ଭାରତର ସବୁଠୁ ଭୟଙ୍କର ବିଷଧର ସାପ (Common krait) ହଠାତ ଯେତେବେଳେ ଖଟ ତଳୁ ବାହାରି ଝିଅଟିକୁ କାମୁଡି ଦେଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video ରେ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସାପ ମାନଙ୍କୁ ପୂଜା କରାଯାଇଥାଏ । ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଭଗବାନ ଶିବ ନିଜ ବେକରେ ସବୁବେଳେ ସାପକୁ ଧାରଣ କରିଥାନ୍ତି ତେଣୁ ସାପକୁ ଆଗ କାଳରୁ ପୂଜା କରାଯାଉଥିଲା । ହେଲେ ସାପ ଯେତିକି ପୂଜନୀୟ ସେତିକି ଘା-ତ-କ ମଧ୍ୟ ହୋଇଥାଏ । ସାପ ମାନଙ୍କର ବହୁତ ପ୍ରଜାତି ରହିଛି ସେଥିମଧ୍ୟରୁ କିଛି ବି-ଷ-ଧ-ର ମଧ୍ୟ ଅଟନ୍ତି । ସାଧାରଣତଃ ବି-ଷ-ଧ-ର ସାପ ଯଦି କୌଣସି ମଣିଷକୁ ଚୋ-ଟ ମା-ରେ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷର ଦେ-ହା-ନ୍ତ ହୋଇଥାଏ ।

ତେଣୁ ସାପ କା-ମୁ-ଡି-ବା-ର କିଛି ସମୟ ମଧ୍ୟରେ ଯଦି ସେହି ମଣିଷର ଚିକିତ୍ସା ହୋଇପାରେ ତା ହେଲେ ମଣିଷ ଜଣକ ବଞ୍ଚି ପାରିବ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଏହି ଝିଅକୁ ଏକ ବି-ଷ-ଧ-ର କ୍ରେଟ ସାପ ଚୋ-ଟ ମା-ରି-ଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାର ଏକ ଗାଁରେ । ଏକ କ୍ରେଟ ସାପ ଏକ ଘର ଭିତରେ ପଶି ଯାଇଥିଲା । ଘର ଭିତରେ ପଶିବା ପରେ ସାପଟି ଘରେ ଥିବା ଏକ ଝିଅ ହାତ ଆଙ୍ଗୁଳିକୁ ଚୋ-ଟ ମା-ରି-ଥି-ଲା । ଏହା ପରେ ସାପଟିକୁ ଗାଁ ଲୋକ ମାନେ ଧରି ଏକ ଅଖାରେ ପୁରେଇ ଦେଇଥିଲେ । ଝିଅଟିକୁ ଚୋ-ଟ ମା-ରି-ବା ପରେ ପରିବାର ଲୋକ ଝିଅକୁ ନେଇ ସ୍ଥାନୀୟ ହସ୍ପିଟାଲ ଯାଇଥିଲେ ।

ସେଠାରେ ଝିଅଟିର ଚିକିତ୍ସା କର ଯାଇଥିଲା ଯାହାଫଳରେ ଝିଅଟି ବଞ୍ଚି ଯାଇଥିଲା । ଚିକିତ୍ସା ପରେ ମଧ୍ୟ ଝିଅଟିର ଅବସ୍ଥା ଗମ୍ଭୀର ଅଛି ହେଲେ ତାର ଜୀବନ ପ୍ରତି କୌଣସି ବିପଦ ନାହିଁ । ସାପଟିକୁ ଉଧାର କରିବା ପାଇଁ ଯେତେବେଳେ ବନ ବିଭାଗରୁ ଏକ ସାପ ଧରାଳି ଆସିଲେ ସେତେବେଳେ ସାପଟି ସେହି ସ୍ଥାନରୁ ଚାଲି ଯାଇଥିଲା ।

Leave a Reply

Your email address will not be published. Required fields are marked *