ଗୋଟିଏ ସିରିଏଲ କାରଣରୁ ବର୍ବାଦ ହେଇଗଲା TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ଫେମସ Actress ଙ୍କ କ୍ଯାରିୟର, ନମ୍ବର 2 ତ ଥିଲେ ସମସ୍ତଙ୍କର ଫେବରେଟ ବୋହୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଥାନ୍ତି, ହେଲେ କିଛି ଟିଭି ସିରିଏଲ ପାଇଁ ଏମାନଙ୍କ କାରିୟର ମଧ୍ୟ ବରବାଦ ହୋଇଯାଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କେତେକ ସିରିଏଲରେ ଅଭିନୟ କରି ମଧ୍ୟ ଗୋଟିଏ ସିରିଏଲରେ ଅଭିନୟ କରି ନିଜ କାରିୟରକୁ ବୁଡାଇ ଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କୃତିକା କାମରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଜଗତର ଫେମସ ଅଭିନେତ୍ରୀ କୃତିକା କାମରା । ଆପଣ ମାନେ ସମସ୍ତେ କୃତିକାଙ୍କୁ ବହୁତ ସିରିଏଲରେ ଦେଖିଥିବେ । କୃତିକା ଟିଭି ସିରିଏଲ ‘କିତନି ମହବତେ ହେଁ’ରେ ଅଭିନୟ କରିଥିଲେ ଓ ଏହି ସିରିଏଲ ପାଇଁ ତାଙ୍କ କାରିୟର ବୁଡି ଯାଇଥିଲା । ବନ୍ଧୁଗଣ ଟିଭି ସିରିଏଲର ସିନେ ରିପୋର୍ଟର ଏହି ସିରିଏଲକୁ ଫ୍ଲପ କରେଇ ଦେଇଥିଲେ, ଯାହାଫଳରେ କୃତିକାଙ୍କ କାରିୟର ବୁଡିଯାଇଥିଲା ।


ହୀନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରି ଓ ବଲିଉଡର ଦିଗଜ ଅଭିନେତ୍ରୀ ହୀନା ଖାନ । ସେ ‘ୟେ ରିସତା କ୍ଯା କେହେଲାତା ହେ’ରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ, ହେଲେ ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ହେଉଛି ସେ ଏହି ସୋକୁ ଛାଡି ବିଗବସ ହାଉସକୁ ଯାଇଥିଲେ । ଯାହାଫଳରେ ତାଙ୍କ କାରିୟର କିଛି ମାତ୍ରାରେ ବୁଡିବାରେ ଲାଗିଥିଲା, ହେଲେ ବର୍ତ୍ତମାନ ସେ କିଛି ସିରିଏଲରେ ଅଭିନୟ କରି ଚର୍ଚାରେ ରହୁଛନ୍ତି ।


ତେଜସ୍ବୀ ପ୍ରକାଶ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ତେଜସ୍ବୀ ପ୍ରକାଶ । ସେ ନିଜ କାରିୟରରେ ବହୁତ ସିରିଏଲରେ ଅଭିନୟ କରିଥିଲେ ହେଲେ ଗୋଟିଏ ସିରିଏଲ ପାଇଁ ତାଙ୍କ କାରିୟର ବୁଡିଗଲା । ସେହି ସିରିଏଲ ହେଉଛି ‘ପେହେରେଦାର ମେ ପିୟା କି’ । ଏହି ସିରିଏଲରେ ଅଭିନୟ କରିବା ପରେ ତାଙ୍କୁ ବହୁତ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସୁପର ହିଟ ପ୍ରୋଜେକ୍ଟର ଅପେକ୍ଷା କରିଛନ୍ତି ।

ସନାୟା ଇରାନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ସନାୟା ଇରାନୀ । ଟିଭିର ବହୁତ ସିରିଏଲରେ ଅଭିନୟ କରିବା ପରେ ସନାୟା ସିରିଏଲ ‘ଛନ ଛନ’ରେ ଅଭିନୟ କରିଥିଲେ, ବନ୍ଧୁଗଣ ଏହି ସିରିଏଲଟି ସଂପୂର୍ଣ୍ଣ ଭାବରେ ଫ୍ଲପ ହୋଇଯାଇଥିଲା । ଯାହାଫଳରେ ତାଙ୍କ କାରିୟର ବରବାଦ ହୋଇଯାଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *