ହାତ ଯୋଡି କାନ୍ଦିଲେ ଓଡିଆ ଫିଲ୍ମ ହାସ୍ୟ ଅଭିନେତା Jogesh (ଜୋଜୋ), କରୁଛନ୍ତି ଏମିତି ଅନୁରୋଧ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଦମଦାର ଅଭିନୟ ନିଜ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଯୋଗେଶ ଯୋଯୋ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଯୋଗେଶ ଯୋଯୋଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଯୋଯୋ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ଯୋଯୋ ସଫଳତା ପାଇଛନ୍ତି ।

ଆମ ଓଡିଶାରେ ଯୋଯୋଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଯୋଯୋ ନିଜ ଜବରଦସ୍ତ କମେଡି ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତିଛନ୍ତି ଓ ଯୋଯୋ ନିଜ କମେଡି ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଯୋଯୋଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟାରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଯୋଯୋ କାନ୍ଦି କାନ୍ଦି ଲୋକଙ୍କୁ ସାହାର୍ଯ୍ୟ ମାଗୁଛନ୍ତି । ଯୋଯୋଙ୍କର ଏକ ଚଳଚିତ୍ର ଆସିବାକୁ ଯାଉଛି ଯାହାକି ସମ୍ବଲପୁର ଭାଷାରେ ରିଲିଜ ହେବ ।

ଯୋଯୋ ଏହି ଫିଲ୍ମରେ ନିଜ ସମସ୍ତ ରୋଜଗାର ତାଙ୍କ ଖର୍ଚ୍ଚ କରିବାକୁ ଚାହୁଁ ଛନ୍ତି । ହେଲେ ଏହି ଫିଲ୍ମ ରିଲିଜ ହେବା ହେତୁ କିଛି ଲୋକ ତାଙ୍କୁ ଧମକ ଦେଉଛନ୍ତି । ସେହି ଲୋକ ମାନେ ଯୋଯୋଙ୍କୁ ମାରିଦେବାର ଧମକ ଦେଇଛନ୍ତି ତେଣୁ ଯୋଯୋ କାନ୍ଦି କାନ୍ଦି ସହାୟତା ମାଗୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.