ହର୍ଲିକ୍ସ କାହାଣୀ ରଚି ଖୋଳ କରିଦେଲେ ! ଲୁଟିବାର ଏମିତି ଭୟଙ୍କର ତରିକା ଆଗରୁ କେବେ ବି ଦେଖି ନଥିବେ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକ ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଖୁ ପାରୁଛନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ସୋସିଆଲ ମିଡିଆର ଭରପୁର ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଘଟଣାକୁ ନେଇ ଚର୍ଚା ଜୋର ସୋର ଧରିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ଫିଲ୍ମରେ ଚୋରୀ ସିନ୍ ଦେଖିଥିବେ ।

ତେବେ ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଫିଲ୍ମ ଷ୍ଟାଇଲ ଭଳି ଚୋରୀ ହେଇଛି । ଚୋର ଜଣକ ଏମିତି ଲୁଟିଲେ ଆପଣ ଦେଖିଲେ ଆଖି ଖୁସି ହୋଇଯିବ । ପୁରା ଫିଲ୍ମ ଷ୍ଟାଇଲରେ ଲୁଟ ହେଇଛି ମେଡ଼ିସିନ ଦୋକାନୀକୁ ଚକମା ଦେଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଏଠି ଲୁଟେରା ଅପଣାଇ ଥିଲେ ବ୍ରିଟିଶ ଟେକନିକ । ପ୍ରଥମେ ଏହି ମେଡ଼ିସିନ ଦୋକାନକୁ ଦିନ ଦୁଇ ପହରରେ ଗ୍ରାହକ ରୂପେ ଆସିଥିଲେ ତିନି ଜଣ ଚୋର ।

ତିନି ଜଣଙ୍କ ମଧ୍ୟରୁ ଜଣେ ହର୍ଲିକ୍ସ ମାଗି କିଛି ଟଙ୍କା ଦେଲେ । ହେଲେ ବଳକା ୭୦ ଟଙ୍କା ଦୋକାନୀ ମାଗିବା ହେଲେ ହର୍ଲିକ୍ସ ଧରି ଦଉଡି ଥିଲା ଜଣେ ଚୋର । ଏହା ପରେ ଦୋକାନୀ ନିଜ ଦୋକାନ ଛାଡି ସେହି ଲୋକ ପଛରେ ଦଉଡି ଥିଲା । ଆଉ ତା ପରେ ଆରମ୍ଭ ହୋଇଥିଲା ଅସଲ ଲୁଟ । ପୂର୍ବ ଯୋଜନା ଅନୁଯାଇ ଅନ୍ୟ ଜଣ ଚୋର ଦୋକାନ ଭିତରକୁ ପଶିଥିଲା ଆଉ କ୍ୟାସ କାଉଣ୍ଟରରୁ ସବୁ ଟଙ୍କା ଧରି ଚମ୍ପଟ ମାରିଥିଲା ।


ଦୋକାନୀ ଯେତେବେଳେ ଦୋକାନ ଫେରିଲେ ସେତେବେଳେ ସେ ଦେଖିଥିଲେ ତାଙ୍କ କ୍ୟାସ କାଉଣ୍ଟରରୁ ସବୁ ଟଙ୍କା ଗାୟବ ଅଛି । ବନ୍ଧୁଗଣ ଏହି ଚୋର ମାନଙ୍କ କଳା କାର୍ଣ୍ଣମା ସିସିଟିଭି କ୍ୟାମେରାରେ ରକର୍ଡ ହୋଇଯାଇଛି । ପୋଲିସ ଏବେ ଏହି ଚିର ମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଚୋରୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *