୮ ଟି କଦଳୀ କୁ ନ କାଟି ୯ ଜଣ ଲୋକଙ୍କ ଭିତରେ କେମିତି ବାଣ୍ଟି ପାରିବେ ? ୯୯ % ଲୋକ ଫେଲ

ଆଜି ଆମେ ଆପଣଙ୍କ ପାଇଁ କିଛି ରୋଚକ ପୂର୍ଣ୍ଣ ଓ ପ୍ରତିଯୋଗୀତା ପରୀକ୍ଷାରେ ଆସୁଥିବା ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । ଯାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ଯଦି ଆପଣ ଭବିଷ୍ୟତରେ କୌଣସି ବି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଉଛନ୍ତି ତେବେ ହୋଇପାରେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ । ତେବେ ଆପଣଙ୍କ ପାଇଁ ଏହି ସମସ୍ତ ପ୍ରଶ୍ନ ଓ ତାହାର ଜବାବ ବିଷୟରେ ଜାଣିବା ବହୁତ ଆବଶ୍ୟକ ଅଟେ ଓ ଏହା ଦ୍ଵାରା ଆପଣଙ୍କ ବୁଦ୍ଧି ବି ବଢିବ ।

୧ – ମଶାମାନେ କେତେ ଉଚ୍ଚତା ପର୍ଯ୍ୟନ୍ତ ଉଡି ପାରନ୍ତି ?

ଉତ୍ତର – ୫୦ ଫୁଟ

୨– ଏମିତି ଏକ ଜୀବ ଅଛି ଯାହାର ହୃଦୟ ୧ ମିନିଟ ରେ ୯ ଥର ଦୁକ ଦୁକ ହୋଇଥାଏ ?

ଉତ୍ତର – ବ୍ଲୁ ହୁଏଲ ମାଛ

୩ . ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ ଅଟେ ?

ଉତ୍ତର- ମୋହନ ଦାସ କରମ ଚାନ୍ଦ ଗାନ୍ଧୀ

୪ – କେଉଁ ଦେଶର ୫ ଜଣ ପ୍ରଧାନମନ୍ତ୍ରୀଙ୍କ ଫଟୋ କେବେ ବି ଉଠାଯାଇ ନାହିଁ ?

ଉତ୍ତର – ଆମେରିକା

୫. ଦୁନିଆର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର- ହମିଙ୍ଗବାର୍ଡ

୬. ଭାରତ ଛଡା ଅନ୍ୟ କେଉଁ ଦେଶର ରାଷ୍ଟ୍ରୀୟ ଭାଷା ହେଉଛି ହିନ୍ଦୀ ?

ଉତ୍ତର- ଫିଜି ଦେଶ

୭. ଦୁନିଆର ସବୁଠାରୁ ଛୋଟ ପକ୍ଷୀ ହମିଙ୍ଗବାର୍ଡର ଲମ୍ବ କେତେ ?

ଉତ୍ତର- ୫ ରୁ ୬ ସେଣ୍ଟିମିଟର

୮. ଏମିତି କେଉଁ ଜିନିଷ ଅଛି ଯାହା ଅଧା ରାତିରେ ଆସିଥାଏ ଏବଂ ଅଧା ରାତିରେ ଚାଲିଯାଏ ?

ଉତ୍ତର- ତାରିଖ

୯. ଡିଜେଲକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ସମ୍ପିଡିତ ତେଲ

୧୦. ଏମିତି କେଉଁ ପତି ଅଛି ଯାହା ଜଙ୍ଗଲରେ ରହିଥାଏ ଏବଂ ସହରରେ ମଧ୍ୟ ରହିଥାଏ ?

ଉତ୍ତର- ବନଷ୍ପତ୍ତି

୧୧. ବାଘର ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର- ୨୬

୧୨. ଏମିତି କେଉଁ ପ୍ରାଣୀ ଅଛି ଯାହାକୁ ସମସ୍ତ ଜିନିଷ ଦୁଇ ଗୁଣ ଅଧିକ ଦେଖା ଯାଇଥାଏ ?

ଉତ୍ତର- ହାତୀ

୧୩ . ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରା ଯାଉଥିବା ମୋବାଇଲ ଫୋନର ନାମ କଣ ?

ଉତ୍ତର- ସାମସଙ୍ଗ

୧୪. ମୁ କଳା ଓ ମୋ ଛୁଆ ମାନେ ଗୋରା ମୋତେ ଛାଡିକି ମୋ ଛୁଆ ମାନଙ୍କୁ ଖାନ୍ତି, କୁହ ମୁ କିଏ ?

ଉତ୍ତର- ସିଙ୍ଘଡା

୧୫. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସ୍କୁଲ ବା କଲେଜ ଥାଏ ?

ଉତ୍ତର- ମହାରାଷ୍ଟ୍ର

୧୬. ଫାଶୀ ଦେବା ପୂର୍ବରୁ ଜଲାଦ ଆରୋପିର କାନରେ କଣ କହିଥାଏ ?

ଉତ୍ତର- କ୍ଷମା କର ମତେ

୧୭. କେତେ ବର୍ଷ ପର୍ଯ୍ୟନ୍ତ ଛୁଆ ମାନଙ୍କୁ କାମ କରାଇବାକୁ ଆଇନ ଅନୁସାରେ ଅପରାଧ ହୋଇଥାଏ ?

ଉତ୍ତର- ୧୪ ବର୍ଷରୁ କମ ବୟସର ଛୁଆ ମାନଙ୍କୁ

୧୮. ସବୁଠାରୁ ଅଧିକ ବାତ୍ୟା କେଉଁ ଦେଶରେ ଆସିଥାଏ ?

ଉତ୍ତର- ସହର ମରୁସ୍ଥଳ

୧୯. ସବୁଜ ଚୋର ଲାଲ ଘର ସେଥିରେ ବସିଛି କଳା ସଇତାନ ଗରମରେ ସେ ଦେଖାଯାଏ, ଥଣ୍ଡାରେ ଗାୟବ ହୋଇଯାଏ ? କୁହନ୍ତୁ କଣ !

ଉତ୍ତର – ତରଭୁଜ

୨୦. 8 ଟି କଦଳୀ କୁ ନ କାଟି 9 ଜଣ ଲୋକଙ୍କ ଭିତରେ କେମିତି
ବାଣ୍ଟି ପାରିବେ ?

ଉତ୍ତର – କଦଳୀ ର ଶେକ ବନେଇ କି ଦେଇ ପାରିବେ ।

ଆପଣଙ୍କୁ ଲେଖାଟି ପସନ୍ଦ ଆସିଥିଲେ ଗୋଟିଏ ସେୟାର କରିବେ ଓ ଲେଖାଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଏମିତି ନୀତିଦିନ ଜ୍ଞାନ ବର୍ଦ୍ଧକ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *