ହାତ ମଧ୍ୟରେ ଥିବା ରେଖା ଗୁଡିକର ଆମ ଜୀବନରେ ଅନେକ ମହତ୍ଵ ରହିଥାଏ । ହେଲେ ଏହି ରେଖାର ମହାତକାରୀତା ବିଷୟରେ ଆମେ ଜାଣିପାରିନଥାଉ । ତେବେ ଅନେକଙ୍କ ହାତର ପାପୁଲି ମଧ୍ୟରେ ଇଂରାଜୀ ଅକ୍ଷର M ଭଳି ଏକ ଚିହ୍ନ ରହିଥାଏ । ଯାହାର ବିଷୟରେ ଆଜି ଆମେ ଆପଣଙ୍କୁ ଏଠାରେ କହିବା ପାଇଁ ଯାଉଛୁ । ହୃଦୟ ରେଖା, ମାଇଣ୍ଡ ରେଖା, ଭାଗ୍ୟ ରେଖା ଓ ଜୀବନ ରେଖା ଏହି 4 ଟି ରେଖା ମିଶିକି ଯେଉଁ m ଅକ୍ଷର ସୃଷ୍ଟି ହୋଇଥାଏ ।
ଯେଉଁ ମାନଙ୍କ ହାତର ପାପୁଲିରେ ଏହି ଚିହ୍ନ ରହିଥାଏ । ସେମାନେ ଅତ୍ୟନ୍ତ ହିଁ ବୁଦ୍ଧିମାନ ହୋଇଥାନ୍ତି । ଯଦି ଆପଣ କାହାକୁ ଲଭ କରୁଥାନ୍ତି । ତାଙ୍କ ହାତରେ ଯଦି ଏହି ଚିହ୍ନ ରହିଥାଏ । ତେବେ ଆପଣ ତାଙ୍କୁ କୌଣସି ମିଛ କଥା କହିପାରିବେ ନାହିଁ । କାରଣ ସେ କୌଣସି ଲୋକଙ୍କର ମିଛ କଥାକୁ ବହୁ ସହଜରେ ଧରି ନେଇଥାନ୍ତି ।
ଏହି ଚିହ୍ନ ଥିବା ବ୍ୟକ୍ତିବିଶେଷଙ୍କର ସିକ୍ଷ ସେନ୍ସ ବହୁତ ଶକ୍ତିଶାଳୀ ହୋଇଥାଏ । ପୁରୁଷ ହେଉ ଅବା ମହିଳା ଯାହାଙ୍କ ହାତରେ ମଧ୍ୟ ଏହି ରେଖା ରହିଥାଏ । ସେମାନେ ଉଭୟ ଉଭୟଙ୍କ ପାଇଁ ବହୁତ ଭଲ ଜୀବନସାଥିଟିଏ ହୋଇପାରନ୍ତି । ତେଣୁ ଏମାନଙ୍କର ଦାମ୍ପତ୍ୟ ଜୀବନ ବହୁତ ଭଲ ଭାବେ ଚାଲିଥାଏ । କାରଣ ଏହି M ସଂକେତ ଥିବା ହାତର ବ୍ୟକ୍ତି ବିଶେଷ ମାନେ ନିଜ ପାଇଁ ବହୁତ ଲକି ସ୍ଵଭାବର ଅଟନ୍ତି ।
ଏମାନଙ୍କ ଜୀବନରେ ଯେ କୌଣସି ପରିସ୍ଥିତି ଆସୁ ନା କାହିଁକି ? ଏମାନେ ସେହି ସମସ୍ଯାର ମୁକାବିଲା କରିବା ପାଇଁ ମନରେ ସାହସ ଓ ଧର୍ଯ୍ୟ ରଖିଥାନ୍ତି । କାରଣ ଏମାନେ ସାହସୀ ମଧ୍ୟ ହୋଇଥାନ୍ତି । ଏହି ଲୋକ ମାନେ ଈଶ୍ଵରବିଶ୍ଵଶୀ ହେବା ସହ ଇଶ୍ଵରଙ୍କ ଉପରେ ଏମାନଙ୍କର ଅଗାଢ ବିଶ୍ବାସ ଓ ଭରଷା ରହିଥାଏ । ଏହି ବ୍ୟକ୍ତି ମାନଙ୍କର ସବୁଠାରୁ ଭଲ କଥା ହେଉଛି । ଏମାନେ ଅନ୍ୟ କାହାକୁ ଧୋକା ଦେବାକୁ ପସନ୍ଦ କରନ୍ତି ନାହିଁ ।
ଯାହାଙ୍କ ସହିତ ଯେଉଁ ସମ୍ପର୍କରେ ରହିଥାନ୍ତୁ ନା କାହିଁକି ? ସେହି ସମ୍ପର୍କକୁ ଭଲ ଭାବେ ନିଭାଇବାକୁ ଚେଷ୍ଟା କରିଥାନ୍ତି । ଏମାନଙ୍କର ଯେତିକି ମିତ୍ର ରହିଥାନ୍ତି । ଏମାନେ ତାଙ୍କ ସହ ଭଲ ଭାବେ ବନ୍ଧୁତାର ସମ୍ପର୍କ ମଧ୍ୟ ରଖିଥାନ୍ତି । ଯଦି ଏହି ଚିହ୍ନ କେଉଁ ବ୍ୟକ୍ତିଙ୍କର 2 ପାଖ ହାତରେ ରହିଥାଏ । ତେବେ ସେହି ବ୍ୟକ୍ତିମାନେ ବହୁତ ସୌଭାଗ୍ୟଶାଳୀ ଅଟନ୍ତି ।
ଯଦି ଆପଣଙ୍କ ହାତର ମଧ୍ୟ M ଚିହ୍ନ ରହିଥାଏ ? ତେବେ ଆପଣ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ