ହାରିବା ପରେ ରାଗିଗଲେ ହାଇଦ୍ରାବାଦ ର ମାଲିକାଣୀ, କିନ୍ତୁ Dhoni ଙ୍କ ଉପରେ କହିଦେଲେ କିଛି ଏମିତି କଥା କି ଜିତିନେଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ବନ୍ଧୁଗଣ ଏହି କିଛି ଦିନ ହେବ ଆଇପିଏଲ ୨୦୨୧ ମ୍ୟାଚ ଚାଲିଛି । ସୋସିଆଲ ମିଡିଆରେ ଆଇପିଏଲ ଟିମ ଗୁଡିକ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଗତକାଲି ଚେନାଇ ସୁପର କିଙ୍ଗ ଓ ସନ ରାଇସେସ ହାଇଦ୍ରାବାଦ ମଧ୍ୟରେ ମୁକବାଲା ହୋଇଥିଲା । ହାଇଦ୍ରାବାଦର କ୍ୟାପଟେନ ଡେଭିଡ ୱାର୍ନର ଏହି ମ୍ୟାଚର ଟସ୍ ଜିତିକି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ହାଇଦ୍ରାବାଦର ପ୍ରଥମ ୱିକେଟ ଜନି ବ୍ରେସଟୋଙ୍କ ଦ୍ଵାରା ଯାଇଥିଲା ।  ଏହାପରେ ଡେଭିଡ ୱାର୍ନର ୫୪ଟି ବଲରେ ୫୭ର କରି ଆଉଟ ହୋଇଯାଇଥିଲେ ।

ଏହାପରେ ମନୀଷ ପାଣ୍ଡେ ୬୧ ରନ୍ ରେ ଆଉଟ ହୋଇଯାଇଥିଲେ । ଏହାପରେ କେନ ୱିଲିୟମସନ ୨୬ ରନ୍ ରେ ଆଉଟ ହୋଇଯାଇଥିଲେ । ବନ୍ଧୁଗଣ ହାଇଦ୍ରାବାଦର ବ୍ୟାଟିଙ୍ଗ ପରେ ଚେନାଇ ସୁପର କିଙ୍ଗ ବ୍ୟାଟିଙ୍ଗ କରିବା ପାଇଁ ମଇଦାନକୁ ଓଲହାଇ ଥିଲେ ।

ଚେନାଇର ଋତୁରାଜ ଗାୟକବାଡ ୪୪ ରନ୍ କରି ଆଉଟ ହୋଇଯାଇଥିଲେ । ଏହାପରେ ଡୁପ୍ଳିସେସ ୫୬ ରନ୍ କରିଥିଲେ । ଏହାପରେ ମୋହୀନ ଅଲି ୧୫ ରନ୍ କରି ରାଶିଦ ଖାନଙ୍କ ବଲରେ ଆଉଟ ହୋଇଯାଇଥିଲେ । ହେଲେ ବନ୍ଧୁଗଣ ଅନ୍ତରେ ସୁରେଶ ରାଇନା ଓ ରବୀନ୍ଦ୍ର ଜାଡେଜା ଭଲ ରନ୍ କରି ନିଜ ଟିମକୁ ଜିତାଇ ଥିଲେ । ଏହାପରେ ବନ୍ଧୁଗଣ ଟିମ ସନ ରାଇସେସ ହାଇଦ୍ରାବାଦର ମାଲିକଙ୍କ ଝିଅ କାଭିୟା ମରନ୍ସ ହାରିବା ଦୁଃଖରେ ରାଗି ଯାଇଥିଲେ ।

ବନ୍ଧୁଗଣ କାଭିୟା ନିଜ ଟିମର ଖରାପ ପଦର୍ଶନ ପାଇଁ ଦୁଃଖ ପ୍ରକାଶ କରିଥିଲେ ଓ ଭଡକି ମଧ୍ୟ ଯାଇଥିଲେ । କାଭିୟା ନିଜ ଟିମର ଖରାପ ପଦର୍ଶନକୁ ଦେଖି ମିଡିଆରେ ଏପରି କିଛି କଥା କହିଦେଲେ ଯାହା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କାଭିୟାଙ୍କ ମତ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କାଭିୟାଙ୍କ ମତରେ, ‘ଆମ ଟିମ ଏହି ମ୍ୟାଚରେ ବହୁତ ଖରାପ ବୋଲିଙ୍ଗ ପଦର୍ଶନ କରିଲେ । କାରଣ ଆମ ଟିମ ପ୍ରଥମେ ବ୍ୟାଟିଂ କରି ୧୭୧ ରନ କରିଥିଲେ ଓ ଏହା ଏକ ଭଲ ରେସଲ୍ଟ ଥିଲା । ହେଲେ ଆମ ବୋଲର ମାନଙ୍କ ପଦର୍ଶନ ବହୁତ ଖରାପ ଥିଲା ଯେଉଁଥି ପାଇଁ ଆମକୁ ପ୍ରଥମ ୱିକେଟ ନେବା ପାଇଁ ବହୁତ ସମୟ ଲାଗିଥିଲା । ଏହା ସହିତ ଟିମ ହାରିବା ପଛରେ ଡେଭିଡ ୱାର୍ନରଙ୍କ ବହୁତ ବଡ ଭୂମିକା ରହିଛି । କାରଣ ସେ ଏହି ମ୍ୟାଚରେ ଭଲ ବ୍ୟାଟିଂ କରି ନାହାନ୍ତି । ଏହା ବ୍ୟତୀତ ସେ ଏହି ଟିମର କ୍ୟାପଟେନ ହେବା କାରଣରୁ ତାଙ୍କୁ ଟିମରେ ସବୁଠାରୁ ଭଲ ପଦର୍ଶନ କରିବାର ଥିଲା’ ।

ଏହାପରେ ଆଗକୁ କାଭିୟା କହିଲେ, ‘ ଆମ ଟିମ ସମୁଦାୟ ୬ଟି ମ୍ୟାଚ ଖେଳିଛି ହେଲେ କେବଳ ଗୋଟିଏ ମ୍ୟାଚରେ ଟିମ ଜିତିଛି । ତେଣୁ ମତେ ଲାଗୁଛି ଆମ ଟିମରେ ମହେନ୍ଦ୍ର ସିଂହ ଧୋନୀଙ୍କ ପରି କ୍ୟାପଟେନ ରଖିବା ଉଚିତ । କାରଣ ମହେନ୍ଦ୍ର ଯେକୌଣସି ପରିସ୍ଥିତିରେ ନିଜ ଟିମକୁ ଜିତାଇବା ପାଇଁ ସଂପୂର୍ଣ୍ଣ ଚେଷ୍ଟା କରନ୍ତି । ଧୋନୀ ହେଉଛନ୍ତି ଏକ ସଫଳ ଖେଳାଳି ତାଙ୍କ ପାଖରେ ଯେତିକି ଅଭିଜ୍ଞାତା ରହିଛି ତାହା ଆଉ କୌଣସି ଖେଳାଳିଙ୍କ ପାଖରେ ନାହିଁ ତେଣୁ ଆମ ଟିମକୁ ଧୋନୀଙ୍କ ପରି ଏକ କ୍ୟାପଟେନର ଆବଶ୍ୟକତା ରହିଛି’ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଏହାକୁ ଶେୟାର କରି କ୍ରିକେଟ ଜଗତର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *