CCTV ରେ କଏଦ ହେଲା ଛାତି ଥରେଇ ଦେବା ଭଳି ଘଟଣା, ହଠାତ ରାସ୍ତା ମଝିରେ କାର ଉପରକୁ ହେଲା…ଦେଖନ୍ତୁ Live ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଦିଲ୍ଲୀର ସୁବାସ ନଗର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ମଣ୍ଡି ୟୁନିୟନ୍‌ର ଚେୟାରମ୍ୟାନ୍‌ ଓ ତାଙ୍କ ଭାଇଙ୍କ ଉପରେ ଆଖିବୁଜା ଗୁଉଳି ମାଆଡ଼ ହୋଇଛି । କେହି ଦୁର୍ବୃତ୍ତ ଉଭୟଙ୍କୁ ମରଣାଆନ୍ତକ ଆକ୍ରମଣ କରିଥିଲା । ଏହି ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି । ହରିନଗର ଥାନା ଅଞ୍ଚଳରେ ଏହି ଗୁଉଳି ମାଆଡ଼ ହୋଇଛି । ପୋଲିସର ସୂଚନା ମୁତାବକ, ଉଭୟେ କାରରେ ବସି ଦିଲ୍ଲୀର ତିହାର ଗାଁ ସ୍ଥିତ ଘର ଆଡ଼କୁ ଯାଉଥିଲେ ।

ତେବେ ଫାଆୟଆରିଂ ଘଟଣା ବେଳର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଇଛି ଯେ ଧଳା ରଙ୍ଗର ଏକ କାରରେ ଯାଉଥିବା ଅଜୟ ଚୌଧୁରୀଙ୍କ କାର ଟ୍ରାଫିକ୍‌ରେ ଫସି ଯାଉଛି । ଏହି ସମୟରେ ସ୍କୁଟିରେ ୩ ଜଣ ଦୁର୍ବୃତ୍ତ ଆସୁଛନ୍ତି ଓ କାର ଉପରକୁ ଅନ୍ଧାଧୁନ୍‌ ଗୁଉଳି ମାଆଡ଼ କରୁଛନ୍ତି ।

ଡ୍ରାଇଭର ସିଟ୍‌ରେ ବସିଥିବା ବ୍ୟକ୍ତି ହାତରେ ପଛରେ ବସିଥିବା ଲୋକଙ୍କୁ ଲଗାତାର ତଳକୁ ନଇଁବାକୁ କହୁଛନ୍ତି ଓ ଗାଡ଼ିକୁ ବେଶ୍‌ ସ୍ପିଡ୍‌ରେ ନେଇ ଯାଉଛନ୍ତି । ତା’ ପରେ କାର ପୁଣି ଥରେ ବୁଲିକି ଆସି ପଛ ଆଡ଼କୁ ଚାଲି ଯାଉଛି । ତେବେ ଦୁର୍ବୃତ୍ତଙ୍କର ଏହି ଆଖିବୁଜା ଗୁଉଳି ଚାଳନାରେ ମଣ୍ଡି ୟୁନିୟନ୍‌ର ଚେୟାରମ୍ୟାନ୍‌ ଅଜୟ ଚୌଧୁରୀ ଓ ତାଙ୍କ ଭାଇ ଯଶୋବନ୍ତ ଉଭୟେ ଗୁରୁତର ହୋଇଛନ୍ତି ।

ତାଙ୍କ କାର ଉପରକୁ ୧୫ରୁ ୨୦ ଥର ଫଆୟଆରିଂ କରାଯାଇଥିଲା । ପଶ୍ଚିମ ଜିଲ୍ଲାର ଡିସିପି ଘନଶ୍ୟାମ ବଂସଲଙ୍କ ମୁତାବକ, ଉଭୟଙ୍କ ଚିକିତ୍ସା ବେସରକାରୀ ହସ୍ପିଟାଲରେ ଚାଲିଛି ।ତେବେ ବର୍ତ୍ତମାନ ଯାଏଁ ଏହି ଗୁଉଳି ମାଆଡ଼ର ପ୍ରକୃତ କାରଣ ସମ୍ପର୍କରେ ଜଣା ପଡ଼ିନାହିଁ । ଏହି ଘଟଣା ପଛରେ ସଲମାନ୍‌ ତ୍ୟାଗୀ ଗିରୋହଙ୍କ ହାତ ଥିବା ନେଇ ଆଶଙ୍କା କରା ଯାଇଛି । ଗିରୋହ ବର୍ତ୍ତମାନ ଜେଲରେ ଅଛନ୍ତି ।

ଅଜୟ ଚୌଧୁରୀଙ୍କର ଏହି ଗିରୋହଙ୍କ ସହ ଶତ୍ରୁତା ଚାଲିଛି । ତେବେ ବର୍ତ୍ତମାନ ଯାଏଁ ପୋଲିସକୁ ଏହି ଘଟଣାର କାରଣ ବିଷୟରେ ସ୍ପଷ୍ଟ ଭାବେ କିଛି ସୂଚନା ମିଳି ନାହିଁ । ଘଟଣାକୁ ଲୁଟ୍‌ପାଟ୍‌ ଦୃଷ୍ଟିରୁ ବି ତଦନ୍ତ କରା ଯାଉଛି । ତେବେ ପୋଲିସ ମୁତାବକ, ଘଟଣାର କିଛି ସମୟ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ।

ପୋଲିସ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡ ହୋଇଥିବା ସ୍ଥାନରୁ ପୋଲିସ କିଛି ଗୁଉଳି ଓ ଖୋକା ଜବତ କରିଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ ଆରମ୍ଭ କରିଛି । ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଥିବା କହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *