ଘୋର କଳିଯୁଗ ! ସାରା ଅଞ୍ଚଳରେ ଚାଞ୍ଚଲ୍ୟ, ବୋହୂକୁ ନେଇ ଶ୍ଵଶୁର ଫେରାର, ଫେରିବା ପରେ ଯାହା ହେଲା ନା…ଶୁଣିଲେ ଚମକି ପଡିବେ ଆପଣ

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଘଟଣା ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଆଗ କାଳରେ ଉଭୟ ଯୁବକ ଓ ଯୁବତୀ ମାନେ ବିବାହ କରିବା ପରେ ପରସ୍ପରକୁ ପ୍ରେମ କରୁଥିଲେ । ବିବାହ ପୂର୍ବରୁ ପ୍ରେମ କଣ ସେମାନେ ଜାଣି ନଥିଲେ ହେଲେ ବର୍ତ୍ତମାନ ଯୁଗ ବଦଳି ଯାଇଛି ।

ପ୍ରେମରେ ମଣିଷ ବୟସ, ଜାତି ଓ ନିଜ ସମ୍ପର୍କକୁ ବି ଦେଖୁ ନାହିଁ । ଠିକ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସୁଛି ବୋହୂକୁ ନେଇ ଶଶୁର ଫେରାର । ମିଳିଥିବା ସୂଚନା ଅନୁଯାଇ ଯୁବତୀ ଜଣକ 2016 ମସିହାରେ ପଦାୟୁ ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ସ୍ଵାମୀ ପ୍ରାୟତଃ ନିଶା ସେବନ କରୁଥିବାରୁ ଦମ୍ପତ୍ତିଙ୍କ ସମ୍ପର୍କ ଫାଟ ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ସ୍ଵାମୀଙ୍କ ସହ ସମ୍ପର୍କ ଭଲ ନଥିବା ହେତୁ ନିଜ ଶଶୁରଙ୍କ ଆଡକୁ ଢଳି ଯାଇଥିଲେ ବୋହୂ ।

ପରେ ସ୍ଵାମୀକୁ ଛାଡପତ୍ର ଦେଇ ଶଶୁର-ବୋହୂ ବିବାହ କରି ଫେରାର ହୋଇଯାଇଥିଲେ । ଦୀର୍ଘ ସମୟ ଧରି ସେମାନେ ଘରୁ ବାହାରି କୌଣସି ସ୍ଥାନରେ ଏଞ୍ଜୋଏ କରିବା ପରେ ଏବେ ସେମାନେ ପୁଣି ଘରକୁ ଫେରି ଥିବା ନେଇ ସୂଚନା ମିଳିଛି । ଫେରିବା ବେଳେ ସେମାନେ ନିଜ ସହିତ ଏକ ସନ୍ତାନ ଆଣି ଥିବାର ମଧ୍ୟ ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *