ଗୋଟିଏ ଖରାପ ସୋ କରିଦେଲା TV ର ଏହି ଫେମସ ହିରୋଇନ ମାନଙ୍କ କ୍ୟାରିୟର ବର୍ବାଦ, ନମ୍ବର 1 ତ ସବୁଠୁ ଅଧିକ ଲୋକପ୍ରିୟ ଥିଲେ

ବଲିଉଡ୍ ଇଣ୍ଡଷ୍ଟ୍ରି ଭଳି ଟିଭି ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ପାଇଁ ଗୋଟେ ସଠିକ୍ ସିରିଏଲ୍ ତାଙ୍କ କ୍ୟାରିଅର ଓ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ସେହି ସୋ ହିଟ୍ ଓ ଫ୍ଲପ୍ ହେଲା ପରେ ତାଙ୍କ କ୍ୟାରିଅର ଭଲ କିମ୍ବା ଖରାପ୍ ହେବା ଜଣା ପଡେ। ଆମ ଟିଭି ଇଣ୍ଡଷ୍ଟ୍ରି ରେ ଏମିତି ବି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ କ୍ୟାରିୟର ବର୍ବାଦ ହେବାର କାରଣ ନିଜର ଏକ ସୋ ଅଟେ । ଯାହା ତାଙ୍କ ସଫଳତାର କ୍ୟାରିଅର କୁ ବର୍ବାଦ୍ କରିଦେଲା, ଯେଉଁଥିରେ ସେ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ ।

୪. ସିବାଙ୍ଗୀ ତୋମର୍ – ମିଟେଗି ଲକ୍ଷ୍ମଣ ରେଖାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତ୍ରୀ ସିବାଙ୍ଗୀ ତୋମର୍ ବହୁତ୍ ହିଟ୍ ସିରିଏଲରେ କାମ କରିଛନ୍ତି । ସେଥି ମଧ୍ୟରୁ ହମ୍ ଆପକେ ଘର ମେଁ ରେହେତେ ହେଁ, କସମ୍ ତେରେ ପ୍ୟାର୍ କେ, ଫ୍ରେଣ୍ଡ୍ ଏହି ସିରିଏଲ୍ ସାମିଲ୍ ଅଛି ।

ସିଏ ଏମିତି ଗୋଟେ ସୀରିଏଲରେ କାମ କଲେ ଯାହା ପାଇଁ ତାଙ୍କ ପୁରା କ୍ୟାରିଅର ଖରାପ୍ ହୋଇଗଲା । ଗୋଟେ ସିରିଏଲ ଥିଲା ଇସ୍ ପ୍ୟାର କୋ କ୍ୟା ନାମ ଦୁଁ 3 ସିରିଏଲରେ ଲିଡ୍ ରୋଲ୍ ରେ ଅଭିନୟ କରୁଥିଲେ ଲୋକମାନଙ୍କୁ ତାଙ୍କୁ ପସନ୍ଦ କରିନଥିଲେ । ସେଥିପାଇଁ ଏହି ସିରିଏଲ ବହୁତ୍ ଦିନ ଚାଲି ନଥିଲା । ଏହି ସିରିଏଲ ପରେ ସେ କୌଣସି ସିରିଏଲରେ ନଜର ଆସିନଥିଲେ ।

୩. କୃତିକା କମରା

ସିରିଏଲ କିତନେ ମୋହବତ ହେ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପରେ କାମ କରିଥିଲେ । ଏହି ସିରିଏଲରୁ ସେ ବହୁତ୍ ଲୋକପ୍ରିୟ ହୋଇଥିଲେ । ଏହା ପରେ ସେ ଏକ ରିପୋର୍ଟର ସିରିଏଲରେ ଅଭିନୟ କଲେ । ସେଥିରେ ସେ ଏକ ରିପୋର୍ଟର ଚରିତ୍ରରେ ଅଭିନୟ କରିଥିଲେ । ଏହି ସିରିଏଲ ବହୁତ୍ ଦିନ ଚାଲି ନଥିଲା, ସେଥିପାଇଁ ତାଙ୍କର କିଛି ପରିଚୟ ସୃଷ୍ଟି ହୋଇନଥିଲା । ଏହା ପରେ ତାଙ୍କ କ୍ୟାରିଅର ଉପରେ ବହୁତ ପ୍ରଭାବ ପଡିଥିଲା । ଏହି ସିରିଏଲର ଅସଫଳତା ପରେ ତାଙ୍କୁ କୌଣସି ସିରିଏଲରେ ବି ଅଭିନୟ କରିବାର ସୁଯୋଗ ମିଳିନଥିଲା । ଯେଉଁଥିପାଇଁ ଟିଭି ପରଦାରୂ  ସେ ଦୂରେଇ ଗଲେ ।

୨. ତେଜସ୍ୱୀନି ପ୍ରକାଶ

କଲର୍ସ ସିରିଏଲରେ ସ୍ୱରାଗିନୀ ରେ ରାଗିଣୀ ଚରିତ୍ରରେ ଅଭିନୟ କରିଥିଲେ, ଏହା ପରେ ସୋନି ଚ୍ୟାନେଲ ରେ ପ୍ରସାରିତ ହୋଇଥିବା ପେହେରେଦାର୍ ପିୟା କି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ସିରିଏଲରେ ଏମିତି ଅଭିନୟ ଥିଲା ‍ଯିଏ କି ରାଜବଂଶର ସବୁଠୁ ଛୋଟ ପିଲାକୁ ବିବାହ କରିଥିଲେ, ସେଥିପାଇଁ ଲୋକମାନେ ବିବାଦ କରିଥିଲେ । ଏହା ପରେ ସେ ଯେଉଁ ସିରିଏଲରେ କାମ କଲେ ତାକୁ ଲୋକେ ଦେଖିଲେ ନାହିଁ । ସେଥିପାଇଁ ସବୁ ସିରିଏଲ ଫ୍ଲପ୍ ହୋଇଗଲା ।

୧. ସନାୟା ଇରାନି

ସେ ଟିଭିର ଲୋକପ୍ରୀୟ ଅଭିନେତ୍ରୀ ଥିଲେ । ସନାୟା ଷ୍ଟାର୍ ପ୍ଲସ୍ ର ସିରିଏଲ ଇସ୍ ପ୍ୟାର କୋ କ୍ୟା ନାମ ଦୁଂ ସିରିଏଲରେ ଖୁସି କୁମାରୀ ଗୁପ୍ତା ଚରିତ୍ରରେ ଅଭିନୟ କରିଥିଲେ ସେଥିରେ ପ୍ରସିଦ୍ଧ ହୋଇଗଲେ । ଏହା ପରେ ଟିଭି ସିରିଏଲ ଛନ୍ ଛନ୍ ରେ ଅଭିନୟ କଲେ, ଏହି ସିରିଏଲ ଦର୍ଶକଙ୍କୁ ଭଲ ଲାଗିଲାନି, ସେଥିପାଇଁ ସବୁ ସିରିଏଲ ଉପରେ ପ୍ରଭାବ ପଡ଼ିଲା । ଏହା ପରେ ମିନୁ ମସି ସିରିଏଲରେ ଅଭିନୟ କଲେ, ଏହି ସିରିଏଲ କିଛି ଦିନ ପରେ ବନ୍ଦ ହେଇଗଲା । ସେଥିପାଇଁ ସେ ସେ ଟିଭି ସିରିଏଲରୁ ଦୁରେଇ ଗଲେ ।

ତେବେ ଆପଣଙ୍କୁ ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ କାହାର ଆକଟିଂ ସବୁଠୁ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *