ହେ…ହେ… କହୁ କହୁ…ହଠାତ ଭୁସୁଡି ପଡିଲା 3 ମହଲା କୋଠା, ଦେଖନ୍ତୁ Live Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଏକ ତିନି ମହଲା କୋଠା ଦେଖୁ ଦେଖୁ ଭୁ-ସୁ-ଡି ଯାଉଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାର ବାଚ୍ବରା ସହରରେ ଗୋଟେ ତିନି ମହଲା ଘର ହଠାତ ଭୁ-ସୁ-ଡି ପଡିଛି । ତେବେ ସ୍ଵାଭାଗୀ ବଶତଃ ଏଥିରେ କୌଣସି ଲୋକ ମୃ-ତ୍ୟୁ ବରଣ କରି ନାହାନ୍ତି । ମାତ୍ର ୫ ବର୍ଷ ତଳେ ଏହି ବିଲଡିଙ୍ଗଟି ନିର୍ମାଣ ହୋଇଥିଲା । ସ୍ଥାନୀୟ ଲୋକଙ୍କ ମତରେ, ବିଲଡିଙ୍ଗଟି ସଠିକ ଭାବରେ ତିଆରି ହୋଇ ନଥିଲା ଯାହାଫଳରେ ଭୁ-ସୁ-ଡି ପଡିଲା ।

ବନ୍ଧୁଗଣ ବିଲଡିଙ୍ଗ ଭୁ-ଶୁ-ଡି-ବା ସମୟରେ କିଛି ସ୍ଥାନୀୟ ଲୋକ ସେହି ସ୍ଥାନରେ ଉପସ୍ଥିତ ଓ ଘ-ଟ-ଣା-ର ଭିଡିଓ କରିନେଇଥିଲେ । ଶୋଭାଗ୍ୟ ବଶତଃ ଏହି ବିଲଡିଙ୍ଗ ପାଇଁ କୌଣସି ଲୋକଙ୍କର ପ୍ରା-ଣ ଯାଇ ନାହିଁ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ବିଲଡିଙ୍ଗ ଭୁ-ଷୁ-ଡି-ବା-ର ଭିଡିଓ ବର୍ତ୍ତମାନ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ବିଲଡିଙ୍ଗ ଭୁ-ସୁ-ଡି-ବା-ର ଦୃଶ୍ୟ କ୍ଲିଅର ନଜର ଆସୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *