“କଲେଜରେ ‘ଖରାପ କାମ’ କରନି କହି Govinda କୁ ଜୋତାରେ ପିଟିଥିଲା ତା’ର ଝିଅ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଏହି ବ୍ୟକ୍ତି ଜଣକ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ମମିତା ମୃ-ତ୍ୟୁ ମା-ମ-ଲା-ର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ପୋଲିସ ଗି-ର-ଫ କରି ସତ ଉ-ଗ-ଳା-ଇଛି । ଗୋବିନ୍ଦର କ-ଳା କ-ର୍ଣ୍ଣ-ମା ସମସ୍ତଙ୍କ ସାମ୍ନାକୁ ଆସିଛି । ବନ୍ଧୁଗଣ ଗୋବିନ୍ଦଙ୍କୁ ଓଡିଶାର ଜଲ୍ଲାଦ ନାମରେ ଡକା ଯାଉଛି କାରଣ ଗୋବିନ୍ଦ ପରିକା ଲୋକ ଏହି ଦେଶ ପାଇଁ କ-ଳ-ଙ୍କ ଅଟନ୍ତି ।

ମହାଲିଙ୍ଗ ପୁର ଗ୍ରାମବାସୀ ଏହି ସବୁ କଥା ବିଷୟରେ ଜାଣିଥିଲେ ହେଲେ କିଛି ବି କହୁ ନଥିଲେ । ଗତ କିଛି ସମୟ ହେବ ମହାଲିଙ୍ଗ ପୁରର ଜଣେ ଗ୍ରାମବାସୀ ଗୋବିନ୍ଦ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବ୍ୟକ୍ତିଙ୍କ ମତରେ-‘ଗୋବିନ୍ଦକୁ ତାର ଝିଅ ଥରେ ଜୋ-ତା-ରେ ପି-ଟି ଥିଲା । କଲେଜରେ ଖରାପ କାମ କର ନାହିଁ କହି ତାର ଝିଅ ତାକୁ ଜୋ-ତା-ରେ ପି-ଟି ଥିଲା । ଏହା ପରେ ଗୋବିନ୍ଦ ଝିଅକୁ ବଲାଙ୍ଗୀର କଲେଜରେ ରଖେଇ ଦେଲା ।

ଆଗକୁ ବ୍ୟକ୍ତି କହିଛନ୍ତି-ଏହି ଗାଁରେ ଥିବା ସବୁ ଲୋକ ଏହା ବିଷୟରେ ଜାଣିଛନ୍ତି’ । ବନ୍ଧୁଗଣ ବ୍ୟକ୍ତିଙ୍କ ଏହି ବୟାନକୁ ନେଇ ବର୍ତ୍ତମାନ ସବୁ ଆଡେ ଚର୍ଚା ହେଉଛି । ତା ହେଲେ ବନ୍ଧୁଗଣ ଗୋବିନ୍ଦ ସାହୁର କ-ଳା କ-ର୍ଣ୍ଣ-ମା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *