ଓଡିଆ କମେଡିଆନ Gudu ତାଙ୍କ ସ୍ତ୍ରୀଙ୍କ ସହ କଲେ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଏହି ଅଭିନେତା ଜଣକଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଗୁଡୁ । ଆପଣ ମାନେ ସମସ୍ତେ ଗୁଡୁଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗୁଡୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଦିଗଜ ଅଭିନେତାଙ୍କ ସହ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଗତ କିଛି ମାସ ତଳେ ଗୁଡୁ ପ୍ରିୟଙ୍କାଙ୍କ ସହ ପ୍ରେମ ବିବାହ କରିଥିଲେ ।

ଆସିବା ଦିନରୁ ହିଁ ଗୁଡୁ ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ନିଜର ନୂଆ ନୂଆ ଭିଡିଓ ଅପଲୋଡ କରନ୍ତି । ବିବାହ ପରେ ଗୁଡୁ ନିଜ ପତ୍ନୀ ପ୍ରିୟଙ୍କାଙ୍କ ସହ ଅନେକ ଡ୍ୟାନ୍ସ ଭିଡିଓ ଅପଲୋଡ କରୁଛନ୍ତି ଯାହା ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ଗତ କିଛି ସମୟ ହେବ ଗୁଡୁ ଓ ପ୍ରିୟଙ୍କାଙ୍କ ଏକ ଡ୍ୟାନ୍ସ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

 

Added: https://www.youtube.com/watch?v=qPsx8I8v9b0https://www.youtube.com/watch?v=qPsx8I8v9b0https://www.youtube.com/watch?v=qPsx8I8v9b0https://www.youtube.com/watch?v=qPsx8I8v9b0https://www.youtube.com/watch?v=qPsx8I8v9b0https://www.youtube.com/watch?v=qPsx8I8v9b0https://www.youtube.com/watch?v=qPsx8I8v9bସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଗୁଡୁ ଓ ପ୍ରିୟଙ୍କା ବହୁତ ସୁନ୍ଦର ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ଗୁଡୁଙ୍କ ଏହି ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ନେଇ ବହୁତ ଚର୍ଚାରେ ମଧ୍ୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୁଡୁ ଓ ପ୍ରିୟଙ୍କାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *