Heart Attack ଆସିବା ପୂର୍ବରୁ ଶରୀରରେ କଣ ହୋଇଥାଏ ଓ ଏଥିରୁ କିପରି ବଞ୍ଚିବା ? (Health Tips)

ତେବେ ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ଗତ ଗୁରୁବାର ଦିନ ହୃ-ଦ-ଘା-ତ ରେ ମୃ-ତ ହୋଇଯାଇଛି ତେବେ ସେ ୪୦ ବର୍ଷ ର ଥିଲେ ଏବଂ ସମ୍ପୂର୍ଣ୍ଣ ଫିଟ ଥିଲେ କିନ୍ତୁ ହଠାତ ଏହି ହୃଦ-ଘା-ତ ଯୋଗୁଁ ତାଙ୍କର ମୃ-ତ୍ୟୁ ସମସ୍ତ ଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ ହେବା ସହ ସମସ୍ତେ ଶୋକ ରେ ଅଛନ୍ତି ତେବେ ସେହି ହୃ-ଦ-ଘା-ତ କଣ ହଠାତ ଆସିଥାଏ ନା ଆସିବା ପୂର୍ବରୁ କିଛି ଦେଇଥାଏ ସଙ୍କେତ । ତେବେ ଆସନ୍ତୁ ଜାଣିନେବା ସେହି ସଙ୍କେତ ବିଷୟ ରେ ।

ଆମେ ମାନେ ଅଧିକ ମସଲା ତେଲ ଏବଂ ବାହାର ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରିଥାଉ କିନ୍ତୁ ଏହି ସବୁ ଆମ ଶରୀର ପାଇଁ ଉଚିତ ନୁହେଁ ଏବଂ ଭଲ ନୁହେଁ ଏହା ଆମ ଶରୀର କୁ ଅନେକ କ୍ଷତି ମଧ୍ୟ ପହଞ୍ଚାଇ ଥାଏ । ଆମ ଛାତି ରେ ଯନ୍ତ୍ରଣା ହେବାର ଅନେକ କାରଣ ରହିଛି । କେତେବେଳେ ଯଦି କୌଣସି ଭାରି ଜିନିଷ କୁ ଉଠାଇ ଥାଉ ତେବେ ଆମ ଛାତି ରେ ଯ-ନ୍ତ୍ର-ଣା ଅନୁଭବ ହୋଇଥାଏ ଏବଂ ଯଦି ଛାତିରେ କଫ, ପିତ ଥାଏ ତେବେ ମଧ୍ୟ ଆମ ଛାତି ରେ ଯ-ନ୍ତ୍ର-ଣା ହୋଇଥାଏ ଏହା ଛଡା କାହାକୁ ହୃ-ଦ-ଘା-ତ ହେଲେ ମଧ୍ୟ ଆମ ଛାତିରେ ଯ-ନ୍ତ୍ର-ଣା ହୋଇଥାଏ ।

ଯେତେବେଳେ ଆମେ ଅଧିକ ଖାଦ୍ୟ ଖାଇଦେଇ ଥାଉ ଏବଂ ତାହା ସଠିକ ଭାବରେ ହଜମ ହୋଇ ନଥାଏ ଏବଂ ବାନ୍ତି ଆସିବା,ଭାରୀ ଲାଗିବା ଏସିଡିଟି ର ଲକ୍ଷଣ ଏହାଯୋଗୁଁ ଛାତିରେ ଯ-ନ୍ତ୍ର-ଣା ମଧ୍ୟ ହୋଇଥାଏ । ତେବେ ହୃଦ-ଘା-ତ ରେ କାନ୍ଧ, ବେକ, ହାତ ବିନ୍ଧିବା ସହ ମୁଣ୍ଡ ବୁଲାଇବା, ନିଶ୍ୱାସ ରେ କଷ୍ଟ ହେବା ଆଦି ହା-ର୍ଟ-ଆ-ଟା-କ କିମ୍ବା ହୃ-ଦ-ଘା-ତ ର ଲକ୍ଷଣ ହୋଇଥାଏ । ଯଦି ରୋଗୀ କୁ ଛାତିରେ ଅଧିକ ଯ-ନ୍ତ୍ର-ଣା ଆରମ୍ଭ ହୁଏ ତେବେ ତାକୁ ଅତି ଶୀଘ୍ର ଡାକ୍ତର ଖାନାକୁ ନେଇଯିବା ଉଚିତ ଏବଂ ସେଠାରେ ଏକ ଇସିଜି ନେବା ଉଚିତ ଏହା ଦ୍ୱାରା ହା-ର୍ଟ-ଆ-ଟା-କ ସା-ଙ୍ଘା-ତି-କ ଅଛି କି ସାଧାରଣ ଆପଣ ଜାଣି ପାରିବେ ଏବଂ ଏହାର ଉଚିତ ଚିକିତ୍ସା ମଧ୍ୟ କରି ପାରିବେ ।

ତେବେ ସବୁଠାରୁ ବଡ଼ ଜିନିଷ ହେଲା ନିଜ ଜୀଵନ ଶୈଳୀ କୁ ବଦଳାଇବା । ନିଜ ଖାଦ୍ୟ ପେୟ କୁ ମଧ୍ୟ ବଦଳାଇବା । ବ୍ୟାୟାମ କରିବା, ଖେଳିବା ଶାରୀରିକ ପରିଶ୍ରମ କରିବା ଆଦି ଏହା ସହ ଆପଣ ସବୁଜ ପନି ପରିବା ଖାଇବେ ଏବଂ ଅଧିକ ଥଂଡାଯୁକ୍ତ ବାତାବରଣ ଠାରୁ ଦୂରେଇ ରୁହନ୍ତୁ । ନିଜ ଖାଦ୍ୟ ରେ ଫାଇବାର ର ମାତ୍ରା କୁ ବଢ଼ାନ୍ତୁ ଏବଂ କ୍ୟାଲେରି ର ମାତ୍ରା କୁ କମ କରନ୍ତୁ । ଏହା ଛଡା ଧୂ-ମ୍ର-ପା-ନ କିମ୍ବା ମ-ଦ୍ୟ-ପା-ନ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡି ଥାଏ । ତେବେ ଆପଣ ମାନେ ନିଜର ସୁରକ୍ଷା ନିଜେ ହିଁ ରଖି ପାରିବେ ।

Leave a Reply

Your email address will not be published. Required fields are marked *