ହଠାତ ମଡ ମଡ ହେଇ ଗଳି ପଡିଲା Bridge, ଦେଖନ୍ତୁ Live ଭିଡିଓ

ନମସ୍କାର ବନ୍ଧୁଗଣ ଗତ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ଦୁ-ର୍ଘ-ଟ-ଣା ଘ-ଟି-ବା-ରେ ଲାଗିଛି । ଏହା ସହ ବର୍ତ୍ତମାନ ପାଣି ପାଗର ପରିସ୍ଥିତି ଖରାପ ମଧ୍ୟ ରହୁଛି ଲଘୁଚାପ ହୋଇ ବର୍ଷା ହୋଇ ରାସ୍ତା ଘାଟରେ ପାଣି ଭର୍ତ୍ତି ହୋଇ ଯାଉଛି । ଏତେ ପାଣି ଭର୍ତ୍ତି ହୋଇ ଯାଉଛି ଯେ ରାସ୍ତା, ନାଳ ଖାଲ କିଛି ବି ଜଣା ପଡୁ ନାହିଁ । ଏହା ଯୋଗୁଁ ଅନେକ ଦୁ-ର୍ଘ-ଟ-ଣା ମଧ୍ୟ ଘ-ଟି ଯାଉଛି । ତେବେ ସମୁଦ୍ର ନଇ ରେ ଅଧିକ ପାଣି ମଧ୍ୟ ହେବାରେ ଲାଗୁଛି ।

କେଉଁଠି ବାତ୍ୟା ତ କେଉଁଠି ବନ୍ୟା ଆସୁଛି ଯାହା ଫଳରେ ଜୀଵନ ବଞ୍ଚିବା ବହୁତ କଷ୍ଟକର ହୋଇ ପଡୁଛି । ଅନେଜ ଲୋକଙ୍କ ଘର ମଧ୍ୟ ଉଜୁଡି ଯାଉଛି । ଅନେକ ଲୋକ ବେଘର ହୋଇ ଯାଉଛନ୍ତି । ତେବେ ଏହା ସହ ଅନେକ ଖବର ଶୁଣିବାକୁ ମିଳୁଛି କି ଏହି ପାଣି ରେ ବୁ ଡି କିମ୍ବା ଭା ସି ଲୋକମାନେ ମୃ-ତ୍ୟୁ ବରଣ ମଧ୍ୟ କରି ସାରିଛନ୍ତି । ତେବେ ବର୍ତ୍ତମାନ ଏକ ଏଭଳି ହୃଦୟ ବି-ଦା-ର-କ ଘ-ଟ-ଣା ଘ-ଟି-ଛି । ତେବେ ଏହା ଦେଖି ଲୋକମାନେ ଖୁବ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘ-ଟ-ଣା ବିଷୟରେ ଆଲୋଚନା କରି ନେବା ।

ତେବେ ଭାରି ବର୍ଷା ଏବଂ ବନ୍ୟା ଯୋଗୁଁ ସମୁଦ୍ର, ନଦୀ ଆଦିରେ ପାଣି ଭରି ଯାଇଛି ଏବଂ ବନ୍ୟା ଆସିବାର ମଧ୍ୟ ସମସ୍ୟା ଦେଖାଯାଉଛି । ତେବେ ଏହାରି ଭିତରେ ପଶ୍ଚିମ ବଙ୍ଗ ରାଜ୍ୟ ରେ ଥିବା ଏକ ଜିଲ୍ଲା ଯାହାର ନାମ ବିର୍ଭୁମ ଜିଲ୍ଲା । ସେଠି ବର୍ତ୍ତମାନ ଘ-ଟି-ଛି ଏକ ଦୁ-ର୍ଘ-ଟ-ଣା । ତେବେ ସେଠାରେ ଉପସ୍ଥିତ ଥିବା ଏକ ବ୍ରିଜ ହଠାତ ଧୀରେ ଧୀରେ ଭା-ଙ୍ଗି ବାକୁ ଲାଗିଲା । ତେବେ ପରେ ଅଧା ଭା-ଙ୍ଗି ପାଣି ରେ ପଡି ଭା-ସି-ଗଲା ।

ତେବେ ଏହାକୁ ଦେଖିବା ପାଇଁ ସେଠାରେ ବହୁତ ଲୋକ ଉପସ୍ଥିତ ମଧ୍ୟ ଥିଲେ ଏବଂ ନିଜ ନିଜ ଫୋନ ରେ ଏହି ଦୃଶ୍ୟ କୁ ରେକର୍ଡ ମଧ୍ୟ କରୁଥିଲେ । ତେବେ ଏହି ଭିଡିଓ ଏବଂ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି । ତେବେ ଏହି ଘ-ଟ-ଣା ପାଇଁ କିଏ ଦାୟୀ ହେବ ପ୍ରଶାସନ ନା ବ୍ରିଜ ବନାଇ ଥିବା ଇଞ୍ଜିନିୟର କାରଣ ଏହା ଏକ ବଡ଼ ଏବଂ ବି-ପ-ଦ ଜନକ ଘ-ଟ-ଣା ଅଟେ । ତେଣୁ ସେଥିପାଇଁ କ-ଡା ଅନୁଧ୍ୟାନ ମଧ୍ୟ କରାଯିବା ଉଚିତ । ତେବେ ଆପଣ ନିଜ ନିଜର ମତ ନିଶ୍ଚିତ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *