ଗୁଡି ଉଡଉ ଉଡଉ 40 ଫୁଟ ଉଚ୍ଚକୁ ଉଡିଯାଇ କିଛି ସମୟ ଧରି ଆକାଶରେ ଝୁଲି ରହିଲେ ଯୁବକ, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଗୋଟେ ଗୋଟେ ଏଭଳି ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବନ୍ଧୁଗଣ ସାଧାରଣତଃ ଏହି ସବୁ ଘଟଣା ଓ ଖବର ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭିଡିଓରେ ଜଣେ ଯୁବକ ଆକାଶରେ ଉଡୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଯୁବକ ଜଣକ ଗୁଡି ଉଡାଉ ଉଡାଉ ଦୁଇ ଯାଇଥିଲେ । ଯୁବକ ଜଣକ ଆକାଶରେ ଗୁଡିକୁ ଧରି ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଓହଳି ରହିବା ପରେ ଧୀରେ ଧୀରେ ତଳକୁ ଖସି ଥିଲେ ।

ତେବେ ବନ୍ଧୁଗଣ ୧୦ ଫୁଟ ଉଚ୍ଚତାରୁ ଖସି ପଡି ସାମାନ୍ୟ ଆହାତ ହୋଇଛନ୍ତି ଯୁବକ । ମିଡିଆ ରିପୋର୍ଟସ ଅନୁସାରେ ଶ୍ରୀଲଙ୍କାର ଜାଫ୍ନା ଘଟିଥିବା ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଡି ଉଡା ଅବସରରେ ଜାଫ୍ନାର ମନୋହରନ ସାଙ୍ଗ ମାନଙ୍କ ସହ ଗୁଡି ଉଡାଉ ଥିଲେ । ବଡ ଗୁଡି ହୋଇଥିବାରୁ ୩ ରୁ ୪ ଜଣ ସାଙ୍ଗ ଉଡାଉ ଥିଲେ ତେବେ ହଠାତ ପବନ ହେବାରୁ ଗୁଡିଟି ଟାଣି ହୋଇଯାଇଥିଲା ।

ଅନ୍ୟ ମାନେ ହାତ ଛାଡି ଦେଇଥିବା ବେଳେ ମନୋହରନ ଗୁଡି ସହ ଉଡି ଯାଇଥିଲେ । ପବନ ଅଧିକ ଥିବାରୁ ମନୋହରନ ଗୁଡି ସହ ୩୦ ରୁ ୪୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଡି ରହିଥିଲେ । ୧୦ ରୁ ୧୫ ମିନିଟ ଗୁଡି ଧରି ଉଡିବା ପରେ ଧୀରେ ଧୀରେ ସେ ତଳକୁ ଆସିଥିଲେ ଓ ୧୦ ଫୁଟରୁ ତଳେ ପଡିଥିଲେ । ବନ୍ଧୁଗଣ ତାଙ୍କ ଅବସ୍ଥା ବର୍ତ୍ତମାନ ଠିକ ଅଛି ଓ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି ।

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ବର୍ତ୍ତମାନ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସମସ୍ତ ଲୋକ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏଭଳି ଏକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *