ହୋଲିରେ ଭାଙ୍ଗ ପିଇ ନିଶାରେ ନାଚିଲେ Anubhav Mohanty, ଦେଖିଲେ ବିଶ୍ଵାସ କରି ପାରିବେନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଚତୁର୍ଦିଗ ରଙ୍ଗମୟ । ସବୁଠି ଅବୀରର ଛିଟା । ଏ ପର୍ବ ପ୍ରେମ-ଭାତୃତ୍ୱ ଓ ଭାଇଚାରର ପ୍ରତୀକ । ସେଥିପାଇଁ ଆଜି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ ।

ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ସମଗ୍ର ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ ହୋଲି । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ ।

ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭା ଯାତ୍ରାକୁ ମେଲଣ କୁହାଯାଏ । ଓଡ଼ିଶା ଭଳି ସଂସ୍କୃତି ସମ୍ମନ ରାଜ୍ୟରେ ପ୍ରଭୁ ଦୋଳ ଗୋବିନ୍ଦ ପାଞ୍ଚ ଦିନ ଧରି ଗ୍ରାମ ଗ୍ରାମ ବୁଲି ଭୋଗ ଖାଇଥାନ୍ତି । ସଭିଙ୍କୁ ଆଶୀଷ ପ୍ରଦାନ କରିଥାନ୍ତି । ଶେଷରେ ଭକ୍ତଙ୍କ ଗହଳରେ ହୋଲି ଖେଳିଥାନ୍ତି । ଫଗୁ ରଙ୍ଗରେ ପ୍ରିୟଜନଙ୍କୁ ଭିଜାଇଥାନ୍ତି ।

ତେବେ ଏହି ପବିତ୍ର ହୋଲି ର ପର୍ବ କୁ ସମସ୍ତେ ଖୁସି ମନରେ ପାଳନ କରୁଛନ୍ତି ସେ ନେତା ହେଉ କିମ୍ବା ଅଭିନେତା । ଠିକ ସେହି ଭଳି ଅଭିନେତା ଅନୁଭବ ମହାନ୍ତି ମଧ୍ୟ ନିଜ ଅନ୍ଦାଜ ରେ ହୋଲି ଖେଳିଛନ୍ତି । ତେବେ ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଅଭିନେତା ଅନୁଭବ ମହାନ୍ତି ଙ୍କୁ ନିଶ୍ଚୟ ଜାଣିଥିବେ । ଆପଣ ମାନେ ଓଲିଉଡ ର ଫେମସ ଅଭିନେତ୍ରୀ ବର୍ଷା ଙ୍କୁ ନିସ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିସ୍ଚୟ ଦେଖିଥିବେ ।

ଏହି ଦୁଇଜଣ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଆଜି ବହୁତ ଲୋକପ୍ରିୟତା ହାସଲ କରିବା ସହ ଫେମସ ମଧ୍ୟ ହୋଇପାରିଛନ୍ତି । ତେବେ ଅଭିନୟ ଜଗତରୁ ଏହି ଦୁଇଜଣ ପ୍ରେମ କରି ବିବାହ କରିଥିଲେ । ତେବେ ଆପଣ ମାନେ ଜାଣିଥିବେ ପରେ ଏମାନଙ୍କର ମଧ୍ୟରେ କୌଣସି କାରଣରୁ ମତାନ୍ତର ହୋଇଥିଲା । ତେବେ ଏହାପରେ ଚାଲିଥିଲା ବାଦ ବିବାଦ । ତେବେ କିନ୍ତୁ ସେହି ବାଦ ବିବାଦ ରୁ ବର୍ତ୍ତମାନ ଦୁରେଇ ଯାଇ ଅନୁଭବ ମହାନ୍ତି ଏହି ହୋଲିର ପର୍ବ କୁ ସେ ନିଜ ଗୀତ ନେ ନେ ରଙ୍ଗ ଟିକେ ଦେଲି ର ଗୀତ ରେ ନୃତ୍ୟ କରିଛନ୍ତି ।

ତେବେ ତାଙ୍କର ଏହି ନୃତ୍ୟ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ମଧ୍ୟ ହେଉଛି । ତେବେ କିଛି ଲୋକ ଙ୍କ କହିବା କଥା କି ଅନୁଭବ ଏହି ପରି ଡାନ୍ସ ଭାଙ୍ଗ ଖାଇ କରି କରିଛନ୍ତି । ତେବେ କିଛି ଲୋକଙ୍କ କହିବା କଥା କି ଅନୁଭବ ନିଜର ଏହି ହୋଲି କୁ ମନୋରଞ୍ଜନ କରୁଛନ୍ତି । ତେବେ ସେ ଯାହା ବି ହେଉ ଅନୁଭବ ଭାଙ୍ଗ ଖାଇକରି ଡାନ୍ସ କରନ୍ତୁ କିମ୍ବା ସେମିତି ଖୁସିରେ ନାଚନ୍ତୁ । କିନ୍ତୁ ତାଙ୍କର ଏହି ଡାନ୍ସ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଆପଣ ଙ୍କୁ ଅନୁଭବ ଙ୍କ ଏହି ଡାନ୍ସ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *