ଗୋଟେ ସପ୍ତାହରେ 4 ରୁ 6 ଇଞ୍ଚ ଉଚ୍ଚତା ବଢିଯିବେ, କେବଳ ସକାଳୁ ପିଅନ୍ତୁ ଏହି ପାଣି – Health Tips

ବନ୍ଧୁଗଣ ଏହି ଦୁନିଆରେ ସବୁ ମଣିଷଙ୍କୁ ଅଧିକ ହାଇଟ ପସନ୍ଦ ଆସିଥାଏ । କାରଣ ଅଧିକ ହାଇଟ ହେବା ଦ୍ଵାରା ବ୍ୟକ୍ତିର ପର୍ଶନାଲିଟି ଓ ଷ୍ଟାଇଲରେ ବହୁତ ଫରକ ଦେଖିବାକୁ ମିଳିଥାଏ । ଅଧିକ ହାଇଟ ଥିବାରୁ ବ୍ୟକ୍ତି ଆକର୍ଷିତ ମଧ୍ୟ ଦେଖା ଯାଇଥାଏ । ହେଲେ ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କର ହାଇଟ କମ ଅଛି । ଏହାର ମୁଖ୍ୟ କାରଣ ହେଉଛି ସାଧାରଣତଃ ହାଇଟ ଜେନେଟିକ ହୋଇଥାଏ ।

ଯଦି ଆପଣଙ୍କ ପିତା ମାତାଙ୍କର ହାଇଟ ଭଲ ଥିବ ତା ହେଲେ ଆପଣଙ୍କ ହାଇଟ ମଧ୍ୟ ଭଲ ରହିବ । ପୁଅ ମାନଙ୍କର ହାଇଟ ସାଧାରଣତଃ ୧୧ ରୁ ୧୮ ବର୍ଷ ମଧ୍ୟରେ ବଢିଯାଇଥାଏ । ହେଲେ ୨୪ ବର୍ଷ ହେଲା ପରେ ସେମାନଙ୍କ ହାଇଟ ଆଉ ବଢି ନଥାଏ ।

ଠିକ ସେହିପରି ଝିଅ ମାନଙ୍କର ୭ ରୁ ୧୨ ବର୍ଷ ପର୍ଯ୍ୟନ୍ତ ବହୁତ ଶୀଘ୍ର ଶୀଘ୍ର ହାଇଟ ବଢିଥାଏ ଓ ୧୮ ବର୍ଷ ହେବା ପରେ ସେମାନଙ୍କର ହାଇଟ ଆଉ ବଢି ନଥାଏ । ଏହା ସବୁ ଲାଇଫ ଷ୍ଟାଇଲ ଓ ଖାଦ୍ୟ ପେୟ ଉପରେ ମଧ୍ୟ ନିର୍ଭର କରିଥାଏ । କେତେ ଜଣଙ୍କ ହାଇଟ ବହୁତ ଶୀଘ୍ର ଶୀଘ୍ର ବଢିଥାଏ ତ ଅନ୍ୟ କେତଜଣଙ୍କର ଧୀରେ ଧୀରେ ବଢିଥାଏ । ଯଦି ବନ୍ଧୁଗଣ ଆପଣ ମାନେ ନିଜ କମ ହାଇଟ ପାଇଁ ଚିନ୍ତାରେ ଅଛନ୍ତି ତା ହେଲେ ଆପଣଙ୍କର ଚିନ୍ତା କରିବାର ସମୟ ଶେଷ ହେବାକୁ ଯାଉଛି ।

କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାକୁ ବ୍ୟବହାର କରି ଆପଣ ୪ ରୁ ୬ ଇଞ୍ଚ ପର୍ଯ୍ୟନ୍ତ ନିଜ ହାଇଟକୁ ବଢାଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ । ଆମର ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ ଓ ଏଥିରେ ଏକ ଚାମଚ କଳା ରାଶି ରଖନ୍ତୁ । ଯଦି ଆପଣ ଅଧିକ ବନେଇବା ପାଇଁ ଚାହୁଁଥିବେ ତା ହେଲେ ନିଶ୍ଚୟ ଅଧିକ ଚାମଚ କଳା ରାଶିର ବ୍ୟବହାର କରିପାରିବେ ।

ଏହାପରେ ଆପଣ ଏଥିରେ ପକାନ୍ତୁ ବାଦାମ, ବାଦାମ ଆମ ଶରୀରର ହରମୋନକୁ ବଢାଇ ଥାଏ ଯାହା ଫଳରେ ଆମ ହାଇଟ ଶୀଘ୍ର ବଢିଥାଏ । ତେଣୁ ୭ଟି ବାଦାମ ଏହି ବାଉଲରେ ପକାଇ ଦିଅନ୍ତୁ । ଏହା ପରେ ଆପଣ ଶୁଦ୍ଧ ଅଶ୍ଵଗନ୍ଧା ପାଉଡର ୨ ଚାମଚ ନେବାକୁ ପଡିବ । ଏହା ପରେ ଏହି ମିଶ୍ରଣକୁ ଭଲ ଭାବରେ ପେଶୀ ମିକ୍ସ କରି ଦିଅନ୍ତୁ । ମିକ୍ସ କରିବା ପରେ ଏହା ପ୍ରସ୍ତୁତ ହୋଇଯିବ ।

ବନ୍ଧୁଗଣ ଆପଣ ଏହାକୁ ଖାଇବା ପୂର୍ବରୁ କୌଣସି ପ୍ରକାରର ଅସନ୍ତୁଳିତ ଖାଦ୍ୟ ଖାଇବେ ନାହିଁ । ତେଣୁ ଆପଣ ରାତିରେ ଖାଇବା ପରେ ଏହି ମିଶ୍ରଣକୁ ଏକ ଗ୍ଳାସ କ୍ଷୀର କିମ୍ବା ଉଷୁମ ପାଣିରେ ପକାଇ ପଈ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହା ପିଇବା ସହିତ କିଛି ଯୋଗ ଓ ବାୟାମ ନିଶ୍ଚୟ କରିବାକୁ ହେବ । ନଚେତ ଏହା କାମ ଦେବ ନାହିଁ । କମ ସେ କମ ଏହାର ସେବନ ୨ ମାସ କରନ୍ତୁ ଦେଖିବେ ଆପଣଙ୍କ ହାଇଟରେ ନିଶ୍ଚୟ ପରିବର୍ତ୍ତନ ଆସିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *