Interesting Odia Gk- ଗୋରା ଠାରୁ ବି ଗୋରା ସ୍ତ୍ରୀଙ୍କର ବି ଗୋଟିଏ ଜିନିଷ କଳା ହୋଇଥାଏ, କୁହନ୍ତୁ ତାହା କ’ଣ ?

ବନ୍ଧୁଗଣ, ସାଧାରଣତଃ ଏଭଳି କିଛି ସାଧାରଣଜ୍ଞାନ ସମ୍ବନ୍ଧରେ ଜାଣିବା ନିହାତି ଆବଶ୍ୟକ । ଏହି ପ୍ରଶ୍ନ ଉତ୍ତର ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ସର୍ବୋତ୍ତମ ଅଟେ । ପାଠ ପଢା ସାଙ୍ଗକୁ କିଛି GK ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ମଧ୍ୟ ଜାଣିବା ନିହାତି ଆବଶ୍ୟକ । ଏହା ଛାତ୍ର ଛାତ୍ରୀ ଙ୍କର ଆଗାମୀ ଭବିଷ୍ୟତ ନିମନ୍ତେ ବହୁତ ଲାଭକାରୀ ସାବ୍ୟସ୍ଥ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ବିଶ୍ଵର ସବୁଠାରୁ ଉଚ୍ଚ ପର୍ବତ କେଉଁଟି ?

ଉତ୍ତର;- ହିମାଳୟ ପର୍ବତ ।

୨;- ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର ମୁଖ୍ୟାଳୟ କେଉଁ ସହରରେ ଅଛି ?

ଉତ୍ତର;- ଦିଲ୍ଲୀ ।

୩;- ତାହା କ’ଣ ଅଟେ ଯାହା ଆପଣଙ୍କର କିଛି ମଧ୍ୟ କହିବା ଦ୍ଵାରା ଭାଙ୍ଗିଯାଇଥାଏ ?

ଉତ୍ତର;- ଚୁପ ରହିବା ।

୪;- ତାହା କେଉଁ ଜିନିଷ ଅଛି ଯାହା ସବୁଜ ରଙ୍ଗର ମାତ୍ର ବାହାରିଲା ବେଳକୁ ଲାଲୀ ହୋଇଯାଇଥାଏ ?

ଉତ୍ତର;- ମେହେନ୍ଦି ।

୫;- ତାହା କ’ଣ ଅଟେ ଯାହାକୁ ଆପଣ ଯେତେ ସଫା କରି ଯିବେ ତାହା ସେତେ କଳା ହୋଇଯିବ ?

ଉତ୍ତର;- ବ୍ଲାକବୋର୍ଡ ।

୬;- ଏପରି କେଉଁ ଜିନିଷ ଅଛି ଯାହା ଅଧିକ ଥଣ୍ଡା ରେ ମଧ୍ୟ ପିଗିଳି ଥାଏ ?

ଉତ୍ତର;- ମହମବତୀ ।

୭;- ଗୋରୀ ରୁ ଗୋରୀ ମହିଳା ମାନଙ୍କର ମଧ୍ୟ ଗୋଟିଏ ଜିନିଷ କଳା ହୋଇଥାଏ ତାହା କ’ଣ ଅଟେ ?

ଉତ୍ତର;- ଛାଇ ।

୮;- ଏକ ଏଭଳି ଜିନିଷ ର ନାମ କୁହ ଯାହା ଆପଣଙ୍କୁ ଦେବା ପୂର୍ବରୁ ଆପଣଙ୍କ ଠାରୁ ତାହା ନିଆଯାଇଥାଏ ?

ଉତ୍ତର;- ଫୋଟୋଗ୍ରାଫର ଦ୍ଵାରା ନିଆଯାଇଥିବା ଆପଣଙ୍କର ଫଟୋ । କାରଣ ଫଟୋଗ୍ରାଫର ପ୍ରଥମେ ଆପଣଙ୍କ ଫଟୋ ନେଇଥାଏ ଏହାପରେ ଆପଣଙ୍କୁ ଫଟୋ ଦେଇଥାଏ ।

୯;- ଏଭଳି କେଉଁ ଜିନିଷ ରହିଅଛି ଯାହାକୁ ଯେତେ ଟାଣିବା ତାହା ସେତିକି ଛୋଟ ହୋଇଯାଇଥାଏ ?

ଉତ୍ତର;- ବିଡି ଅଥବା ସିଗାରେଟ ।

୧୦;- ଏଭଳି କ’ଣ ଅଛି ଯାହାର ଆସିବା ମଧ୍ୟ ଖରାବ ଅଟେ ଏବଂ ଯିବା ମଧ୍ୟ ଖରାପ ଅଟେ ?

ଉତ୍ତର;- ଆଖି, କାରଣ ଆଖି ଆସିବା ମଧ୍ୟ ଖରାପ ଅଟେ ଏବଂ ଯିବା ମଧ୍ୟ ଖରାପ ଅଟେ ।

୧୧;- ଏଭଳି କେଉଁ ପକ୍ଷୀ ଅଛି ଯାହାର ମୁଣ୍ଡ ଉପରେ ପାଦ ରହିଥାଏ ?

ଉତ୍ତର;- ସମସ୍ତ ପକ୍ଷୀର ମୁଣ୍ଡ, ପର ଏବଂ ପାଦ ରହିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *