20 ଟି ରାମାୟଣ ପ୍ରଶ୍ନ ଓ ଉତ୍ତର- ହନୁମାନଙ୍କୁ କିଏ ଗଦା ପ୍ରଦାନ କରିଥିଲେ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ ଅଥବା ପୂଜନୀୟ ଗ୍ରନ୍ଥ ରାମାୟଣ ସମ୍ବନ୍ଧୀୟ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ଅଭିମନ୍ୟୁ କାହାର ପୁତ୍ର ଥିଲେ ?

ଉତ୍ତର;- ସୁଭଦ୍ରା ।

୨;- ବିଶ୍ଵାବସୁ ଙ୍କ କନ୍ୟା କିଏ ?

ଉତ୍ତର;- ଲଳିତା ।

୩;- ଜଗନ୍ନାଥ ଓ ବଳଭଦ୍ର ଙ୍କୁ କାଞ୍ଚି ଅଭିଯାନ ବେଳେ କିଏ ଦହି ପିଆଇ ଥିଲେ ?

ଉତ୍ତର;- ମାଣିକ ।

୪;- କେଉଁ ରୁଷି ବଙ୍କେଇ ବଙ୍କେଇ ଚାଲନ୍ତି ?

ଉତ୍ତର;- ଅଷ୍ଟବକ୍ର ।

୫;- ମହାଭାରତ ଅନୁସାରେ ପିତାମହ ଭୀଷ୍ମ ନିମ୍ନ ଲିଖିତ ମଧ୍ୟରୁ କାହା ପୁତ୍ର ଥିଲେ ?

ଉତ୍ତର;- ଗଙ୍ଗା ।

୬;- ଅଙ୍ଗରାଜ କର୍ଣ୍ଣ ଙ୍କ ପାଳିତ ମାତା ଙ୍କ ନାମ କଣ ?

ଉତ୍ତର;- ରାଧା ।

୭;- ଦୁର୍ଜ୍ୟୋଧନ ଙ୍କ ମାମୁଁ ଶକୁଣୀଙ୍କ ରାଜ୍ୟର ନାମ କଣ ଥିଲା ?

ଉତ୍ତର;- ଗାନ୍ଧାର ।

୮;- ହନୁମାନ ଙ୍କ ପତ୍ନୀ ଙ୍କ ନାମ କଣ ?

ଉତ୍ତର;- ସୁର୍ଭଚାଲା ।

୯;- ମାତା ସୀତା କେଉଁ ଦେଶରେ ଜନ୍ମ ହେଇଥିଲେ ?

ଉତ୍ତର;- ନେପାଳ ।

୧୦;- ହନୁମାନଙ୍କୁ କିଏ ଗଦା ପ୍ରଦାନ କରିଥିଲେ ?

ଉତ୍ତର;- କୁବେର ।

୧୧;- କେଉଁ ଠାକୁର ଘର ଜୋଇଁଆ ଅଟନ୍ତି ?

ଉତ୍ତର;- ଶଙ୍କର ।

୧୨;- ଦେବତା ମାନଙ୍କର ଇଞ୍ଜିନିୟର କିଏ ?

ଉତ୍ତର;- ବିଶ୍ଵକର୍ମା ।

୧୩;- ଦେବତା ମାନଙ୍କର ଡାକ୍ତର କିଏ ?

ଉତ୍ତର;- ଅଶ୍ଵିନୀ କୁମାର ।

୧୪;- ପୃଥିବୀର ବଡ ଧର୍ମ ଗ୍ରନ୍ଥର ନାମ କଣ ?

ଉତ୍ତର;- ମହାଭାରତ ।

୧୫;- ପଶୁପତି କେଉଁ ଦେବତାଙ୍କୁ କୁହାଯାଏ ?

ଉତ୍ତର;- ମହାଦେବ ।

୧୬;- କେଉଁ ରୁଷି ଙ୍କ ଅସ୍ତିରୁ ବିଜୁଳି ତିଆରି ?

ଉତ୍ତର;- ଦଧିଚି ।

୧୭;- ରାବଣ ପୁଷ୍ପକ ବିମାନ କେଉଁଠାରୁ ପାଇଥିଲେ ?

ଉତ୍ତର;- କୁବେର ଙ୍କୁ ଯୁଦ୍ଧରେ ପରାସ୍ତ କରି ପାଇଥିଲେ ।

୧୮;- ରାବଣ ର ମାତା ଙ୍କ ନାମ କଣ ?

ଉତ୍ତର;- ନିକଶା ।

୧୯;- ରାମାନଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ସେତୁବନ୍ଧ କିଏ ପ୍ରତିଷ୍ଠା କରିଥିଲେ ?

ଉତ୍ତର;- ରାବଣ ।

୨୦;- କେଉଁ ରୁଷି ଆକାଶକୁ ଚାହିଁ ବର୍ଷା କରାଇ ପାରୁଥିଲେ ?

ଉତ୍ତର;- ଋଷ୍ୟଶୃଙ୍ଗ ରୁଷି ।

୨୧;- ଇନ୍ଦ୍ର ପ୍ରଥମେ କେଉଁ ନାରୀଙ୍କୁ ହତ୍ୟା କରିଥିଲେ ?

ଉତ୍ତର;- ମନ୍ଥରା ।

୨୨;- ଲକ୍ଷ୍ମଣ ଙ୍କୁ ଶକ୍ତି ଭେଦରୁ ରକ୍ଷା କରିବା ପାଇଁ ହନୁମାନ ଲଙ୍କା ପୁରରୁ କାହାକୁ ନେଇ ଆସିଥିଲେ ?

ଉତ୍ତର;- ଶୁଷେଣ ।

୨୩;- ଜନକ ରୁଷି ଙ୍କର ପ୍ରକୃତ ନାମ କଣ ?

ଉତ୍ତର;- ଶିରଧ୍ଵଜ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *