ଆତ୍ମହତ୍ୟା କଲେ Mamita Meher ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, କଣ ଏହା ଆତ୍ମହତ୍ୟା ନା ରହିଛି ଆଉ କିଛି ଷଡଯନ୍ତ୍ର  

ଦର୍ଶକ ବନ୍ଧୁ ବର୍ତ୍ତମାନ ଏକ ଏପରି ଖବର ସାମନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଦର୍ଶକ ବନ୍ଧୁ ମମିତା ମେହେର ହତୟଆ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ଭିତରେ ଆତ୍ମହତୟଆ କରିଛି । ହଁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତେବେ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ମିଡିଆ ରିପୋର୍ଟସ ଅନୁସାରେ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଥିବା ବେଳେ ଆଜି ଆତ୍ମହତୟଆ କରିଛି । ତେବେ ଗୋବିନ୍ଦ ଆତ୍ମହତୟଆ କରିବା ବେଳେ ତାକୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ବହୁ ଚର୍ଚ୍ଚିତ ମମିତା ମେହେର ହତୟଆ କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । ଦର୍ଶକ ବନ୍ଧୁ ଗତ ବର୍ଷ ମମିତା ମେହେର ହତୟଆ କାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏପରିକି ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟର କୋଣ ଅନୁକୋଣରେ ଏହାକୁ ନେଇ ବିରୋଧ ଦେଖିବାକୁ ମିଳିଥିଲା । ତା ପରେ ପୋଲିସ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଗୋବିନ୍ଦ ଏବଂ ତାର ସହଯୋଗୀକୁ ଗିରଫ କରିଥିଲା ।ଏବେ ଗୋବିନ୍ଦ ସାହୁ ଜେଲରେ ଥିବା ସମୟରେ ଆତ୍ମହତୟଆ କରିଛି ।

କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ରହିଥିଲା ଆଉ ଆଜି ତାର କୋର୍ଟରେ ଶୁଣାଣି ଥିଲା କିନ୍ତୁ ଆଜି ହିଁ ସେ ଆତ୍ମହତୟଆ କରିଛି । ମମିତା ହତୟଆକାଣ୍ଡ ମାମଲାରେ କେତେକ ରାଜନେତା ମାନେ ବି ହେଡ ଲାଇନକୁ ଆସିଥିଲେ । ଆଉ ଗୋବିନ୍ଦ ସାହୁକୁ ନେଇ ଅନେକ ଲୋକ ସରକାରଙ୍କୁ ବିରୋଧ କରିଥିଲେ । ଏହା ସହ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ଆଗରୁ ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ ମଧ୍ୟ ମିଳିଥିଲା ।

ଏହି ଜାମିନ ତାକୁ ରଥଯାତ୍ରା ସମୟରେ ମିଳିଥିଲା ଏବଂ ସେ ରଥଯାତ୍ରା ଦେଖିଥିଲା । ଏହା ପରେ ଗୋବିନ୍ଦ ସାହୁ ଜାମିନ ପାଇବା ପାଇଁ ହାଇ କୋର୍ଟରେ ଆପ୍ଳାଏ କରିଥିଲା ହେଲେ ତାକୁ ଜାମିନ ମିଳି ନଥିଲା । ତେବେ ଆତ୍ମହତୟଆ ପଛର କାରଣ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ହେଲେ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ମାହୋଲ ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *