Interesting Gk Questions- ଗୋଟିଏ ଝିଅ ଦିଲ୍ଲୀରେ ରହୁଥିଲା ଯାହାର ବୟସ 22 ବର୍ଷ ଓ ତା’ ମା’ଙ୍କ ବୟସ 17 ବର୍ଷ, କୁହନ୍ତୁ ଏହା କେମିତି ସମ୍ଭବ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧;- କେଉଁ ଦେଶରେ ଗୋଟିଏ ମଧ୍ୟ କ୍ଷେତ ନାହିଁ ?

ଉତ୍ତର;- ସିଙ୍ଗାପୁର ।

୨;- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ହୋଇଥାଏ ?

ଉତ୍ତର;- ୮ ଗ୍ରାମ ।

୩;- ମୁଗଲ ବଂଶର ସଂସ୍ଥାପକ କିଏ ଥିଲେ ?

ଉତ୍ତର;- ବାବର ।

୪;- ଭାରତର ଟଲିଉଡ କାହାକୁ କୁହନ୍ତି ?

ଉତ୍ତର;- କୋଲକତା କୁ ।

୫;- କେଉଁ ଦେଶରେ ଗୋଟିଏ ମାତ୍ର ବ୍ୟାଙ୍କ ନାହିଁ ?

ଉତ୍ତର;- ସିଲେଡ ରେ ।

୬;- ଭାରତର ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ ?

ଉତ୍ତର;- ପ୍ରଧାନମନ୍ତ୍ରୀ ।

୭;- ବିଶ୍ଵର ସବୁଠାରୁ ଗଭୀର ହ୍ରଦ କେଉଁଟା ?

ଉତ୍ତର;- ବେକାଳ ହ୍ରଦ ।

୮;- ମନୁଷ୍ୟର ଲୁହରେ କଣ ଦେଖିବାକୁ ମିଳିଥାଏ ?

ଉତ୍ତର;- ସୋଡିୟମ କ୍ଳୋରାଇଡ ।

୯;- ବିଶ୍ଵର ସବୁଠାରୁ ଗରିବ ଦେଶ କେଉଁଠି ?

ଉତ୍ତର;- ଭୁଟାନ ।

୧୦;- ସବୁଠାରୁ ଅଧିକ ଥଣ୍ଡା କେଉଁଠାରେ ହୋଇଥାଏ ?

ଉତ୍ତର;- ଆଣ୍ଟାର୍ଟିକାରେ ।

୧୧;- ଭାରତର ସବୁଠାରୁ ସୁନ୍ଦର ଦୃଶ୍ୟ କେଉଁଟି ?

ଉତ୍ତର;- ତାଜମହଲ ।

୧୨;- ସତ୍ୟରୋଧକ ସମାଜର ସ୍ଥାପନା କିଏ କରିଥିଲେ ?

ଉତ୍ତର;- ଜ୍ୟୋତିବା ଫୁଲେ ।

୧୩;- କେଉଁ ଦେଶର ଲୋକେ ବିଲେଇ ଖାଉଛନ୍ତି ?

ଉତ୍ତର;- ଚୀନ ଦେଶର ଲୋକେ ।

୧୪;- ମିସ ୟୁନିଭର୍ସ ବନିଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର;- ସୁସ୍ମିତା ସେନ ।

୧୫;- ମୁଗଲ ଦରବାରରେ ଆସୁଥିବା ପ୍ରଥମ ଇଂରେଜ କିଏ ?

ଉତ୍ତର;- ହକିନ୍ସ ।

୧୬;- ଗଦର ପାର୍ଟିର ମୁଖ୍ୟାଳୟ କେଉଁଠାରେ ?

ଉତ୍ତର;- ସନ ପ୍ରାଂସିସ୍କୋରେ ।

୧୭;- ଜିଲିୟାନବାଲା ବାଗ ହ-ତ୍ୟା-କା-ଣ୍ଡ କେବେ ହୋଇଥିଲା ?

ଉତ୍ତର;- ୧୯୧୯ ରେ ।

୧୮;- ବିଶ୍ଵ ଜଳ ଦିବସ କେବେ ପାଳନ କରାଯାଏ ?

ଉତ୍ତର;- ୨୨ ମାର୍ଚ କୁ ।

୧୯;- କେଉଁ ସଭ୍ୟତାକୁ ନୀଳନଦୀର ବର୍ଦାନ କୁହାଯାଏ ?

ଉତ୍ତର;- ମିଶ୍ର ର ସଭ୍ୟତାକୁ ।

୨୦;- ଭାରତରେ ସବୁଠାରୁ କମ ଜନସଂଖ୍ୟା ଥିବା ରାଜ୍ୟ କେଉଁଠି ?

ଉତ୍ତର;- ସିକ୍କିମ ।

୨୧;- ଭିଟାମିନ ଡି ଅଭାବରେ କେଉଁ ରୋଗ ହୋଇଥାଏ ?

ଉତ୍ତର;- ରିକେଟ୍ସ ରୋଗ ।

୨୨;- ସବୁଠାରୁ ଅଧିକ ବିଜୁଳି କେଉଁଠାରେ ପଡିଥାଏ ?

ଉତ୍ତର;- ଆଫ୍ରିକାରେ ।

୨୩;- ସାପ ମାନଙ୍କର ଦେଶ କାହାକୁ କୁହାଯାଇଥାଏ ?

ଉତ୍ତର;- ବ୍ରାଜିଲକୁ ।

୨୪;- ବଙ୍ଗଳାର ବିଭାଜନ କେବେ ହୋଇଥିଲା ?

ଉତ୍ତର;- ୧୯୦୫ ମସିହାରେ ।

୨୫;- କଇଁଛର ଜୀବନକାଳ କେତେ ହୋଇଥାଏ ?

ଉତ୍ତର;- ୧୨୩ ବର୍ଷର ।

୨୬;- ଗୋଟିଏ ଝିଅ ଦିଲ୍ଲୀରେ ରହୁଥିଲା, ଏବଂ ତାହାର ବୟସ ୨୨ ବର୍ଷ ଏବଂ ତା’ ମା’ଙ୍କ ବୟସ ୧୭ ବର୍ଷ । ତେବେ ଏହା କିଭଳି ସମ୍ଭବ ?

ଉତ୍ତର;- ଏହା ସମ୍ଭବ ଅଟେ କାରଣ ସେ ଝିଅର ସାବତ ମା’ ଅଟେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *