍ରକାରର ଅନ୍ୟାୟଏ ସମ୍ପର୍କରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *