Vastu Shastra- ଲକ୍ଷ୍ମୀଛଡା ହୋଇଯିବେ ! ଯଦି ଗୁରୁବାର ଦିନ କରିବେ ଏହି 7 ଟି କାମ, କଣ ଆପଣ କରୁଛନ୍ତି ଏମିତି ଭୁଲ

ବନ୍ଧୁଗଣ ଗୁରୁବାରକୁ ମା ଲକ୍ଷ୍ମୀଙ୍କ ବାର କୁହାଯାଇଥାଏ । ଏହି ବାରରେ ସାଧାରଣତଃ ଉଭୟ ନାରୀ ଓ ପୁରୁଷ ମାନଙ୍କୁ କିଛି ଅନୁଚିତ କାମ ନକରିବା ଉଚିତ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ନାରୀ ଓ ପୁରୁଷ ମାନେ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ଯଦି ଆପଣ ଗୁରୁବାର ଦିନ ଏହି ସବୁ କାମ କରିବେ ତା ହେଲେ ଆପଣ ଆଜୀବନ ଦରିଦ୍ରତା ଭୋଗ କରିବେ । କାରଣ ବନ୍ଧୁଗଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ।

ଯଦି ଆପଣ ଗୁରୁବାର ଦିନ ଏହି ସବୁ କାମ କରିବେ ତା ହେଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ । ଯାହାଫଳରେ ଆପଣଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କାମ ବିଷୟରେ ।


୧. ବନ୍ଧୁଗଣ ସାଧାରଣତଃ ପୁରୁଷ ଓ ନାରୀ ମାନେ ଗୁରୁବାର ଦିନ ଭୁଲ ସେ ମଧ୍ୟ ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ । ଏହା ବ୍ଯତୀତ ଯଦି ଆପଣ ଗୁରୁବାର ଦିନ ପଖାଳ ଭାତ ଖାଉଛନ୍ତି ତା ହେଲେ ଭୁଲ ସେ ମଧ୍ୟ ପଖାଳ ଖାଆନ୍ତୁ ନାହିଁ । ଏହି ଦୁଇଟି ଜିନିଷର ସେବନ ଗୁରୁବାର ଦିନ କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଯାଇଥାନ୍ତି ।


୨. ବନ୍ଧୁଗଣ ଗୁରୁବାର ଦିନ ସାଧାରଣତଃ ମହିଳା ମାନେ ନିଜ କେସରେ ତେଲ ଲଗାନ୍ତୁ ନାହିଁ । ଯଦି ଆପଣ ଗୁରୁବାର ଦିନ କେସରେ ତେଲ ଲଗାଇବେ ତା ହେଲେ ଆପଣଙ୍କ ପାଖରୁ ଲକ୍ଷ୍ମୀ ଛାଡିଯିବେ ।

୩. ବନ୍ଧୁଗଣ ଗୁରୁବାର ଦିନ ଆପଣ ଲାଉ ଖାନ୍ତୁ ନାହିଁ । ଯଦି ଆପଣ ଏହି ଦିନରେ ଲାଉ ଖାଇବେ ତା ହେଲେ ଆପଣଙ୍କ ପାଖରୁ ମା ଲକ୍ଷ୍ମୀ ଛାଡି ଚାଲିଯିବେ ।

୪. ବନ୍ଧୁଗଣ ଗୁରୁବାର ରାତିରେ ଆପଣ ଭୁଲ ସେ ହେଲେ ଭୂମି ଉପରେ ଶୁଅନ୍ତୁ ନାହିଁ । ଆପଣ ଏହି ଦିନ ନିଶ୍ଚୟ ଖଟ ଉପରେ ଶୁଅନ୍ତୁ ।

୫. ବନ୍ଧୁଗଣ ଗୁରୁବାର ରାତିରେ ଆପଣ କ୍ଷୀରର ସେବନ କରନ୍ତୁ ନାହିଁ । ଏହା ଦ୍ଵାରା ମା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି ।

୬. ବନ୍ଧୁଗଣ ଗୁରୁବାର ଦିନ ଆପଣ ଭୁଲ ସେ ହେଲେ ଖିଅର ହୁଅନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ କଳହ ଲାଗିଥାଏ ଓ ଆପଣଙ୍କର ବହୁତ କିଛି ଅନିଷ୍ଟ ହୋଇଥାଏ ।

୭. ବନ୍ଧୁଗଣ ଆମର ଶେଷ କାମଟି ହେଉଛି ଆପଣ ଗୁରୁବାର ଦିନ ଭୁଲ ସେ ମଧ୍ୟ ଅର୍ନକୁ ନଷ୍ଟ କରନ୍ତୁ ନାହିଁ । ଯଦି ଆପଣ ଏହି ଦିନ ଅର୍ନ ନଷ୍ଟ ବା ଅର୍ନର ଅପମାନ କରିବେ ତା ହେଲେ ଆପଣଙ୍କ ପାଖରେ କେବେହେଲେ ମା ଲକ୍ଷ୍ମୀ ରହିବେ ନାହିଁ । ତେଣୁ ବନ୍ଧୁଗଣ ଗୁରୁବାର ଦିନ ଏହି ସବୁ କାମ କଦବି କରନ୍ତୁ ନାହିଁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *