SRH VS CSK- ଦେଖନ୍ତୁ ହାରିବା ପରେ Dhoni ଙ୍କୁ ଭଗବାନ କହି କାନ୍ଦି ପକେଇଲେ Williamson, ଏମିତି କଥା କହି ଜିତିଲେ ସମସ୍ତଙ୍କ ହୃଦୟ

ବନ୍ଧୁଗଣ ଗତକାଲି ଆଇପିଏଲ ମ୍ୟାଚରେ ସନ ରାଇସେସ ହାଇଦ୍ରାବ ଓ ଚେନାଇ ସୁପର କିଙ୍ଗ ମଧ୍ୟରେ ମୁକବାଲା ହୋଇଥିଲା । ଏହି ମ୍ୟାଚଟି ଡିଲ୍ଲୀର ଅରୁନ ଜେଟ୍ଲି ଷ୍ଟାଡିୟମରେ ହୋଇଥିଲା । ହାଇଦ୍ରାବାଦର କ୍ୟାପଟେନ ଡେଭିଡ ୱାର୍ନର ଏହି ମ୍ୟାଚର ଟସ୍ ଜିତିକି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ହାଇଦ୍ରାବାଦର ପ୍ରଥମ ୱିକେଟ ଜନି ବ୍ରେସଟୋଙ୍କ ଦ୍ଵାରା ଯାଇଥିଲା ।

ଚେନାଇ ଓ ହାଇଦ୍ରାବାଦ ମଧ୍ୟ ବହୁତ ଦମଦାର ମ୍ୟାଚ ହୋଇଥିଲା ଓ ଚେନାଇ ସୁପର କିଙ୍ଗ ଏହି ମ୍ୟାଚଟିକୁ ନିଜ ଜିତି ଥିଲା । ଏହାପରେ ହାଇଦ୍ରାବାଦର ପ୍ରଥମ ୱିକେଟ ଜନି ବ୍ରେସଟୋଙ୍କ ଦ୍ଵାରା ଯାଇଥିଲା ।

ଏହାପରେ ଡେଭିଡ ୱାର୍ନର ୫୪ଟି ବଲରେ ୫୭ର କରି ଆଉଟ ହୋଇଯାଇଥିଲେ । ଏହାପରେ ମନୀଷ ପାଣ୍ଡେ ୬୧ ରନ୍ ରେ ଆଉଟ ହୋଇଯାଇଥିଲେ । ଏହାପରେ କେନ ୱିଲିୟମସନ ୨୬ ରନ୍ ରେ ଆଉଟ ହୋଇଯାଇଥିଲେ । ବନ୍ଧୁଗଣ ହାଇଦ୍ରାବାଦର ବ୍ୟାଟିଙ୍ଗ ପରେ ଚେନାଇ ସୁପର କିଙ୍ଗ ବ୍ୟାଟିଙ୍ଗ କରିବା ପାଇଁ ମଇଦାନକୁ ଓଲହାଇ ଥିଲେ ।ବନ୍ଧୁଗଣ ମ୍ୟାଚ ହାରିବା ପରେ କେନ ୱିଲିୟମସନଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଲା । କେନ ୱିଲିୟମସନଙ୍କ ଏହି ବଡ ବୟାନଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମ୍ୟାଚ ହାରିବା ପରେ କେନ ୱିଲିୟମସନ କହିଥିଲେ ଯେ, ‘ଆମ ଟିମ ଏହି ମ୍ୟାଚରେ ୨୦ରୁ ୩୦ ଅଧିକ ରନ୍ ବନେଇ ପାରିଥାନ୍ତା ହେଲେ ଯଦି ଡେଭିଡ ୱାର୍ନର ଭଲ ବ୍ୟାଟିଂ କରିଥାନ୍ତେ ତ । ଡେଭିଡ ଏହି ମ୍ୟାଚରେ ୫୮ ରନ୍ ବହୁତ ସମୟ ନେଇ କରିଥିଲେ । ଆମର ସ୍କୋର କମ ରହିଲା କାରଣ ସାମ୍ନାରେ ଚେନାଇ ସୁପର କିଙ୍ଗ ପରି ମଝବୁତ ଟିମ ଥିଲା । ବ୍ୟାଟିଂ ପରେ ଟିମରେ ବୋଲିଂ ମଧ୍ୟ ବହୁତ ଖରାପ ରହିଥିଲା । ଆମ ଟିମର କୌଣସି ବୋଲର ଆରମ୍ଭରୁ ୱିକେଟ ନେଇପାରି ନଥିଲେ’ ।

ଏହାପରେ ଆଗକୁ କେନ ୱିଲିୟମସନ କହିଥିଲେ, ‘ ଖରାପ ବୋଲିଂ ପାଇଁ ଆରମ୍ଭରୁ ମ୍ୟାଚ ଭଲ ରହିନଥିଲା ଯାହାଫଳରେ ମ୍ୟାଚ ଆମେ ଜିତି ପାରି ନଥିଲୁ । ମୁ ଏହା ମାନୁଛି ଯେ ମହେନ୍ଦ୍ର ସିଂହ ଧୋନିଙ୍କର କ୍ରିକେଟରେ ବହୁତ ଅଭିଜ୍ଞାତା ରହିଛି ଏହା ସହିତ ସେ ଦୁନିଆର ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରେ ଅଛି । ଧୋନୀ ସବୁବେଳେ ଏକ ସଫଳ କ୍ୟାପଟେନ ରୂପେ ପରିଚିତ ଅଛନ୍ତି ଓ ଏହି ହାରୁଥିବା ମ୍ୟାଚକୁ ସେ ନିଜ କ୍ୟାପଟେନସି ଜରିଆରେ ଜିତାଇ ଦେଇଥିଲେ’ ।

ଏହାପରେ ଆଗକୁ କେନ ୱିଲିୟମସନ କହିଥିଲେ, ‘ଏହି ମ୍ୟାଚର ଆରମ୍ଭରୁ ଧୋନୀ ଭଲ କ୍ୟାପଟେନସି କରି ଆମ ସମସ୍ତ ବ୍ୟାଟ୍ସମ୍ୟାନ ମାନଙ୍କୁ ଆଉଟ କରେଇ ଦେଇଥିଲେ । ଧୋନୀ ମଧ୍ୟ ଭଲ ଭାବରେ ଜାଣିଛନ୍ତି ଯେ କେଉଁ ସମୟରେ କେଉଁ ନିଷ୍ପତ୍ତି ନେବା ଉଚିତ ହେବ । ଅନ୍ୟ ପକ୍ଷରେ ଆମ ଟିମର କ୍ୟାପଟେନ ଡେଭିଡ ୱାର୍ନର ଆରମ୍ଭରୁ ଭୁଲ ନିଷ୍ପତ୍ତି ନେଇଥିଲେ ଯାହାଫଳରେ ଆମ ଟିମ ହାରିଗଲା । ତେଣୁ ମତେ ଲାଗୁଛି ଆମ ଟିମରେ କିଛି ବିଶେଷ ପରିବର୍ତ୍ତନ କରିବା ଉଚିତ’ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଏହାକୁ ଶେୟାର କରି କ୍ରିକେଟ ଜଗତର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *