Train ଆକ୍ସିଡେଣ୍ଟ ପାଇଁ Gudu ଙ୍କ ଘରକୁ ଆସିଲା ବଡ ଦୁଃଖ ଖବର, କାନ୍ଦି କାନ୍ଦି ଗୁଡୁଙ୍କ ଅବସ୍ଥା ଖରାପ ! 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଗୁଡୁ ।

ଆପଣ ମାନେ ସମସ୍ତେ ଗୁଡୁଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗୁଡୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ହାସ୍ୟ ଅଭିନେତା ଭାବେ ଅନେକ ଓଡିଆ କଳାକାରଙ୍କ ସହ କାମ କରି ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଦୁଃଖ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମି-ଡି-ଆ ରିପୋର୍ଟସ ଅନୁସାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଅ-କା-ଳ ବି-ୟୋ-ଗ ଘ-ଟି-ଛି । ଏକ ଟ୍ରେନ ଦୁ-ର୍ଘ-ଟ-ଣା-ରେ ଗୁଡୁଙ୍କ ମା ଗୀତାଞ୍ଜଳିଙ୍କ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ଗତ କାଲି ରାତିରେ ଜଖପୁର ରେଳ ଷ୍ଟେସନରେ ଟ୍ରେ-ନ ଦୁ-ର୍ଘ-ଟ-ଣା ଘ-ଟି ଥିଲା ଓ ସେହି ଟ୍ରେନରେ ଗୁଡୁଙ୍କ ମା ଥିଲେ । ଏହି ଖବର ଶୁଣିବା ପରେ ଦୁଃଖରେ ଭା-ଙ୍ଗି ପଡିଛନ୍ତି ଗୁଡୁ । ସୂଚନା ଅନୁସାରେ ଜଖପୁର ରେଳ ଷ୍ଟେସନରେ ଗୁଡୁଙ୍କ ମା ଖ-ସି ପଡିଥିଲେ ଓ ମୃ-ତ୍ୟୁ ବରଣ କରିଥିଲେ ।

କେନ୍ଦୁଝର ସ୍ଥିତ ନିଜ ଗାଁକୁ ଯିବା ବେଳେ ଏହି ଦୁ-ର୍ଘ-ଟ-ଣା ଘ-ଟି-ଥି-ଲା । ସେହି ଟ୍ରେନରେ ଗୁଡୁଙ୍କ ଭଉଣୀ ମଧ୍ୟ ଥିଲେ । ଗତ କିଛି ମାସ ତଳେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ବହୁତ ଖୁସିରେ ଜୀବନ ଅତିବାହିତ କରୁଥିଲେ । ହେଲେ ବର୍ତ୍ତମାନ ତାଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *