କେବଳ ଚୀନ ନୁହେଁ ଅଲଗା ଦେଶରେ ମଧ୍ୟ ଥିଲା ଏହି ସମାନ ନିୟମ ଚୀନ ଅନ୍ୟ ଦେଶ ମାନଙ୍କ ରେ ମଧ୍ୟ ରହିଥିଲା ଏହି ନିୟମ । ଚୀନ ର ପଡୋଶୀ ଦେଶ ତିବ୍ଦତରେ ବର୍ଷ ବର୍ଷ ଧରି ପତ୍ନୀ ଭାଗ ଦେବାର ପରମ୍ପରା ଚାଲିଆସୁଛି । ଏଠାରେ ପରିବାରର ସବୁ ଭାଇଙ୍କର ଗୋଟିଏ ହିଁ ସ୍ତ୍ରୀ ଥାଆନ୍ତି । ଏହାର କାରଣ ହେଉଛି ତିବ୍ବତ ଏକ ବହୁତ ଛୋଟ ଦେଶ ଅଟେ । ଏହାର କାରଣ ହେଲା ଯଦି ଗୋଟିଏ ପରିବାରରେ ସବୁ ପୁଅଙ୍କର ଗୋଟିଏ ଗୋଟିଏ ସ୍ତ୍ରୀ ଥାଆନ୍ତେ ତେବେ ସେମାନଙ୍କ ପିଲା ବଡ ହୋଇ ବିବାହ କରିବା ପରେ ସମ୍ପତ୍ତି ଭାଗବଣ୍ଟା ହୋଇଥାନ୍ତା । ସମସ୍ତ ସମ୍ପତ୍ତି ବହୁ ଭାଗରେ ବିଭକ୍ତ ହୋଇଥାନ୍ତା ।
ତେଣୁ ଏଠାରେ ଏହି ପରମ୍ପରା ଚାଲି ଆସୁଛି କି ପରିବାରର ସମସ୍ତ ପୁଅ ଗୋଟିଏ ଝିଅକୁ ହିଁ ବିବାହ କରିଥାନ୍ତି । ଏମିତି କରିବା ଦ୍ଵାରା ଜମି ଭାଗ ବଣ୍ଟାରୁ ମୁକ୍ତି ମିଳିଛି । ଏହାର ଅନ୍ୟ ଏକ କାରଣ ଅଛି ଯଦି ଘରର କୌଣସି ପୁଅ ବାହାରକୁ ଯାଆନ୍ତି ତେବେ ଅନ୍ୟ ପୁଅମାନେ ପତ୍ନୀ ଓ ଘରର ଦ୍ଵାୟିତ୍ଵ ନିଅନ୍ତି ।
ଚୀନରେ ଏହି ନିୟମ ଲାଗୁହେବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
କାରଣ ଏହା ହେଉଛି ଯେ। ଚୀନ ରେ ପୂର୍ବରୁ ପୁତ୍ର ସନ୍ତାନ ଜନ୍ମ ଉପରେ ଲୋକ ଗୁରୁତ୍ୱ ଦେଉଥିଲେ ତେଣୁ ଆଜି ଏହାର ଫଳ ସେମାନଙ୍କୁ ଭୋଗିବାକୁ ପଡୁଛି । 2020 ମସିହା ସୁଧା ଝିଅ ମାନଙ୍କ ସଂଖ୍ୟା ଚୀନରେ ଦ୍ରୁତ ଗତି ରେ ହ୍ରାସ ପାଇବାରେ ଲାଗିଛି । ଆଜି ଚାଇନା ର ଅବସ୍ଥା ଏହା ଯେ 50 କୋଟି ଯୁବକ ଙ୍କୁ ଅବିବାହିତ ରହିବାକୁ ପଡିବ। କୌଣସି ଝିଅ ମିଳିବେ ନାହିଁ।ସରକାର ଏହି ସବୁ ଅସୁବିଧା କୁ ନଜର ରେ ରଖି ଏହି ନିୟମ କୁ ଲାଗୁ କରିଛନ୍ତି।
ଯେଉଁ ମହିଳା ଯେତେ ଧନୀ ଯେତେ ଗରିବ କାହିଁକି ନା ହୁଅନ୍ତୁ। 2 ରୁ ଅଧିକ ସ୍ୱାମୀ ରଖିବାକୁ ବାଧ୍ୟ। ସେପରି ପିଲା ଜନ୍ମ ଉପରେ ମଧ୍ୟ କଟକଣା ଲାଗିଛି। ଗୋଟିଏ ସନ୍ତାନ ରୁ ଅଧିକ ଶିଶୁ ଜନ୍ମ କଲେ ବହୁତ ଅଧିକ ଟଙ୍କା ଟ୍ୟାକ୍ସ ଦେବାକୁ ପଡେ ଚିନ୍ ରେ।