Odia Jokes- ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା, ଯୁବକ ସ୍ତ୍ରୀ କୁ ପଚାରିଲା ଏ ତୋର ୩ ମାସରେ ପିଲା କେମିତି ହେଇଗଲା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା କମାଇବା ପାଇଁ ଦିନ ରାତି ଏକ କରିଦେଉଛନ୍ତି, ଯାହାଫଳରେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ହସ ମଣିଷର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଯଦି ମଣିଷ ସବୁବେଳେ ହସ ଖୁସିରେ ରହିବ ତା ହେଲେ ସେ ନିଜର ସମସ୍ତ କାମକୁ ହସ ଖୁସିରେ ପୂରଣ କରିବ। ବନ୍ଧୁଗଣ ଆପଣଙ୍କ ବ୍ୟସ୍ତପୂର୍ଣ୍ଣ ଜୀବନରେ କିଛି ଖୁସି ନେଇ ଆଜିଆମେ ଆସିଛୁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପାଢୀ ଆପଣ ମାନେ ବହୁତ ହସିବେ । ବନ୍ଧୁଗଣ ଏହି ଜୋକ୍ସ ଗୁଡିକୁ ପଢିଲେ ଆପଣ ନିଜ ହସକୁ ରୋକୀ ପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ  ।

୧. ଚାକରାଣୀ- ଭାଉଜ ମୋତେ ୧୦ ଦିନର ଛୁଟି ଦରକାର…

ଭାଉଜ- ଯଦି ତୁ ୧୦ ଦିନ ପାଇଁ ଛୁଟିରେ ଯିବୁ ତା ହେଲେ ତୋ ମାଲିକର ଖାଦ୍ୟ କିଏ ବନେଇବ, କିଏ ତାଙ୍କୁ ମେଡ଼ିସିନ ଦେବ, କିଏ ତାଙ୍କ ଡ୍ରେସ ଧୋଇବ ଓ କିଏ ତାଙ୍କର ପଲଙ୍କ ବିଛେଇବ ?

ଚାକରାଣୀ ଟିକେ ଲାଜେଇ କି କହିଲା- ତୁମେ ଯଦି କହିବ ତା ହେଲେ ମୁଁ ମାଲିକଙ୍କୁ ନିଜ ସହିତ ନେଇ ଯାଉଛି…

୨. ଅଫିସର- ଦିନେ ମୁଁ ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ କିଛି ମାଓବାଦୀ ମୋ ପର୍ସ, ଘଣ୍ଟା ଓ ଟଙ୍କା ନେଇଗଲେ ।

ପପୁ- ହେଲେ ତୁମ ପାଖରେ ତ ବନ୍ଧୁକ ଥିଲା ନା ?

ଅଫିସର- ହଁ ଯେ, ହେଲେ ସେମାନଙ୍କ ନଜର ମୋ ବନ୍ଧୁକ ଉପରେ ପଡି ନଥିଲା ।

୩. ଥରେ ବିଜ୍ଞାନ ମାଷ୍ଟର ଏକ ଛାତ୍ରକୁ ଗୋଟେ ପ୍ରଶ୍ନ ପଚାରିଲେ…

‘ଏଲୋବେରା’ କଣ ?

ଛାତ୍ର- ସାର, ପଞ୍ଜାବରେ ଯେତେବେଳେ ଛୋଟ ଭାଇ ବଡ ଭାଇକୁ ବିସ୍କିର ପ୍ୟାକ ବନେଇ ପିଇବାକୁ ଦେଇଥାଏ ସେତେବେଳେ ସେ ତାକୁ କହିଥାଏ ‘ଏଲୋବେରା’ ।

୪. ଖଣ୍ଡା ଯୁ -ଧ୍ୟଚାଲିଥିଲା ସେହି ସମୟରେ ଜଣେ ଚାଇନିଜ ଗୋଟେ ଚୁଟିକୁ ଦୁଇ ଖଣ୍ଡ କରିଦେଲା… ଅନ୍ୟ ପକ୍ଷରେ ଜଣେ ଜାପାନୀ ଗୋଟେ ଉଡୁଥିବା ମାଛିର ବେକ କାଟି ଦେଲା ।

ସେହି ସମୟରେ ରଜନୀ କାନ୍ତ ଏକ ମଶାକୁ ଉଡେଇଲା ଓ ଖଣ୍ଡା ବୁଲେଇଲା ହେଲେ ମଶା ସେମିତି ଉଡୁଥିଲା ।

ଜାପାନୀ କହିଲା- ମଶା ତ ଉଡୁଛି…

ରଜନୀ କାନ୍ତ ହସିକି କହିଲେ- ଉଡୁଛି ଯେ, ହେଲେ ସେ କେବେ ବାପା ହେଇ ପାରିବ ନାହିଁ,

୫. ପପୁ ନିଜ ଚାକରାଣୀକୁ ପ୍ରେମ କରୁଥିଲା, ଦିନେ ସେ ଲୁଚି ଲୁଚି ନିଜ ଚାକରାଣୀକୁ ଚୁମ୍ବନ କରୁଥିଲା ।

ପପୁ- ତମେ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର ଦେଖାଯାଅ ।

ଚାକରାଣୀ-କାହିଁକି ମିଛ କହୁଛ ମାଲିକ,

ପପୁ- ନାହିଁ ମୁଁ ସତ କହୁଛି ।

ଚାକରାଣୀ- ହେଲେ ଡ୍ରାଇଭର ତ କହୁଥିଲା ଆପଣଙ୍କ ସ୍ତ୍ରୀ ହିଁ ସବୁଠାରୁ ଅଧିକ ସୁନ୍ଦର ଲାଗେ ତାକୁ, ପପୁ ବେହୋସ ।

୬. ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା

ସେ ବହୁତ ଖୁସି ତ ଥିଲା କିନ୍ତୁ ଟିକେ କନ୍ଫ୍ୟୁଜନ ଥିଲା

ଯୁବକ ସ୍ତ୍ରୀ କୁ – ୩ ମାସରେ ତୋର ପିଲା କେମିତି ହେଇଗଲା

ପତ୍ନୀ- ତୁମ ବାହାଘରକୁ କେତେ ମାସ ହେଲା କୁହ ?

ଯୁବକ – ୩ ମାସ

ସ୍ତ୍ରୀ- ମୋ ବାହାଘରକୁ କେତେ ମାସ ହେଲା ?

ଯୁବକ- ୩ ମାସ

ସ୍ତ୍ରୀ – ଓ ଆମ ପିଲା କେତେ ମାସ ପରେ ଜନ୍ମ ହେଲା

ଯୁବକ- ୩ ମାସ ପରେ

ସ୍ତ୍ରୀ – ଟୋଟାଲ କେତେ ମାସ ହେଲା ?

ସ୍ଵାମୀ- ଆରେ ହଁ ତ, ପୁରା ୯ ମାସ ତ ହେଇଗଲା !

ତୁ ମୋର ବହୁତ ଭଲ ସ୍ତ୍ରୀ କହି ଖୁସିରେ ନାଚିବାକୁ ଲାଗିଲା

Leave a Reply

Your email address will not be published. Required fields are marked *