ହରଣ ନ କରି ପାରି ଦିଦି ହରଡ ଘଣାରେ ! ଥରେ ଦେଖନ୍ତୁ ଏହି ଭିଡିଓ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଦୁନିଆରେ ଏପରୁ ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାର ଭିଡିଓ ବର୍ତ୍ତମାନ ବହୁତ ଚର୍ଚ୍ଚା ରେ ରହିଛି ।

ତେବେ ସରକାର ଶିକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି । ତେବେ ଶିକ୍ଷାର ମାନ ବୃଦ୍ଧି କରିବା ସ୍ମାର୍ଟ ସ୍କୁଲ । ଛାତ୍ରଛାତ୍ରୀଙ୍କ ଉତମ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ୫ଟି ଯୋଜନାରେ ପୁରୁଣା ସ୍କୁଲର ରୂପ ବଦଳାଉଛନ୍ତି । ସ୍ମାର୍ଟ ସ୍କୁଲ କରୁଛନ୍ତି । ତେବେ ସ୍ମାର୍ଟ ସ୍କଲର ସ୍ମାର୍ଟ କ୍ଲାସରୁମ୍‌ରେ ବସି ପାଠପଢିବେ ଛାତ୍ରଛାତ୍ରୀ । ସମଗ୍ର ରାଜ୍ୟରେ ୫ଟି ଯୋଜନାରେ ପୁରୁଣା ସ୍କୁଲର ରୂପ ବଦଳୁଛି । ସ୍ମାର୍ଟ ସ୍କୁଲ କରୁଛନ୍ତି ସରକାର ।

ଏହି ଯୋଜନାରେ ଗଂଜାମ ଜଲ୍ଲାର ୧୩୩ଟି ସ୍ମାର୍ଟ ସ୍କୁଲର ଶୁଭ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କାଟ୍ ସ୍କୁଲରେ ସ୍ମାଟ୍ କ୍ଳାସ ରୁମ ସହ , ଇ-ଲଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, କମ୍ପୁଟର ଲ୍ୟାବ୍, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ସୁସଜିତ ଖେଳ ପଡ଼ିଆ ଶୈଖିକ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ ସ୍ମାର୍ଟ ସ୍କୁଲ ତ ହୋଇ ଯାଉଛି କିନ୍ତୁ ସ୍ମାର୍ଟ ଶିକ୍ଷକ ଶିକ୍ଷୟତ୍ରି ମିଳୁ ନାହାନ୍ତି ।

ସ୍କୁଲ କୁ କେବଳ କ୍ଳାସ ରୁମ ନୁହେଁ ବରଂ ଉଚ୍ଚ ଶିକ୍ଷିତ ଶିକ୍ଷକ ର ଗୁରୁ ର ଆବଶ୍ୟକ କାରଣ ଗୁରୁ ହିଁ ଶିଷ୍ୟ କୁ ନିଜର ଜ୍ଞାନ ଦେଇ ତାକୁ ଜ୍ଞାନୀ କରେଇ ପାରିବ । ତେବେ ବିଦ୍ୟାଦାନ ମହାପୁଣ୍ୟ ଅଟେ । ତେବେ କିନ୍ତୁ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଜଣେ ଶିକ୍ଷୟତ୍ରୀ ପିଲା ମାନଂକୁ ଗଣିତ ପଢ଼ାଉ ଥିଲେ ତାଙ୍କୁ ହରଣ କିପରି କରାଯିବ ତାହା ବତାଉ ଥିଲେ ତେବେ ସେହି ସମୟରେ ସେଠାରେ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

ତେବେ କିନ୍ତୁ ଦିଦି ଙ୍କୁ ହରଣ କରି ଆସୁ ନଥିଲା ଏବଂ ନିଜ ମନ ଇଚ୍ଛା କିଛି ବି କରି ପିଲାଙ୍କୁ ପଢ଼ାଉଥାନ୍ତି । ତେବେ ଜିଲ୍ଲାପାଳ ମଧ୍ୟ ଦିଦିଙ୍କର ଭୁଲ କୁ ଧରି ପାରିଥିଲେ । ତେବେ ସେହି ସମୟରେ ଦିଦି ଆଉ କିଛି କହି ନଥିଲେ । ତେବେ ପ୍ରଶ୍ନ ଉଠୁଛି ହରଣ ଆସୁ ନଥିବା ଶିକ୍ଷକ ଙ୍କୁ ଚାକିରୀ କିପରି ମିଳିଲା ତାଙ୍କୁ ଗଣିତ ପଢେଇବାର ସୁଯୋଗ କିଏ ଦେଲା ଆଉ କେମିତି ।

ତେବେ ଯେଉଁ ଗୁରୁ ଙ୍କ ହାତରେ ଦେଶର ଭବିଷ୍ୟତ ଅଛି ସେହି ମାନେ ଯଦି ଅଶିକ୍ଷିତ ଥିବେ ତେବେ ପିଲା ମାନେ କେତେ ଶିକ୍ଷିତ ହେବେ ତାହା ଆମକୁ ବୁଝା ପଡୁଛି । ତେବେ ଏହା ଉପରେ ସରକାର ନଜର ପକେଇବା ଉଚିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *