‘ଗୁପଚୁପ କୁ ଚିପି ଚିପି କେତେ ଝିଅଙ୍କୁ ଖୁଆଇଛି , ସାମାନ୍ୟ ଏଇ ଝିଅଟା ମୋର ପାଣି ବାହାର କରିଦେଲା…’ ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ବହୁତ ହସିବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏବେ ଜଣେ କମେଡିଆନ ସାରା ଓଡିଶାରେ ବହୁତ ଚର୍ଚ୍ଚାରେ ଅଛନ୍ତି ।

ତାଙ୍କ କଥା ଆଉ କମେଡିରେ ସେ ହସେଇ ହସେଇ ଲୋକଙ୍କୁ ବେଦମ କରୁଛନ୍ତି । ତେବେ ଏ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଯାତ୍ରା କଳାକାର । ଯାତ୍ରା ରତ୍ନ ମଣ୍ଡପରେ ତାଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି ଆଉ ସେ ଏବେ ଲୋକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ତେବେ ବ୍ୟକ୍ତି ଜଣକ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ବିଷୟରେ କହିଛନ୍ତି । ବ୍ୟକ୍ତିଙ୍କ କହିବା ମୁତାବକ-‘ଏଥର ଚ୍ୟାଲେଞ୍ଜ ବହୁତ ଟପ ଅଛି ।

ମୁଁ ରତ୍ନ ମଣ୍ଡପର ମାଲିକ ସରୋଜ ବାବୁଙ୍କୁ ଧନ୍ୟବାଦ ଦେବି ମୋତେ ସୁଯୋଗ ଦେଇଥିବାରୁ । ଏଥର ନୂଆ କରି କମେଡି କରିବା ପାଇଁ ମୁଁ ରତ୍ନ ମଣ୍ଡପରେ ଯୋଗ ଦେଇଛି । ମୁଁ ଦର୍ଶକ ମାନଙ୍କ ପାଇଁ ଗୋଟେ ଡାଇଲଗ କହିବାକୁ ଚାହୁଁଛି । ଝିଅ ପିଲାଙ୍କର ଏତେ ପାଣି । କଲେଜ ଗେଟ ପାଖରେ ଗୁପୁଚୁପକୁ ଚିପି ଚିପି କେତେ ଝିଅଙ୍କୁ କେତେ ଗୁପୁଚୁପ ଖୁଆଇଛି ।

ହେଲେ ସାମାନ୍ୟ ଏହି ଝିଅଟି ମୋର ପାଣି ବାହାର କରିଦେଲା ତାକୁ ଯେମିତି ହେଲେ ଆଜି ଧରିବି ଆଉ ପ୍ରମୋଶନ ନେଇକି ରହିବି । ତେବେ ଆଜି ଠାରୁ ମୁଁ ରତ୍ନ ମଣ୍ଡପରେ ଯୋଗ ଦେଇଛି । ଏଥର ରତ୍ନ ମଣ୍ଡପର ବହୁତ ଦମଦାର ବହି ଅଛି ମୁଁ ଦର୍ଶକ ମାନଙ୍କୁ ନିବେଦନ କରିବି ଆସନ୍ତୁ ଦେଖନ୍ତୁ ତା ପରେ ନିଷ୍ପତ୍ତି ନେବେ କିଏ ଖରାପ କିଏ ଭଲ’ ।

ବନ୍ଧୁଗଣ ଏଭଳି ଭାବରେ କମେଡିଆନ ଜଣକ ନିଜ ମନର କଥା କହିଛନ୍ତି । ତେବେ ନିଶ୍ଚିତ ରୂପେ ଅପେକ୍ଷା ରହିଲା ସେ ସମୟର ସେ ରାତିର ଯେବେ ସ୍ଟେଜରେ ଚଢିବେ କଳାକାର ଆଉ ସ୍ଟେଜରେ ନିଶ୍ଚୟ ଚହଳ ପକେଇବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କମେଡିଆନଙ୍କ କମେଡି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *