‘ହେତୁବାଦୀ ମାନଙ୍କ ବେଳା ଖରାପ ପଡିଲାଣି ..ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କଲେ ପରିଣାମ ଯାହା…’

ବନ୍ଧୁଗଣ, ହେତୁବାଦୀ ମାନେ ଚିକେନ ଭାତ ଚନ୍ଦ୍ରଗ୍ରହଣ ରେ ଖାଇଥିଲେ । ଏହାକୁ ନେଇ ବିଭିନ୍ନ ଜାଗାରେ ବିବାଦ ଦେଖିବାକୁ ମିଳିଛି । ଯାତ୍ରା ଅଭିନେତା ଏହି ବାବଦରେ କହିଛନ୍ତି ଯେ ତୁମେ ତୁମର ଯାହା କରୁଛ କର । ମାତ୍ର ଲୋକଙ୍କୁ ଡାକି ଏହିଭଳି ଭାବରେ ପ୍ରହସନ କାହିଁ କରାଯାଉଛି ? ଚନ୍ଦ୍ର ଗ୍ରହଣ ରେ ତୁମେ ଖାଅ କିନ୍ତୁ ରାଜରାସ୍ତାରେ ଏହିଭଳି କରିବା କେତେଦୂରେ ଠିକ ? ଏମାନେ ନିଶ୍ଚିତ ଭାବରେ ହିନ୍ଦୁଧର୍ମ କୁ ନଷ୍ଟ କରୁଛନ୍ତି । କାଲି ସକାଳେ ଏମାନେ ନିଶ୍ଚିତ ଭାବରେ କହିବେ ଯେ ଗୋ-ମାଂସ ଖାଅ ।

ଖାଇବାରେ ଅସୁବିଧା କ’ଣ ଅଛି ? ଘୁଷୁରି ମାଂସ ଖାଅ ନିଶ୍ଚିତ ଖାଇବେ । ଏ ସବୁ କ’ଣ ପ୍ରହସନ ଚାଲିଛି ? ଭୁବନେଶ୍ଵର ବରମପୁର ରେ ଏହିଭଳି ହେଉଛି । କାରଣ ଏଠାରେ ସାହିଭାଇ ଟିକିଏ କମ ଅଛି । ବରମପୁର ରେ ମଧ୍ୟ ତେଲୁଗୁ ଓଡିଆ ମିଶାମିଶି ଅଛନ୍ତି । ସେମାନେ ଏତେ ଗୁରୁତ୍ଵ ଦେଉ ନାହାଁନ୍ତି । ମାତ୍ର କଟକ ରେ ଯଦି ହେତୁବାଦୀ ବାଲା ଏତିକି କରାଇଦେବେ ତେବେ ରିକ୍ସା ବାଲା ଠାରୁ ଆରମ୍ଭ କରି ବସ ବାଲା ସବୁ ପିଟିବେ ।

କାଲି ଏମାନେ ଛୁଆ ମାନଙ୍କୁ ଏହା ଶିଖାଇବେ ତୁମେ ଏହା କର, ଛୁଆମାନେ ଜବରଦସ୍ତ କହିବେ ହେତୁବାଦୀ ମାନେ ତ କରୁଛନ୍ତି ଆମ୍ଭେ କାହିଁ ନ କରିବୁ ? ତେବେ ସେମାନେ ଜବରଦସ୍ତି ଘରେ ଆସି ଗଣ୍ଡୋଗଳ କରିବେ । ମାତ୍ର ହେତୁବାଦୀ ମାନେ ହେଉଛନ୍ତି ଗୋଟିଏ ଧର୍ମ କୁ ହିନ୍ଦୁ କହି ହିନ୍ଦୁ ଧର୍ମ କୁ ନଷ୍ଟ କରୁଛନ୍ତି ।

ଆଉ ଏମାନେ ସବୁ ବୁଢା ଲୋକ କେହି ମଧ୍ୟ ଯୁବକ ନାହାଁନ୍ତି । ତେବେ ଏମାନଙ୍କର କିଛି ଅନ୍ୟ କାମ ନାହିଁ ଏବଂ ଏମାନେ ନିଶ୍ଚିତ କେଉଁଠୁ ପଇସା ପାଉଛନ୍ତି ଏଣୁ ଏକ ପ୍ରହସନ ଚଲାଇଛନ୍ତି । ମାତ୍ର ଯେଉଁମାନେ ବ୍ରାହ୍ମଣ, ହରିଜନ, ଶୂଦ୍ର ଏ ସବୁ କୁ ଅଲଗା ଅଲଗା କରୁଛନ୍ତି ତଥା ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ବେଳା ନିଶ୍ଚିତ ଭାବରେ ଖରାପ ପଡି ଗଲାଣି ।

ମାତ୍ର ଯଦି ଜଗନ୍ନାଥ ସଂସ୍କୃତି କୁ ଅପଭଙ୍ଗ କରୁଛନ୍ତି ତେବେ ଆଗାମୀ ଦିନରେ ଯୁବ ସମାଜ ଏଭଳି ଶାସ୍ତି ଦେବେ ଯାହା ଧାରଣାର ବାହାରେ ଥିବ । ମାତ୍ର ଏହିଭଳି ଜାତିଧର୍ମ କୁ ନଷ୍ଟ କରିଲେ ସ୍ତ୍ରୀ ଠାରୁ ଆରମ୍ଭ କରି ପୁରୁଷ ଧୂମ ପିଟିବେ ହେତୁବାଦୀ ଙ୍କୁ ବୋଲି କହିଛନ୍ତି ଯାତ୍ରା କଳାକାର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.