ଦେଖନ୍ତୁ Video: Hospital ର ଅବହେଳା ପାଇଁ ସ୍ତ୍ରୀକୁ ହରାଇ ବାହୁନି କାନ୍ଦୁଛି ସ୍ୱାମୀ, ଆଉ କହୁଛି କିଛି ଏମିତି କଥା…ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

ନମସ୍କାର ବନ୍ଧୁଗଣ ଆଜି କାଲି ଏହି ଦେଶ ବିଦେଶ ସବୁଆଡେ କେବଳ ଭ-ୟ ଏବଂ ଆ-ତ-ଙ୍କ ର ବାତାବରଣ ରହିଛି । କରୋନା ସଂକ୍ରମଣ ର ଭୟ ମଧ୍ୟ ରହୁଛି ତା ସହ ନିତିଦିନ ନ୍ୟୁଜ ଏବଂ ଖବର କାଗଜ ରେ କୌଣସି ଦୁ-ର୍ଘ-ଟ-ଣା ରେ କିଛି ଲୋକଙ୍କ ମୃ-ତ୍ୟୁ କିମ୍ବା କେଉଁଠି ଅ-କା-ଳ ମୃ-ତ୍ୟୁ କିମ୍ବା ଆ-ତ୍ମ-ହ-ତ୍ୟା ତଥା ଡାକ୍ତର ଙ୍କ ଅବହେଳା ଯୋଗୁଁ ମୃ-ତ୍ୟୁ ର ଖବର ମଧ୍ୟ ଆସୁଛି ।

ଯାହା ଲୋକ ମାନଂକୁ ଆହୁରି ଅଧିକ ଚି-ନ୍ତା,ଭ-ୟ ଏବଂ ଆ-ତଂ-କ ଖେଳାଇ ଦେଉଛି । ତେବେ ସେହି ଭଳି ଏକ ଖବର ସାମ୍ନାକୁଆସିଛି ଡାକ୍ତର ଙ୍କ ଅ-ବ-ହେ-ଳା ଯୋଗୁଁ ଜଣେ ମହିଳା ଙ୍କ ମୃ-ତ୍ୟୁ ହୋଇ ଯାଇଛି । ଏହା ଛଡା ତାଙ୍କ ପରିବାର ଲୋକ ଙ୍କୁ ମଧ୍ୟ ଆ-କ୍ର-ମ-ଣ କରାଯାଇଛି । ତେବେ ଆସନ୍ତୁ ସେହି ଖବର ବିଷୟରେ ଵିସ୍ତାର ପୁର୍ବକ ଆଲୋଚନା କରିନେବା ।

ଜଣେ ମହିଳା ଅନେକ ଦିନ ଅସୁସ୍ଥ ଥିଲେ ଏବଂ ସେ ଭୁବନେଶ୍ୱର ରେ ଏକ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ । ତେବେ ସେଠି ତାଙ୍କର ଠିକ ଭାବରେ ଯତ୍ନ ନିଆ ଯାଇ ନଥିଲା କିମ୍ବା ତାଙ୍କର ଚିକିତ୍ସା ମଧ୍ୟ ଠିକ ଭାବରେ ହୋଇ ନଥିଲା ।

ସେହି ମହିଳା ଜଣଙ୍କ ର ଦେହ ଅଧିକ ଅସୁସ୍ଥ ହୋଇ ପଡିଥିଲା ଏବଂ ତାଙ୍କ ସ୍ୱାମୀ ଡାକ୍ତର ମାନଂକୁ ଡାକି ଥିଲେ ଏବଂ ନେହୁରା ମଧ୍ୟ ହୋଇଥିଲେ କିନ୍ତୁ ଡାକ୍ତର ସେଠାରେ ଠିକ ସମୟରେ ପହଁଚି ନଥିଲେ ଏବଂ ନିଜର ଚିକିତ୍ସା ରେ ଅବହେଳା କରିଥିବାରୁ ସେହି ମହିଳା ଜଣକ ମୃ-ତ୍ୟୁ ବରଣ କରିଛନ୍ତି ।

ତେବେ ଏହି ଖବର ଟି ତାଙ୍କ ସ୍ୱାମୀ ଙ୍କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି ଏବଂ ସେ ନିଜ ନିୟନ୍ତ୍ରଣ ରେ ରହୁ ନାହାନ୍ତି ଏବଂ ଆ-ତ୍ମ-ହ-ତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି । ଏହା ଛଡା ଯେତେବେଳେ ସେହି ମହିଳା ଜଣଙ୍କ ର ଭାଇ ତାଙ୍କ ଭଉଣୀ ବିଷୟରେ ପଚାରିବାରୁ ସେହି ହସ୍ପିଟାଲର ସିକ୍ୟୁରୀଟି ତାଙ୍କୁ ବାଉଁଶ ରେ ଆ-କ୍ର-ମ-ଣ କରି ତାଙ୍କୁ ଆ-ଘା-ତ ମଧ୍ୟ କରିଥିଲେ ।

ଯେଉଁ ଡାକ୍ତର ଙ୍କୁ ସମସ୍ତେ ଈଶ୍ୱର ଭାବି ଥାଆନ୍ତି ସେହି ଡାକ୍ତର ଯେତେବେଳେ ଏହି ପରି ଭାବରେ ନିଜ କର୍ତ୍ତବ୍ୟ ରେ ଅବହେଳା କରିବ ତେବେ ସାଧାରଣ ଜନତା କାହା ଉପରେ ବିଶ୍ୱାସ ରଖିବେ । ତେବେ ଏହି ବିଷୟରେ ଆପଣଙ୍କ ମତ କଣ ? ନିଶ୍ଚୟ ଲେଖି ଜଣାନ୍ତୁ ଓ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯେପରି ଏ କଥା ସରକାରଙ୍କ କାନରେ ପଡିବ ଓ ଏମିତି ଅବହେଳା ଯୋଗୁ ଆଉ ଜଣଙ୍କ ଜୀବନ ନଯିବ ।

Leave a Reply

Your email address will not be published. Required fields are marked *