ହନୁମାନଙ୍କ ଏମିତି ନାଚ ଭଲ ଲାଗିଲା ! ଏହି ମଜାଦାର ଭିଡିଓ ଦେଖିଲେ ଆପଣ ବି ନିଜକୁ ସମ୍ଭାଳି ପାରିବେନି, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓଟି ହେଉଛି ଏକ ରାମଳୀଳାର । ଆପଣ ମାନେ ସମସ୍ତେ ଅନେକ ସ୍ଥାନରେ ରାମଳୀଳା ଦେଖିଥିବେ ହେଲେ ଏହି ରାମଳୀଳାର ଭିଡିଓ ଆପଣ କେବେବି ଦେଖି ନଥିବେ ।

ବନ୍ଧୁଗଣ ରାମଳୀଳାରେ ହନୁମାନଙ୍କ ଭୂମିକା ହେଉଛି ବଡ ଗୁରୁତ୍ଵପୂର୍ଣ୍ଣ ଭୂମିକା । ତେବେ ଏହି ରାମଳୀଳାରେ ମଧ୍ୟ ହନୁମାନ ଙ୍କ ଭୂମିକା ପଦର୍ଶନ କରୁଛନ୍ତି ଜଣେ ବ୍ୟକ୍ତି । ବ୍ୟକ୍ତି ଜଣକ ହନୁମାନ ଭେଶ ନେଇ ଗଦା ଧରି ତାଣ୍ଡବ କରୁଛନ୍ତି । ବ୍ୟକ୍ତି ହନୁମାନଙ୍କ ଭେଶରେ ଯେଉଁ ଭଳି ଭାବରେ ନାଚୁ ଛନ୍ତି ଆପଣ କିଛି ସମୟ ପାଇଁ ଚକିତ ହୋଇ ରହିଯିବେ ଆଉ ତା ପରେ ଆପଣ ବ୍ୟକ୍ତିଙ୍କ ତାଣ୍ଡବ ଦେଖିଲେ ନିଜ ହସ ରୋକିପାରିବେ ନାହିଁ ।

ଏହି ରାମଳୀଳାରେ ରାମ, ଲକ୍ଷ୍ମଣ ଆଉ ସୀତା ସ୍ଟେଜ ଉପରେ ଛିଡା ହୋଇଛନ୍ତି । ହନୁମାନ ତାଙ୍କ ଚାରି ପଟରେ ବୁଲି ତାଣ୍ଡବ କରୁଛନ୍ତି । ଏହି ଦୃଶ୍ୟ ଦେଖି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *