‘ଭାଇ ମୁଁ ଏକାଠି ଶୋଉଥିଲୁ, ଏବେ ଭାଉଜ ପାଖରେ ଶୋଇବ, ସେଥି ପାଇଁ ମନ ଦୁଃଖ ହଉଛି, ହେଲେ ଆମ ଭାଉଜ ତ…’: ହତାଶିଆ

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଜୁ ଦାସ ଙ୍କ ବିବାହ ଶେଷ ହୋଇଯାଇଛି । ଗତକାଲି ତାଙ୍କର ରିସେପ୍ସନ ଥିଲା । ଏହି ଖୁଶିର ମୂହୁର୍ତ୍ତରେ ଅନେକ କମେଡିଆନ ଙ୍କ ସହିତ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ଏବଂ ସାଂସଦ ଅପରାଜିତା ଶଢଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତେ ରିସେପ୍ସନ ରେ ଖିଆପିଆ କରି ନବ ଦମ୍ପତ୍ତି ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ତେବେ ରାଜୁ ଦାସ ଙ୍କ ଜଣେ ବନ୍ଧୁ ଯିଏ କି ଏକ କମେଡିଆନ ଅଟନ୍ତି, ସେ  ମଜାମସ୍ତିରେ ମି-ଡି-ଆ ଆଗରେ କହିଛନ୍ତି ଯେ, ଗୋଟିଏ ଜିନିଷ ମନଦୁଃଖ ହେଉଛି ।

ଯେତେବେଳେ ଦୁଇ ଭାଇ ଏକାଠି ହୋଇ ଗୋଟିଏ ଜାଗାରେ ଶୁଅନ୍ତି ଭାଉଜ ଆସିଲା ପରେ କିନ୍ତୁ ସେ ଭାଇ ଆଉ ଏକାଠି ଶୋଇପାରିବ ନାହିଁ ଯାହା ହେଲେ ମଧ୍ୟ ଅଲଗା ଜାଗାରେ ଶୋଇବ । ଏଣୁ ଯେମିତି ଲାଗିବା କଥା ସେମିତି ଲାଗିବ ଆଉ । ଏକାଠି ସାଙ୍ଗ ହୋଇ ଶୋଇବା ସହିତ ଏକାଠି ଖିଆପିଆ ମଧ୍ୟ କରୁଥିଲେ । ରାତି ପ୍ରାୟ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ରହୁଥିଲେ ।

ମାତ୍ର ବର୍ତ୍ତମାନ ମନରେ ଆସୁଛି ଯେ ରାଜୁ ଭାଇ ସନ୍ଧ୍ୟା ୬ ରୁ ଘରକୁ ଦୌଡିବେ । ତେବେ ରାଜୁ ଙ୍କ ବନ୍ଧୁ କହିଛନ୍ତି ଯେ ଝିଅ ଘର ପଟରେ ଯାଇ ବରଯାତ୍ରୀ ରେ ଗଣ୍ଡୋଗୋଳ କରିବାର ସମ୍ଭାବନା ଥିଲା । ମାତ୍ର ଗଣ୍ଡୋଗଳ ହେଇଥାନ୍ତା ଝିଅ ଘରେ କିନ୍ତୁ ଯେତେ କରିବାକୁ ଚେଷ୍ଟା କରିଲେ ମଧ୍ୟ ବୁଝାଇବାକୁ ଲୋକ କେହି ଆସିଲେ ନାହିଁ । ନିଜ ନିଜ ଭିତରେ ଗଣ୍ଡୋଗଳ କରିଲୁ ଏବଂ ନିଜ ନିଜ ଭିତରେ ସମାଧାନ କରି ଭାଉଜ ଙ୍କୁ ନେଇ ଆସିଲୁ ।

ସେ ଏହା ମଧ୍ୟ କହିଛନ୍ତି ଯେ ରାଜୁ ଭାଇ ହେଉଛନ୍ତି 11kb କରେଣ୍ଟ, ତେବେ ତାଙ୍କ ତଳେ ଯେଉଁ କରେଣ୍ଟ ରହିବେ । ସମ୍ଭାଳିବା ଅସମ୍ଭାଳିବା ଷୋନାଲୀ ଭାଉଜ ଙ୍କୁ ତାହା ବଡ କଥା ନୁହେଁ । ମାତ୍ର ତାଙ୍କୁ ଲାଗୁଛି ଉଭୟଙ୍କ ଯୋଡି ସଂପୂର୍ଣ୍ଣ ସୁପର ଡୁପର ହିଟ ନିଶ୍ଚିତ ଭାବରେ ହେବ ।

ତେବେ ଏହିଭଳି କିଛି ମଜାଦାର କଥା କହିଥିଲେ କମେଡିଆନ ରାଜୁ ଦାସ ଙ୍କ ବନ୍ଧୁ, ବର୍ତ୍ତମାନ ଏହି ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆରେ ଦୃତ ଗତିରେ ବ୍ୟାପିବାକୁ ଲାଗିଛି । ରାଜୁ ଙ୍କ ଫ୍ୟାନ୍ସ ମାନେ ଏହି ଭି-ଡି-ଓ କୁ ପସନ୍ଦ କରିବା ସହିତ ରାଜୁ ଏବଂ ସୋନାଲି ଙ୍କୁ ଶୁଭେଛା ଜଣାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *